ଏସସିବିରେ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍
ଭୁବନେଶ୍ଵର : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲରେ ପ୍ରତିଷ୍ଠା ହେବ ଏକ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍। ଏହାଦ୍ବାରା ବିଭିନ୍ନ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ମିଳି ପାରିବ ତୁରନ୍ତ ଉନ୍ନତ ଚିକିତ୍ସା। ଆଜି ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ଟ୍ରମା ସେଣ୍ଟର୍ ଟି କେନ୍ଦ୍ର ସରକାରଙ୍କ 'ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା' ରେ କାର୍ଯ୍ୟକାରୀ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ବିନିଯୋଗ କରିବା...
ଶିକ୍ଷାନୁଷ୍ଠାନ ପରିସରରେ ନିଶାଡିଙ୍କ ଆଡ୍ଡା
ଭୁବନେଶ୍ୱର : ନିଶାଡିଙ୍କ ବିରୁଦ୍ଧରେ କମିଶନରେଟ ପୁଲିସ୍ ଅଭିଯାନ ଆରମ୍ଭ କରିଥିବାବେଳେ ରାଜଧାନୀରେ ଶିକ୍ଷାନୁଷ୍ଠାନ ପରିସର ଏବେ ନିଶା ସେବନର ପେଣ୍ଠସ୍ଥଳ ପାଲଟିଛି । ସଞ୍ଚ ନଇଁଲେ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି କଲେଜ ପରିସରକୁ ନିଶାଡିମାନେ ଛୁଟୁଛନ୍ତି ଓ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସେଠାରେ ନିଶା ସେବନ କରୁଛନ୍ତି । ସହରର ଅଧିକାଂଶ ବିଦ୍ୟାଳୟରେ ରାତ୍ର ଜଗୁଆଳି ବ୍ୟବସ୍ଥା ନାହିଁ । ତେଣୁ ବିଦ୍ୟାଳୟ ଛୁଟି ପରେ ସେଠାକୁ କିଏ ଯା ଆସ କରୁଛି ତାହାର ହିସାବ କାହାରି ପାଖରେ ନାହିଁ...
ଅଦାଲତଙ୍କ ନିର୍ଦ୍ଦେଶ ପାଳନରେ ମନ୍ଥରତା
ଭୁବନେଶ୍ୱର : ଅଦାଲତ ଅବମାନନା ମାମଲାର ଚାପ ହ୍ରାସ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ତଦନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ସତ୍ତ୍ୱେ ଅଧିକାଂଶ ସ୍ଥଳରେ କ୍ଷେତ୍ର ଦପ୍ତରଗୁଡ଼ିକର ନକାରାତ୍ମକ ମନୋଭାବ ଯୋଗୁ ଏ କ୍ଷେତ୍ରରେ ସ୍ଥିତି ସୁଧୁରି ପାରୁନାହିଁ । ଏବେ ଓଡ଼ିଶାରେ ପ୍ରାୟ ୧୧ ହଜାର ଅଦାଲତ ଅବମାନନା ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ଅଧିକାଂଶରେ ସରକାରୀ ଅଫିସରମାନେ ବ୍ୟକ୍ତିଗତ ଭାବେ ଅଦାଲତ ଅବମାନନାକାରୀ ପ୍ରତିପକ୍ଷ ରହିଛନ୍ତି । ଆଇନ୍...
SUMUM Bags ET Icon Honor
Bhubaneswar: SUM Ultimate Medicare (SUMUM), the one-stop, next-generation multi-super specialty quaternary care hospital here, has been honoured as the best corporate hospital in eastern India at the first edition of the ET Now Industry Icons-2025 East Chapter awards held at Kolkata on Friday. The award was received by Dr. Swetapadma Dash, Chief Executive Officer of SUMUM, promoted by Siksha ‘O’...
10,599 CR For Odisha Rail
New Delhi: The Centre has allocated funds to the tune of Rs 10,599 crore to the State in the Railway Budget for the financial year 2025-26, announced Railways Minister Ashwini Vaishnaw here on 3 February. Stating record budgetary allocation has been made for Odisha for the upcoming financial year, Shri Vaishnaw said Rs 10,599 crore has been allocated for railway...
No Takers For Malkangiri Fly
Bhubaneswar: Even after the passing of one year to the inauguration of Malkangiri airstrip, no airline is ready to start flight operation from the airstrip. The then Chief Minister Naveen Patnaik had inaugurated the airstrip in the tribal hinterland in January 2024 and flagged off the airline service. However, the flight service has never been regularized since then. The airstrip...
ଦୟା ଓ୍ୱେଷ୍ଟ କେନାଲ ମଶାଙ୍କ ଘର
ଭୁବନେଶ୍ୱର : ଦୟା ଓ୍ୱେଷ୍ଟ କେନାଲ ମଶା ବଂଶ ବୃଦ୍ଧି କରିବାର ପ୍ରମୁଖ ସ୍ଥଳ ଭାବେ ଚିହ୍ନଟ କରାଯାଇଛି । ତେଣୁ ପ୍ରତି ସପ୍ତାହରେ ଦୟା ଓ୍ୱେଷ୍ଟ କେନାଲରେ ମଶା ତୈଳ ସିଚନ କରାଯାଉଛି । ପଳାଶୁଣିଠାରେ ଦୟା ଓ୍ୱେଷ୍ଟ କେନାଲର ୧୦୦ ମିଟର ପରୀକ୍ଷା ମୂଳକ ଭାବେ ସଫା କରିବା ପାଇଁ ବିଏମ୍ ସି ପକ୍ଷରୁ ପଦକ୍ଷେପ ନିଆଯାଉଛି । ସରକାର ଯୋଗାଇ ଦେଉଥିବା କେମିକାଲ ସହ ମଶାମାନେ ଅଭ୍ୟସ୍ତ ହୋଇଯାଇଥିବାରୁ, ସେହି କେମିକାଲ ବା ତୈଳ ପରିବର୍ତ୍ତନ କରାଯାଇ ଏବେ...
ସମ୍ ହସ୍ପିଟାଲ୍ ସମ୍ବର୍ଦ୍ଧିତ
ଭୁବନେଶ୍ୱର : ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ -୨୦୨୫ ଇଷ୍ଟ ଚାପ୍ଟରର ପ୍ରଥମ ସଂସ୍କରଣର ସମ୍ମାନ ପ୍ରଦାନ ଉତ୍ସବରେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ପୂର୍ବ ଭାରତର ଶ୍ରେଷ୍ଠ କର୍ପୋରେଟ ହସ୍ପିଟାଲ୍ ଭାବେ ସମ୍ମାନିତ କରାଯାଇଛି । କୋଲକାତା ଠାରେ ଗତ ଶୁକ୍ରବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଟାଇମ୍ସ ନେଟୱାର୍କ ଡିଜିଟାଲ୍ର ପ୍ରେସିଡେଂଟ ଓ ସିଓଓ ଶ୍ରୀ ରୋହିତ ଚଢ଼ା ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସେହିପରି ଏହି ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ...
Metals Witness Strong Growth
New Delhi: Production of some key minerals in the country has continued to witness strong growth during FY 2024-25 (April-December), after reaching record production levels in FY 2023-24. Iron ore accounts for 69% of the total MCDR mineral production by value. Production of iron ore was 274 million metric tonne (MMT) in FY 2023-24. As per provisional data, production of...
Routrai’s Undercover Operation
Bhadrak: Senior Mandarin and District Magistrate of Bhadrak, Dilip Routrai conducted an undercover inspection of a Mandi and found irregularities in procurement of paddy from the farmers. He immediately issued a show cause notice to the Mandi Officer from the spot. Dr.Routrai dressed in casual attire consisting of short trousers, a t-shirt, a towel draped over his shoulders and a...










