କୁଳପତିଙ୍କ ନାଁରେ ଛାତ୍ର କଂଗ୍ରେସର ଏତଲା

0

ଭୁବନେଶ୍ୱର : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସହୀଦନଗର ଥାନାକୁ ଯାଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମଲେଖା ଜାଲିଆତି ପାଇଁ କୁଳପତିଙ୍କୁ ଦାୟୀ କରି ତାଙ୍କ ନାମରେ ଏକ ଏତଲା ଦାଖଲ କରିଛି । ଏଥିସହ ଏହି ଜାଲିଆତିରେ ସଂଶ୍ଳିଷ୍ଟ ପିଜି କାଉନସିଲ ଚେୟାରମ୍ୟାନ ନବନିତା ରଥ ଏବଂ “ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସ” ବିଭାଗର କୋଅର୍ଡ଼ିନେଟର ରୁଦ୍ର ନାରାୟଣ ମହାପାତ୍ରଙ୍କ ବିରୁଦ୍ଧରେ ମଧ୍ୟ ଏତଲା ଦାଖଲ କରାଯାଇଛି । ଏତଲାକାରୀ ଛାତ୍ର କଂଗ୍ରେସ ସଭାପତି...

ଜନପଥରେ ଟ୍ରାଫିକ ଯନ୍ତ୍ରଣା

0

ଭୁବନେଶ୍ୱର : ପାର୍ବଣ ସମୟରେ ରାଜଧାନୀର ରାସ୍ତାଘାଟରେ ଟ୍ରାଫିକ ଜାମ୍‍ ହେଉଥିବାବେଳେ ଜନପଥର ଯନ୍ତ୍ରଣା ଏବେ ସବୁକୁ ବଳିଯାଇଛି । ଏଠାରେ ସଙ୍କୁଚିତ ରାସ୍ତାରେ ବିଏମ୍‍ସି ପାର୍କିଂ ଅନୁମତି ଦେଇଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାଣୀବିହାରରୁ ଶିଶୁଭବନ ପର୍ଯ୍ୟନ୍ତ ଲମ୍ବିଥିବା ଜନପଥରେ ଏବେ ଅସମ୍ଭାଳ ଟ୍ରାଫିକ ଭିଡ ହେଉଛି । ଏହି ସଡର ଉଭୟ ପାଶ୍ୱର୍ରେ ସ୍ମାର୍ଟସିଟି ପ୍ରକଳ୍ପ ଯୋଗୁଁ ରାସ୍ତା ସଙ୍କୁଚିତ ହୋଇଥିବାବେଳେ ଯେତିକି ବି ସ୍ଥାନ ରହିଛି ସେଠାରେ ବିଏମ୍‍ସି ପାର୍କିଂ ପାଇଁ ଅନୁମତି ଦେବା...

କାମ କରିପାରୁ ନାହାନ୍ତି ଡାକ୍ତର

0

ଭୁବନେଶ୍ୱର : ରାଜ୍ୟର ସରକାରୀ ଡାକ୍ତରଖାନାଗୁଡିକରେ ପାଖାପାଖି ୬୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଥିବା ଯୋଗୁଁ ରୋଗୀସେବା ବ୍ୟାହତ ହୋଇଥିବାବେଳେ ପ୍ରଶାସନିକ ତ୍ରୁଟି ଯୋଗୁଁ ଅନେକ ଡାକ୍ତର ଚାକିରିରେ ଥାଇ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଯୋଗଦେଇ ପାରୁନାହାନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜିଲ୍ଲା ସଦର ମହୁକୁମା ଡାକ୍ତରଖାନା ପର୍ଯ୍ୟନ୍ତ ବିଭିନ୍ନ ଚିକିତ୍ସାଳୟ ଲାଗି ୧୫,୭୭୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଥିବାବେଳେ ସରକାରୀ ତଥ୍ୟ ମୁତାବକ ସେଥିରୁ ୯୨୬୮ଟି ଖାଲି ପଡିଛି ଏବଂ ଅବଶିଷ୍ଟ ୬୫୦୬ ଜଣ ଡାକ୍ତର ଚାକିରିରେ ଅଛନ୍ତି ବୋଲି କୁହାଯାଉଛି ।...

ଭିନ୍ନକ୍ଷମଙ୍କ ପାଇଁ ସଚେତନତା ଶିବିର

0

କେନ୍ଦୁଝର : ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ, ଓଡ଼ିଶା ଏବଂ ଜିଲ୍ଲା ପ୍ରଶାସନ କେନ୍ଦୁଝରଙ୍କ ମିଳିତ ସହଯୋଗରେ " ଭିନ୍ନକ୍ଷମଙ୍କ ଅଧିକାର ଅଧିନିୟମ-୨୦୧୬ "ଉପରେ ଏକ ସଚେତନତା ଶିବିର ଏବଂ କ୍ୟାମ୍ପ କୋର୍ଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବିପ୍ଳବ କେଶରୀ ସାମନ୍ତରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତୀ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମଙ୍କ ଅଧିକାର ଓ ସରକାରୀ ଯୋଜନା ସମ୍ପର୍କରେ ତୃଣମୂଳସ୍ତରରେ କାମ କରୁଥିବା...

Pradhan Proves His Mettle

0

Bhubaneswar: Top BJP leader and powerful Union Minister Dharmendra Pradhan has scripted a history in Indian politics by proving almost all Exit polls wrong through his organizational skills and political strategy that he used to ensure a thumping majority for the BJP in Haryana. Shri Pradhan, a tall politician and also known as Ujjwala Man in India, is also one...

Majhi Slams BJD

0

Baripada: Making a sharp attack on BJD, Chief Minister Mohan Charan Majhi today said women empowerment initiatives were limited to mere sloganeering during of the previous BJD government. He criticized the previous Naveen Patnaik government for failing to take concrete steps to empower women. The BJD government was doing trading to gain interest in the name of women empowerment while the...

Black Tiger Safari To Start Soon

0

Bhubaneswar: Principal Chief Conservator of Forests (PCCF) Wildlife Susanta Nanda is an ace nature lover and wildlife conservator par excellence. He was determined to set up black tiger safari near Simlipal Tiger Reserve and accordingly PCCF Wildlife left no stone unturned to see that unique initiative comes up in the State.Now the State Government is all set to start black...

୬୦ ଲକ୍ଷରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ସହାୟତା

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୁରଭଞ୍ଜର ବାରିପଦାଠାରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୩୫ ଲକ୍ଷରୁ ଅଧିକ ମହିଳା ପ୍ରଥମ କିସ୍ତି ଭାବରେ ୫ ହଜାର ଟଙ୍କା ଲେଖାଏ ସହାୟତା ପାଇଲେ। ସମୁଦାୟ ୧୭୫୦ କୋଟି ଟଙ୍କା ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଗଲା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ବର୍ତ୍ତମାନ ସୁଦ୍ଧା  ସମୁଦାୟ ୬୦ ଲକ୍ଷରୁ ଅଧିକ ମହିଳା ‘ସୁଭଦ୍ରା’ ସହାୟତା ପାଇଲେ। ସମୁଦାୟ ୩ ହଜାର...

SSEPD On Leprosy Care

0

Bhubaneswar: Principal Secretary of Department of Social Security and Empowerment of Persons with Disabilities (SSEPD) Bishnupada Sethi has directed concerned District Collectors to provide benefits of various welfare schemes including newly launched Subhadra Yojana to the leprosy patients rehabilitated in Leprosy Colonies of the State.   Principal Secretary, SSEPD, Shri Sethi very recently held a meeting to review the progress achieved on...

୨୦୨୮ ପର୍ଯ୍ୟନ୍ତ ଭିଟାମିନଯୁକ୍ତ ଚାଉଳ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ସମେତ ସରକାରଙ୍କ ସମସ୍ତ ଯୋଜନା ଅଧୀନରେ ଭିଟାମିଯୁକ୍ତ ଚାଉଳର ସାର୍ବଜନୀନ ଯୋଗାଣ ଜୁଲାଇ ୨୦୨୪ ରୁ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ଜାରି ରଖିବାକୁ ଅନୁମୋଦନ ମିଳିଛି । ପିଏମଜିକେଏୱାଇ (ଖାଦ୍ୟ ସବସିଡି)ର ଏକ ଅଂଶ ଭାବରେ ଭାରତ ସରକାରଙ୍କ ଦ୍ୱାରା ୧୦୦% ପାଣ୍ଠି ସହିତ ଭିଟାମିନଯୁକ୍ତ ଚାଉଳ ଅଭିଯାନ ଏକ କେନ୍ଦ୍ରୀୟ କ୍ଷେତ୍ରର ପଦକ୍ଷେପ...