SOA Welcomes MBBS Students

0

Bhubaneswar: The first batch of 150 MBBS students of the Institute of Medical Sciences and SUM Hospital, Campus-2, at Phulnakhara on NH-16, the second medical college under the Siksha ‘O’ Anusandhan Deemed to be University (SOA) were welcomed at an inauguration ceremony held on Monday. The students, from across the country, walked into the new academic building of the institute...

ସମରେ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଆରମ୍ଭ

0

ଭୁବନେଶ୍ୱର :   ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଫୁଲନଖରା ସ୍ଥିତ ଦ୍ୱିତୀୟ ମେଡିକାଲ କଲେଜ - ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (କ୍ୟାମ୍ପସ୍ ୨)- ର ପ୍ରଥମ ବ୍ୟାଚ୍ ୧୫୦ ଜଣ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କୁ  ନେଇ ସୋମବାର ଏକ ସ୍ୱତନ୍ତ୍ର  ସ୍ୱାଗତ କାର୍ଯ୍ୟକ୍ରମ ସହ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଛାତ୍ରଛାତ୍ରୀମାନେ ଉତ୍ସାହର ସହ ବିଶ୍ୱବିଦ୍ୟାଳୟର ଏହି ନୂତନ ଶିକ୍ଷାନୁଷ୍ଠାନକୁ ଆସି ପହଂଚିଥିବାବେଳେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର...

ଜଳଶକ୍ତି ପୁରସ୍କାର ତାଲିକାରେ ଓଡିଶା ପ୍ରଥମ

0

ନୂଆଦିଲ୍ଲୀ : କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସିଆର ପାଟିଲ ଆଜି ନୂଆଦିଲ୍ଲୀର ଶ୍ରମ ଶକ୍ତି ଭବନ ଠାରେ ୫ମ ମଜାତୀୟ ଜଳ ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଛନ୍ତି। ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶାକୁ ପ୍ରଥମ, ଉତ୍ତରପ୍ରଦେଶ ଦ୍ବିତୀୟ ଏବଂ ଗୁଜରାଟ ଓ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶଂସାପତ୍ର ଓ ଟ୍ରଫି ସହ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯିବ। ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ସମ୍ପଦ,...

Guruji Unveils Shri Guru Bhagwat

0

Gurgaon: On the auspicious day of Dushera, Chandra Bhanu Satpathy unveiled "Shri Guru Bhagwat - The Holy Tradition of Sadgurus (Vol-VI)" in English at Sai Ka Aangan, Gurgaon. The sixth volume speaks about the ancient Indian saints (Veda Vyas, Agastya, Sandipani,Vasistha etc), their contributions, ‘Gayatri Mantra’, ‘Sanatan Dharma’, ‘Shaiva’ & ‘Shakta’ tradition, ‘Puranas’ and the history of ‘Purana’, the chemistry...

ଏଆଇ ଉତ୍କର୍ଷ କେନ୍ଦ୍ର ଘୋଷଣା କରିବେ ଧର୍ମେନ୍ଦ୍ର

0

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୧୫, ୨୦୨୪ରେ ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ଧ୍ୟାନ କେନ୍ଦ୍ରିତ ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ଘୋଷଣା କରିବେ । 'ବିକଶିତ ଭାରତ'ର ସ୍ୱପ୍ନକୁ ସାକାର କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପାଇଁ ଏହି ତିନୋଟି ସିଓଇକୁ ଶୀର୍ଷ ଶିକ୍ଷାନୁଷ୍ଠାନ, ଶିଳ୍ପ ଅଂଶୀଦାର ଏବଂ ଷ୍ଟାର୍ଟଅପ୍ ମାନଙ୍କ ସହ ଏକତ୍ର ନେତୃତ୍ୱ ଦେବେ। ସେମାନେ ଆନ୍ତଃବିଭାଗୀୟ ଗବେଷଣା କରିବେ, ଅତ୍ୟାଧୁନିକ ଆପ୍ଲିକେସନ୍ ବିକଶିତ...

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

0

କେନ୍ଦୁଝର : ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣିବା ଧାରା ଜାରି ରହିଛି। ବିଭିନ୍ନ ସ୍ଥାନକୁ ଗସ୍ତ ସମୟରେ  ମଧ୍ୟ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ ତିନି ଦିନିଆ କେନ୍ଦୁଝର ଗସ୍ତର ଶେଷ ଦିନରେ କେନ୍ଦୁଝର ସର୍କିଟ ହାଉସ ଓ ମଣ୍ଡୁଆ ସ୍ଥିତ ଅଭିଯୋଗ ଶୁଣାଣି କ୍ୟାମ୍ପ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କର ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ସମସ୍ୟାର ସମାଧାନ...

ବିଜେଡିରେ ନାହାନ୍ତି ଅମର

0

ଭୁବନେଶ୍ୱର : ଛଅ ଥର ବିଧାୟକ ହୋଇଥିବା ଅମର ଶତପଥୀ ବିଜେଡି ନେତୃତ୍ୱଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ଆଉ ବିଜୁ ଜନତା ଦଳରେ ନାହାନ୍ତି। ଶ୍ରୀ ଶତପଥୀ ଗଣମାଧ୍ୟମକୁ କହିଛନ୍ତି, ମୁଁ ଆଉ ବିଜେଡିରେ ନାହିଁ, କାରଣ ମୁଁ ବିଜେଡି ସଦସ୍ୟତା ନବୀକରଣ କରିନାହିଁ ଏବଂ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛି। ବଡଚଣାର ପୂର୍ବତନ ବିଧାୟକ କହିଛନ୍ତି ଯେ ସେ ଏବେ ସ୍ୱାଧୀନ ଅଛନ୍ତି ଏବଂ ତାଙ୍କ ସମର୍ଥକମାନେ ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବେ। ଶ୍ରୀ ଶତପଥୀ କହିଛନ୍ତି ଯେ ଦଳ...

ଦାଦନ ସମସ୍ୟା ସମାଧାନ ପାଇଁ ଟାସ୍କଫୋର୍ସ

0

ଭୁବନେଶ୍ଵର: ଦାଦନ ସମସ୍ୟାର ସମାଧାନ ପାଇଁ ସାମଗ୍ରିକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ଆଉ ଜଣେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ସମ୍ପୃକ୍ତ ବିଭାଗର ସଚିବଙ୍କୁ ଏହି ଟାସ୍କ ଫୋର୍ସର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା...

Task Force To Check Distress Migration

Bhubaneswar: The State Government has formed a high-level task force to brainstorm and recommend holistic measures to address the problem of distress migrations in the State. The Task Force will be headed by Deputy Chief Minister Kanak Vardhan Singh Deo while another Deputy CM Pravati Parida, Panchayati Raj &Drinking Water Minister Rabinarayan Naik, chief secretary, development commissioner and secretaries of...

Amar Satpathy Left BJD

0

Bhubaneswar: Throwing a bombshell against BJD leadership, six-time MLA Amar Satpathy today said he is no longer with the Biju Janata Dal (BJD). Speaking to media persons here, Shri Satpathy said, “I am no longer with the BJD as I have not renewed my BJD membership and kept myself away from party programmes.” The former Barchana MLA said he is now...