Crop Damage Report By 30 DEC
Bhubaneswar: Chief Minister Mohan Charan Majhi today reviewed the damage caused to crops due to unseasonal rains in the state from 20-28 December and directed the concerned departmental officers to ensure that not a single affected farmer is deprived of assistance. The Chief Minister also directed to identify the actual affected farmers along with an accurate assessment of crop damage...
୩୦ ତାରିଖ ମଧ୍ୟରେ କ୍ଷୟକ୍ଷତିର ଆକଳନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗତ ୨୦ ତାରିଖରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ଯେପରି ଜଣେ ବି କ୍ଷତିଗ୍ରସ୍ତ ଚାଷୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଧ୍ୟାନ ଦେବାକୁ ସମୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ୩୦ ତାରିଖ ମଧ୍ୟରେ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ ସହ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଚିହ୍ନଟ କରିବା...
ଆଗତ ହେବ ବିଶ୍ୱବିଦ୍ୟାଳୟ ଆଇନ୍
ଭୁବନେଶ୍ୱର : ଓଡିଶାର ରାଜ୍ୟପାଳ ବଦଳିବାପରେ ବିଧାନସଭାର ଆଗାମୀ ବଜେଟ୍ ଅଧିବେଶନ କାଳରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ଆଗତ ହେବାର ସମ୍ଭାବନା ଉଜ୍ୱଳ ହୋଇଛି । ଏଠାରେ ଉଲ୍ଲେଖନୀୟ ଯେ ଉଚ୍ଚଶିକ୍ଷା ବିଭାଗର ୧୭ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଏବେ ଅନ୍ୟୁନ ୧୦ଟି ବିଶ୍ୱବିଦ୍ୟାଳୟରେ ନିୟମିତ କୁଳପତି ନାହାନ୍ତି । କେଉଁଠି ଗୋଟିଏ ବିଶ୍ୱବିଦ୍ୟାଳୟର ଅନ୍ୟ ବିଶ୍ୱବିଦ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ଆଉ କେଉଁଠି କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବାପରେ ତାଙ୍କୁ ଅଧିକ ସମୟ ପାଇଁ ରଖାଯାଇଛି । କେବଳ ସେତିକି ନୁହେଁ, ଉତ୍କଳ, ରେଭେନ୍ସା,...
ବଢିଲା ପନି ପରିବା ଦର
ଭୁବନେଶ୍ୱର : ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଧାନକୁ ନେଇ ଚାଷୀ ଓ ପ୍ରଶାସନ ବ୍ୟସ୍ତ ଥିବାବେଳେ ବ୍ୟାପକ ସଂଖ୍ୟାରେ ପନିପରିବା ନଷ୍ଟ ଯୋଗୁଁ ବଜାରରେ ହୁ ହୁ ହୋଇ ଦର ବଢିବାରେ ଲାଗିଛି । ଧାନ ଚାଷୀଙ୍କ ଭଳି ପରିବାଚାଷୀଙ୍କୁ କ୍ଷତିପୂରଣ ଦେବା ସହିତ ବଜାରରେ ପରିବା ଦରକୁ ନିୟନ୍ତ୍ରଣ କରିବାପାଇଁ ମତପ୍ରକାଶ ପାଉଛି । ଅଦିନିଆ ବର୍ଷାରେ ରାଜ୍ୟରେ ଧାନ ସହିତ ଶୀତଦିନିଆ ପନିପରିବା ବିଶେଷକରି କୋବି, ବିନ୍, ମୂଳା ଆଦି ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଛି । ଶୀତ...
ଗ୍ରାମାଞ୍ଚଳରେ ମୁଣ୍ଡପିଛା ବ୍ୟୟ୧୮୮% ବୃଦ୍ଧି
ନୂଆଦିଲ୍ଲୀ : ଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ ମାସିକ ମୁଣ୍ଡପିଛା ଉପଯୋଗ ବ୍ୟୟ (ଏମପିସିଇ) ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ୨୦୧୧ ତୁଳନାରେ ୨୦୨୩-୨୪ରେ ଭାରତର ଗ୍ରାମାଞ୍ଚଳରେ ୧୮୮% ଏବଂ ୧୬୬% ବୃଦ୍ଧି ପାଇଥିବା ପାରିବାରିକ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ (ଏଚସିଇଏସ୍) ୨୦୨୩-୨୪ରୁ ସୂଚନା ମିଳିଛି। ବର୍ତ୍ତମାନ ଭାରତର ଗ୍ରାମାଞ୍ଚଳରେ ଏମପିସିଇ ହାର ୪,୧୨୨ ଟଙ୍କା ଥିବା ବେଳେ ସହରାଞ୍ଚଳରେ ୬,୯୯୬ ଟଙ୍କା ରହିଛି । ଗତ ଏକ ଦଶନ୍ଧି ଉପଯୋଗ ବ୍ୟୟରେ ସୁଧାରକୁ ନେଇ ସକାରାତ୍ମକ ଧାରା ଦେଖିବାକୁ ମିଳିଥିବା...
ଗଠନ ହେଲା ଲ’ କମିଶନ
ଭୁବନେଶ୍ୱର: ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ରାଜ୍ୟ ଲ କମିଶନ ଗଠନ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଅଧ୍ୟକ୍ଷ ଜଷ୍ଟିସ୍ ରଥ ହେଉଛନ୍ତି ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି। ଲ କମିଶନର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ରହିବେ। ଆଇନ ବିଭାଗର ପ୍ରମୁଖ ସଚିବ ମଧ୍ୟ ଜଣେ କାର୍ଯ୍ୟନିର୍ବାହୀ ସଦସ୍ୟ। ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ମିଶ୍ର ଓ ସୌର ଚନ୍ଦ୍ର ମହାପାତ୍ରଙ୍କୁ ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଆଇନ ବିଭାଗର ଅତିରିକ୍ତ ସଚିବ ହେଉଛନ୍ତି ରାଜ୍ୟ...
Rich Tributes To Dr.Singh
Bhubaneswar: Chief Minister Mohan Charan Majhi on Friday paid floral tributes to former Prime Minister Manmohan Singh. Shri Majhi along with Forest, Environment and Climate Change Minister Ganesh Ram Singkhuntia and senior officials offered floral tributes on a picture of Dr.Singh here at Lok Seva Bhawan. Speaking to media persons here, the Chief Minister said Dr.Singh was a "great son of...
Pact For Startups
New Delhi: Department for Promotion of Industry and Internal Trade (DPIIT) has entered into a strategic alliance with boAt, an Indian company in audio and wearables market. This collaboration aims to foster innovation and provide tailored support to DPIIT recognised Startups including startups in D2C and manufacturing domains. The key features of this mutual partnership includes: curate dedicated program(s)/ initiative(s)...
Cabinet Condols Ex PM Demise
New Delhi: The Union Cabinet chaired by the Prime Minister Shri Narendra Modi passed a Condolence Resolution in the memory of Dr. Manmohan Singh, Former Prime Minister. The Cabinet paid homage to Dr. Manmohan Singh by observing a two-minute silence. State mourning is declared for seven days till 01.01.2025. During this mourning period, the National Flag will be flown half-mast throughout...
Law Commission Constituted
Bhubaneswar: Odisha Government has notified the constitution of Odisha State Law Commission headed by Justice Biswanath Rath as Chairperson. Chairperson Justice Rath is the former Judge of Orissa High Court. The Law Commission will have Advocate General Pitambar Acharya as its Ex-Officio Member. Principal Secretary Law is also an Ex-Officio Member. Senior Advocate of Orissa High Court, Senior Advocate, Surjya Prakash Mishra and...








