Empowering Dreams To Soar

0

Bhubaneswar: The Girls in Aviation Day 2024 event at Rama Devi Women’s University in Bhubaneswar was a resounding success, promoting opportunities for young women to explore careers in aviation. Organized by the Commerce and Transport Department of Odisha, in collaboration with Women in Aviation India (WAI), the event, themed “Empowering Dreams to Soar,” underscored the importance of skill development,...

ବନ୍ଦ ହେବ ନାହିଁ ମଧ୍ୟାହ୍ନ ଭୋଜନ

0

ଭୁବନେଶ୍ୱର  : କୌଣସି ପରିସ୍ଥିତିରେ ମଧ୍ୟାହ୍ନ ଭୋଜନ ବନ୍ଦ ନ କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର  କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତ । ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରତିଟି ଶିଶୁର ଅଧିକାର । ମଧ୍ୟାହ୍ନ ଭୋଜନ ଆମ ସମସ୍ତଙ୍କର ପ୍ରାଥମିକ ଦାୟିତ୍ଵ । ଏହା କିଭଳି ନିରାପଦ, ସ୍ଵଚ୍ଛ, ସୁରକ୍ଷିତ ହେବା ସହ ବିନା କୌଣସି ସମସ୍ୟାରେ ପ୍ରତିଦିନ ଛାତ୍ରଛାତ୍ରୀମାନଙ୍କୁ ମିଳିବ ସେ ନେଇ ସମସ୍ତଙ୍କୁ ସମ୍ବେଦନଶୀଳ ହେବାକୁ ପଡ଼ିବ ବୋଲି ସେ...

ଚଳଚ୍ଚିତ୍ର ମହୋତ୍ସବ ପାଇଁ ଦସ୍ତଖତ ଅଭିଯାନ

0

ଭୁବନେଶ୍ୱର :   ଚଳିତ ମାସ ୨୦ରୁ ୨୮ ତାରିଖ ମଧ୍ୟରେ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି ୫୫ ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ । ଏହି ଉତ୍ସବର ଅଧିକ ପ୍ରଚାର ପ୍ରସାର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର କେନ୍ଦ୍ରୀୟ ସଂଚାର ବ୍ୟୁରୋ, ପତ୍ର ସୂଚନା ବ୍ୟୁରୋ ଓ ସମାଜ ବିଜ୍ଞାନ ବିଭାଗର ମିଳିତ ଉଦ୍ୟମରେ ଏହି ଅଭିଯାନ ଆୟୋଜନ କରାଯାଇଛି । ସାମାଜ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡ. ରବୀନ୍ଦ୍ର ଗରଡା  କାର୍ଯ୍ୟକ୍ରମରେ...

ବିମାନ ଚାଳନା କ୍ଷେତ୍ରରେ ମହିଳାଙ୍କୁ ଉତ୍ସାହିତ କରାଯିବ

0

ଭୁବନେଶ୍ୱର : ବିମାନ ଚାଳନା କ୍ଷେତ୍ରରେ ମହିଳାମାନଙ୍କୁ ଅଧିକ ପ୍ରୋତ୍ସାହିତ କରାଯିବ । ବିମାନ ଚାଳନା କ୍ଷେତ୍ରରେ ୫୦ ପ୍ରତିଶତ ମହିଳାଙ୍କୁ ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ବୋଲି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିମାନ ଚାଳନା କ୍ଷେତ୍ରରେ ମହିଳାଙ୍କ ପ୍ରବେଶ ନେଇ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନା ଉପରୋକ୍ତ ମର୍ମରେ ରାଜ୍ୟରେ ବହୁସଂଖ୍ୟାରେ ମହିଳା ବୈମାନିକ ସୃଷ୍ଟି...

ବେସରକାରୀ ସଂସ୍ଥାଙ୍କ ପାଇଁ ଚୟନ ପରୀକ୍ଷା ବିଭ୍ରାଟ

ଭୁବନେଶ୍ୱର : ବିଭିନ୍ନ ପାହ୍ୟାର ସରକାରୀ କର୍ମଚାରୀ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କର ଅନେକ ଚୟନକାରୀ ସଂସ୍ଥା ଥିବାବେଳେ ଏବେ କିଛିବର୍ଷ ଧରି ପ୍ରାର୍ଥୀ ଚୟନ କ୍ଷେତ୍ରରେ ବେସରକାରୀ ସଂସ୍ଥାଙ୍କୁ ଦାୟିତ୍ୱ ଦିଆଯାଉଛି । ଏଥିଯୋଗୁଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ବ୍ୟାପକ ବିଭ୍ରାଟ ଓ ଅନିୟମିତତା ଉପୁଜୁଥିବା ଘେନି ବାରମ୍ବାର ଗୁରୁତର ଅଭିଯୋଗମାନ ଆସୁଛି । କେବଳ ସେତିକି ନୁହେଁ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ କ୍ୟାଡରଗୁଡିକରେ ନିଯୁକ୍ତି ପାଇଁରାଜ୍ୟ ସ୍ତରରେ ପ୍ରାର୍ଥୀ ଚୟନ କରାଯିବା ଫଳରେ ଆଦିବାସୀ ଅଧ୍ୟୁଷିତ ଅନେକ ପଛୁଆ ଜିଲ୍ଲାର ପ୍ରାର୍ଥୀମାନେ...

ବୁଡି ଯିବ ଜମି ସାର୍ଟିଫିକେଟ ଟଙ୍କା

0

ଭୁବନେଶ୍ୱର : ସହରାଞ୍ଚଳରେ ବହୁ ଆଡମ୍ବରରେ ବଣ୍ଟନ ହୋଇଥିବା ଜମି ସାର୍ଟିଫିକେଟ ଏବେ କାମରେ ଆସୁନାହିଁ । ପ୍ରମାଣପତ୍ର ପାଇଥିବା ଲୋକଙ୍କୁ ଜମି ମିଳୁନଥିବାବେଳେ ସେମାନେ ପଇଠ କରିଥିବା ଟଙ୍କା ବୁଡିଯିବା ଆଶଙ୍କାରେ ଚିନ୍ତାରେ ଅଛନ୍ତି । ରାଜ୍ୟର ସହରାଞ୍ଚଳର ବସ୍ତିଗୁଡିକରେ ବସବାସ କରୁଥିବା ଲୋକଙ୍କୁ ଜମିର ମାଲିକାନା ଦେବାପାଇଁ ଏହି ସାର୍ଟିଫିକେଟ ବଣ୍ଟନ ହୋଇଥିଲା । ପ୍ରଥମେ ଏଥିପାଇଁ ଘରୋଇ ସଂସ୍ଥା ସହାୟତାରେ ସର୍ଭେ କରାଯାଇଥିଲା । ପରେ ଜମି ପଟ୍ଟା ଦିଆଯାଇଥିଲା । ହେଲେ ଏଥିରେ ବିବାଦ ଦେଖା ଦେବାରୁ ପଟ୍ଟା...

OSDMA Pacts With NIMHANS

0

Bhubaneswar: Odisha State Disaster Management Authority (OSDMA) in collaboration with the National Institute of Mental Health and Neuro Sciences (NIMHANS), Bengaluru organized the second batch of the Training of Trainers (ToT) Programme to provide psychological care for disaster-hit communities of the State. The training programme on “Enhancing Psychosocial Care for Communities in Disaster Prone Areas of Odisha” was organized from...

ଖାଦ୍ୟ ବଣ୍ଟନ ସୁନାମରେ ଏବେ କଳଙ୍କ

0

ଭୁବନେଶ୍ୱର : ବିଜୁ ଜନତା ଦଳ ତରଫରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଥିବା ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶ୍ରୀ ନାୟକ କହିଛନ୍ତି ଯେ ଘଟଣା ଗୁଡିକ ଯାହା ଘଟୁଛି ତାହା ରାଜ୍ୟବାସୀ ଜାଣୁଛନ୍ତି । କିନ୍ତୁ ତାକୁ ନେଇ ଶସ୍ତା ଓ ଅରୁଚିକର ମନ୍ତବ୍ୟ ବିଭାଗୀୟ ମନ୍ତ୍ରୀ ଦେଉଛନ୍ତି, ତାହା ଆହୁରି ଦୁର୍ଭାଗ୍ୟଜନକ । ରାଜ୍ୟ ଯୋଗାଣମନ୍ତ୍ରୀ ଜାଣି ରଖିବା ଉଚିତ ଯେ,...

ଏଫ୍‍ପିଓ ବଜାର ସହାୟତା ଉପରେ କର୍ମଶାଳା

0

ଭୁବନେଶ୍ୱର : ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ ର କୃଷକ ଉତ୍ପାଦକ ସଂଗଠନ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ "ଏଫପିଓ ପାଇଁ ମାର୍କେଟିଂ ସହାୟତା" ଉପରେ ଏକ ରାଜ୍ୟ ସ୍ତରୀୟ କର୍ମଶାଳା ଆୟୋଜନ ହୋଇଯାଇଛି  । ଏହି ସମାବେଶରେ ସରକାରୀ କର୍ମଚାରୀ, ଶିଳ୍ପ ବିଶେଷଜ୍ଞ ଏବଂ ଅନେକ ଏଫ୍‍ପିଓ ପ୍ରତିନିଧୀଙ୍କ ସମେତ ପ୍ରମୁଖ ହିତାଧିକାରୀମାନେ ଏକତ୍ରିତ ହୋଇ ଏଫପିଓ ର ବଜାର ପ୍ରବେଶ, ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ କାର୍ଯ୍ୟକ୍ଷମ ସ୍ଥିରତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଅଭିନବ ରଣନୀତି ଏବଂ ସହଯୋଗ ବିଷୟରେ...

୫୫ ହସ୍ତଶିଳ୍ପକୁ ମିଳିଲା ଅନୁମୋଦନ

0

ଭୁବନେଶ୍ଵର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ ମିଳିଛି । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ ଏହାକୁ ଅନୁମୋଦନ କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଏହି ୫୫ ଗୋଟି ହସ୍ତଶିଳ୍ପର ଅନୁମୋଦନ ପାଇଁ ସୁପାରିଶ କରିଥିବା ବେଳେ ହସ୍ତଶିଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତି ଛୋଟରାୟ ଏହାର ପ୍ରସ୍ତାବ ରଖିଥିଲେ । ସୂଚନାଯୋଗ୍ୟ, ପୂର୍ବରୁ ୫୧ ଗୋଟି ହସ୍ତଶିଳ୍ପକୁ...