ଖାଦ୍ୟ ବଣ୍ଟନ ସୁନାମରେ ଏବେ କଳଙ୍କ

0

ଭୁବନେଶ୍ୱର : ବିଜୁ ଜନତା ଦଳ ତରଫରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଥିବା ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶ୍ରୀ ନାୟକ କହିଛନ୍ତି ଯେ ଘଟଣା ଗୁଡିକ ଯାହା ଘଟୁଛି ତାହା ରାଜ୍ୟବାସୀ ଜାଣୁଛନ୍ତି । କିନ୍ତୁ ତାକୁ ନେଇ ଶସ୍ତା ଓ ଅରୁଚିକର ମନ୍ତବ୍ୟ ବିଭାଗୀୟ ମନ୍ତ୍ରୀ ଦେଉଛନ୍ତି, ତାହା ଆହୁରି ଦୁର୍ଭାଗ୍ୟଜନକ । ରାଜ୍ୟ ଯୋଗାଣମନ୍ତ୍ରୀ ଜାଣି ରଖିବା ଉଚିତ ଯେ,...

ଏଫ୍‍ପିଓ ବଜାର ସହାୟତା ଉପରେ କର୍ମଶାଳା

0

ଭୁବନେଶ୍ୱର : ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ ର କୃଷକ ଉତ୍ପାଦକ ସଂଗଠନ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ "ଏଫପିଓ ପାଇଁ ମାର୍କେଟିଂ ସହାୟତା" ଉପରେ ଏକ ରାଜ୍ୟ ସ୍ତରୀୟ କର୍ମଶାଳା ଆୟୋଜନ ହୋଇଯାଇଛି  । ଏହି ସମାବେଶରେ ସରକାରୀ କର୍ମଚାରୀ, ଶିଳ୍ପ ବିଶେଷଜ୍ଞ ଏବଂ ଅନେକ ଏଫ୍‍ପିଓ ପ୍ରତିନିଧୀଙ୍କ ସମେତ ପ୍ରମୁଖ ହିତାଧିକାରୀମାନେ ଏକତ୍ରିତ ହୋଇ ଏଫପିଓ ର ବଜାର ପ୍ରବେଶ, ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ କାର୍ଯ୍ୟକ୍ଷମ ସ୍ଥିରତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଅଭିନବ ରଣନୀତି ଏବଂ ସହଯୋଗ ବିଷୟରେ...

୫୫ ହସ୍ତଶିଳ୍ପକୁ ମିଳିଲା ଅନୁମୋଦନ

0

ଭୁବନେଶ୍ଵର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ ମିଳିଛି । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ ଏହାକୁ ଅନୁମୋଦନ କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଏହି ୫୫ ଗୋଟି ହସ୍ତଶିଳ୍ପର ଅନୁମୋଦନ ପାଇଁ ସୁପାରିଶ କରିଥିବା ବେଳେ ହସ୍ତଶିଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତି ଛୋଟରାୟ ଏହାର ପ୍ରସ୍ତାବ ରଖିଥିଲେ । ସୂଚନାଯୋଗ୍ୟ, ପୂର୍ବରୁ ୫୧ ଗୋଟି ହସ୍ତଶିଳ୍ପକୁ...

State Nods 55 Handicraft Items

0

Bhubaneswar: On recommendation of Dr.Arabinda Kumar Padhee, Principal Secretary Handloom, Textiles and Handicrafts at least 55 handicrafts were granted approval by Government of Odisha in the Department of Handlooms, Textiles & Handicrafts Department This was approved by Minister of Cooperation, Handlooms, Textiles & Handicrafts Pradip Bal Samanta. Earlier 51 handicrafts were approved under Handicrafts Sector. Now, this has been revised...

Auckland Envoy Meets DCM

Bhubaneswar: Senior Indian Foreign Service Officer, Madan Mohan Sethi, Designated Consulate General, Auckland, New Zealand, calls on to the Deputy Chief Minister, Minister of Agriculture & Farmers Empowerment and Energy Kanak Vardhan Singh Deo here on 8 November. " I feel very happy to see our Odia people holding such high portfolios across the world, Shri Singh Deo said". Later,...

SAIL On Forward Move

0

New Delhi: Steel Authority of India Limited (SAIL) has declared its financial results for the quarter and half year ending 30 September, 2024.TThe company’s performance in the second quarter of the current financial year has shown improvement compared to the previous quarter. Revenue from operations, EBITDA, and sales volume all increased in Q2 FY’25 over Q1 FY’25. However, lower performance...

Gang Rape; Six Held

0

Cuttack: Acting swiftly in a ‘gang rape’ of college student, the Twin City Police have arrested six persons, including a minor, within three days of registration of the case. According to police, a 19-year-old college student was gang raped for several days, videographed the act and black mailed her. The woman lodged a complaint with the Badambadi Police Station in Cuttack...

Timeline For NSO Data

0

New Delhi: The National Statistical Office (NSO), Ministry of Statistics & Programme Implementation (MoSPI) releases Annual and Quarterly estimates of Gross Domestic Product (GDP) in accordance to the pre-specified releases/publication schedule laid down in Advance Release Calendar of various macro-economic indicators (https://www.mospi.gov.in/sites/default/files//main_menu/Advance_Release_Calendar_16082024.pdf). As per the current practice, the press releases of GDP are scheduled at 5:30 PM on the...

୪୦ଲକ୍ଷ ଟପିଯିବ ମାମଲା ସଂଖ୍ୟା

0

ଭୁବନେଶ୍ୱର : ସରକାରୀ କଳର ଦୁର୍ବଳତା, ନକରାତ୍ମକ ମନୋଭାବ ଏବଂ ସର୍ବୋପରି ସାଧାରଣ ଲୋକଙ୍କ ଅଭିଯୋଗ ଫଏସଲାରେ ଅହେତୁକ ବିଳମ୍ବ ଯୋଗଁ ବର୍ଷ ବର୍ଷ ଧରି ଓଡିଶାରେ ମାମଲା ସଂଖ୍ୟା ବଢିଚାଲିଛି । ଏବେ ବିଭିନ୍ନ ଆଇନ୍‍ ଅଦାଲତରେ ଓଡିଶାର ମାମଲା ସଂଖ୍ୟା ୨୦ଲକ୍ଷକୁ ଟପି ସାରିଲାଣି । ଏହି ଧାରା ଅବ୍ୟାହତ ରହିଲେ ୨୦୩୬ ବେଳକୁ ଓଡିଶା ଉପରେ ମାମଲା ବୋଝ ସଂଖ୍ୟା ପାଖାପାଖି ୪୦ଲକ୍ଷରେ ପହଞ୍ଚିଯିବ ବୋଲି ଆଇନ୍‍ ବିଶାରଦମାନେ ଆଶଙ୍କା କରୁଛନ୍ତି । ଅଭିଜ୍ଞ ଆଇନ୍‍ଜୀବୀମାନେ କହୁଛନ୍ତି ଯେ ଅଧିକ...

ଇଭି କିଣୁ ନାହାନ୍ତି ସରକାରୀ ବିଭାଗ

0

ଭୁବନେଶ୍ୱର : ରାଜ୍ୟ ସରକାର ଲୋକମାନଙ୍କୁ ବୈଦ୍ୟୁତିକ ଯାନ (ଇଭି) ଖରିଦ କରି ପରିବେଶ ସୁରକ୍ଷାପାଇଁ ପ୍ରବର୍ତ୍ତାଉଥିବାବେଳେ ସରକାରୀ ବିଭାଗଗୁଡିକ କିନ୍ତୁ ଏହି ପରିବେଶ ଅନୁକୂଳ ଯାନ କିଣୁ ନାହାନ୍ତି । ଏଥିପାଇଁ ଅର୍ଥ ବିଭାଗ ସବୁଜ ସଙ୍କେତ ଦେଉନଥିବାବେଳେ ନୂଆ ସରକାର ବି ହାତବାନ୍ଧି ବସିଛନ୍ତି । ଇଭି ଯାନଗୁଡିକ ପରିବେଶ ଅନୁକୂଳ ହେଉଥିବାରୁ ସାଧାରଣ ଲୋକେ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ଏହି ଯାନ କିଣିବେ ସେଥିପାଇଁ ରାଜ୍ୟ ସରକାର ରିହାତି ପ୍ରଦାନ କରୁଛନ୍ତି । ଏଥିପାଇଁ ଦୁଇ ଚକିଆଯାନ ପାଇଁ...