Suraj On Dana Care
Bhadrak: In preparation for the potential impact of Cyclone "Dana" in Odisha, the state government, has made all necessary arrangements to safeguard public safety. Minister Suryabanshi Suraj visited Bhadrak on 23 October to review the cyclone preparedness measures through administrative meetings, followed by a review at the Dhamra Port area. Minister Shri Suraj stayed overnight in Dhamra and held discussions...
ଅମୃତ ଷ୍ଟେସନ ଯୋଜନାରେ ପାରଳାଖେମୁଣ୍ଡି
ପାରଳାଖେମୁଣ୍ଡି : ରେଳ ମନ୍ତ୍ରଣାଳୟ ଦ୍ୱାରା ଘୋଷିତ ୫୭ ଟି ଅମୃତ ଷ୍ଟେସନ ମଧ୍ୟରୁ ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ପ୍ରାୟ ୧୨ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ପୁନର୍ବିକାଶ କରାଯାଉଅଛି । ଏହି ପଦକ୍ଷେପଟି ଓଡିଶାର ଐତିହାସିକ ସମୃଦ୍ଧ ଅଞ୍ଚଳରେ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି । ପାରଳାଖେମୁଣ୍ଡି ଷ୍ଟେସନ ଆନ୍ଧ୍ରପ୍ରଦେଶ ସୀମା ନିକଟରେ ମହେନ୍ଦ୍ର ତନୟା ନଦୀ କୂଳରେ ଅବସ୍ଥିତ ଯାହାକୁ ପଡୋଶୀ ସହର ପାଠପଟଣମ ଠାରୁ ପୃଥକ କରିଛି । ଏହି ସହର ରାଜ୍ୟ...
Vedanta On Immunization Drive
Bhubaneswar: Remaining committed to its initiatives that positively impact the lives of the community as well as create long-term health benefits for children and their families, Vedanta Aluminium, India’s largest aluminium producer, launched an extended drive in partnership with the Ministry of AYUSH to boost the ‘Swarna Prasan’ immunization initiative in Odisha’s Kalahandi district. While this drive extended across 10...
ମହାକାଶ କ୍ଷେତ୍ର ପାଇଁ ୧୦୦୦ କୋଟି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଇନ୍-ସ୍ପେସ୍ ଅଧୀନରେ ମହାକାଶ କ୍ଷେତ୍ର ପାଇଁ ୧ ହଜାର କୋଟି ଟଙ୍କାର ଭେଞ୍ଚର୍ କ୍ୟାପିଟାଲ ପାଣ୍ଠି ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଛି। ପ୍ରସ୍ତାବିତ ୧ହଜାର କୋଟି ଟଙ୍କାର ଭେଞ୍ଚର୍ କ୍ୟାପିଟାଲ ପାଣ୍ଠି କାର୍ଯ୍ୟକାରୀ ହେବା ତାରିଖ ଠାରୁ ପାଞ୍ଚ ବର୍ଷ ମଧ୍ୟରେ ଏହାକୁ ବିନିଯୋଗ କରିବା ଲାଗି ଯୋଜନା କରାଯାଇଛି। ନିବେଶ ସୁଯୋଗ ଏବଂ ପାଣ୍ଠି ଆବଶ୍ୟକତାକୁ ଆଧାର କରି ପ୍ରତି ବର୍ଷ ହାରାହାରୀ ୧୫୦-୨୫୦ କୋଟି ଟଙ୍କା ବିନିଯୋଗ...
ବେଦାନ୍ତର ସ୍ୱର୍ଣ୍ଣ ପ୍ରାଶନ ଅଭିଯାନ ଜାରି
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଆୟୁଷ ମନ୍ତ୍ରଣାଳୟ ସହଭାଗିଦାରୀରେ ‘ସ୍ୱର୍ଣ୍ଣ ପ୍ରାଶନ' ଟିକାକରଣ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବିସ୍ତୃତ ଅଭିଯାନ ଆରମ୍ଭ କରିଛି । ଏହା କଳାହାଣ୍ଡିର ୧୦ଟି ବିଦ୍ୟାଳୟର ଏବଂ ୩୭୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଛି । ବ୍ରଜବିହାର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ମୁଖ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ଆୟୁଷ ଚିକିତ୍ସାଧିକାରୀ ଡାକ୍ତର ମୀନାକ୍ଷୀ ବେଡବାକ ଓ ଡାକ୍ତର କ୍ଷେତେରା କାଣ୍ଡ ଓ ବ୍ରଜବିହାର ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ...
Dana Starts Impacting Coast
Bhubaneswar: The severe cyclonic storm Dana started impacting the Odisha coast as it moved closure towards the coastline. The coastal and adjoining districts including Bhubaneswar started experiencing rain with little wind while the sea condition has become very rough near Kendrapara and Dhamra in Bhadrak district. The sea started moving towards the coast with high tidal surges and the...
ବାତ୍ୟା ସୂଚନା ଦେଉଛି ରେଡିଓ ସମ୍ପର୍କ
କଟକ : ସମ୍ଭାବ୍ୟ ବାତ୍ୟା “ଦାନା” କୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକରେ ଥିବା ଗୋଷ୍ଠି ବେତାର କେନ୍ଦ୍ର ରେଡିଓ ସମ୍ପର୍କ ୮୯.୬, ମୁରୁଦାବାଦ ପକ୍ଷରୁ ଲଗାତର ଭାବେ ବାତ୍ୟା ସମ୍ବଧୀୟ ସୂଚନା ଓ ସଚେତନତା ମୂଳକ ବାର୍ତ୍ତା ପ୍ରସାର କରୁଛି । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗରୁ ନିୟମିତ ବ୍ଯବଧାନରେ ଖବର ସଂଗ୍ରହ କରାଯାଇ ରେଡିଓରେ ପ୍ରସାରିତ କରାଯାଉଛି । ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡଃ ମନୋରମା ମହାନ୍ତିଙ୍କର ସାକ୍ଷତକାରକୁ ମଧ୍ୟ ଏଥିରେ ପ୍ରସାରିତ କରାଯାଉଛୁ । ଲୋକମାନକୁ ଭୟଭୀତ ନହୋଇ...
ବେପାରୀ ଖେଳୁଛନ୍ତି ଲୁଚକାଳି
ଭୁବନେଶ୍ୱର : ବାତ୍ୟା ବିପଦ ବେଳେ ଉଭୟ ଗ୍ରାହକ ଓ ସରକାରଙ୍କ ସହିତ ଲୁଚକାଳି ଖେଳିଛନ୍ତି ଆଳୁ ବ୍ୟବସାୟୀ । କୃତ୍ରିମ ଅଭାବ ସୃଷ୍ଟିକରି ପ୍ରତି ଘଣ୍ଟାରେ ଦର ବଢାଇ ଚାଲିଛି । ବାତ୍ୟା ପ୍ରବଣ ସ୍ଥାନ ତ ଦୂରରକଥା ଖୋଦ ରାଜଧାନୀରେ ଦୁଇ ଘଣ୍ଟା ମଧ୍ୟରେ ବେପାରୀମାନେ ଆଳୁ କିଲୋ ପ୍ରତି ଦର ୨୦ ଟଙ୍କା ବଢାଇ ଦେଇଛନ୍ତି । ସୋମବାର ଦିନ ରାଜଧାନୀ ବଜାରରେ ଆଳୁ କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିଲା । କାଁ ଭାଁ ବ୍ୟବସାୟୀମାନେ କିଲୋପ୍ରତି ୩୫...
ପାଳନ ହେବ ୧୨୫ତମ ଜୟନ୍ତୀ
ଭୁବନେଶ୍ୱର : ମା’ ରମାଦେବୀ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରସ୍ତୁତିପର୍ବ ଚାଲିଛି । ଏଠାରେ ଉଲ୍ଲେଖନୀୟ ଯେ ୧୮୯୯ ମସିହାର ଡିସେମ୍ବର ୩ତାରିଖରେ ରମାଦେବୀ ଜନ୍ମ ହୋଇଥିବାବେଳେ ସେହିବର୍ଷ ନଭେମ୍ବର ୨୧ତାରିଖରେ ହରେକୃଷ୍ଣ ମହତାବଙ୍କ ଜନ୍ମ । ସ୍ୱାଧୀନତା ଆନ୍ଦୋଳନରେ ଉଭୟଙ୍କର ବେଶ୍ ଯୋଗଦାନ ରହିଥିଲା । ଉଭୟଙ୍କ ପରିବାରର ବହୁ ସଦସ୍ୟ ସ୍ୱାଧୀନତା ଆନ୍ଦୋଳନ କାଳରେ କାରାବରଣ କରିଥିଲେ । ଏହି ଦୁଇ ଯୋଗଜନ୍ମା ପ୍ରାକ୍ ସ୍ୱାଧୀନତା କାଳରେ ରାଜ୍ୟ...
ଏସଆରସି କଣ୍ଟ୍ରୋଲରୁମରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମ ନିକଟରେ ନିଜର ବିବୃତି ରଖି, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୌଣସି ପରିସ୍ଥିତିରେ ଭୟଭୀତ ବା ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିପଦ ଟଳିବା ପର୍ଯ୍ୟନ୍ତ...









