ଓଡ଼ିଶା ଯାତ୍ରୀରେ ୧ ଲକ୍ଷରୁ ଅଧିକ ଯାତ୍ରା
ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଗତିଶୀଳତା ଆପ୍ "ଓଡ଼ିଶା ଯାତ୍ରୀ" ଶୁଭାରମ୍ଭ ହେବାର ମାତ୍ର ୪୫ ଦିନ ମଧ୍ୟରେ ଏକ ଲକ୍ଷରୁ ଅଧିକ ଯାତ୍ରା ସୁବିଧା ଯୋଗାଇ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ଏହି ସଫଳତା ଭୁବନେଶ୍ୱର ଏବଂ କଟକର ଯାତ୍ରୀମାନଙ୍କ ବର୍ଦ୍ଧିତ ବିଶ୍ୱାସ ଏବଂ ଉତ୍ସାହକୁ ପ୍ରତିଫଳିତ କରୁଛି, ଯେଉଁମାନେ ସୁରକ୍ଷା, ସ୍ୱଚ୍ଛତା ଏବଂ ସୁବିଧା ପାଇଁ ଆପ୍ ର ପ୍ରତିଶ୍ରୃତିକୁ ଗ୍ରହଣ କରିଛନ୍ତି। ଓଡ଼ିଶା ସରକାରଙ୍କ ସହାୟତାରେ, ଓଡ଼ିଶା ଯାତ୍ରୀ ଦୈନନ୍ଦିନ ଯାତ୍ରୀମାନଙ୍କ ପାଇଁ ଏକ ଭରସାଯୋଗ୍ୟ ଭାବରେ...
House Faces Ruckus
Bhubaneswar: The first half of the State Legislative Assembly completely washed away as the Opposition BJD and Congress Members created a ruckus in the House over different issues. As soon as the House assembled at 10.30 AM for Question Hour, Members from both Opposition parties rushed to the 'Well Of The House' raising slogans against the BJP Government. The BJD Members...
TRIFED Pacts With IFCA
New Delhi: In a significant move to transcend from B2C to B2B approach for tribal communities, Tribal Cooperative Marketing Development Federation of India Ltd (TRIFED) has entered into a strategic partnership with Meesho, Indian Federation of Culinary Associations (IFCA) and Mahatma Gandhi Institute of Rural Industrialization (MGIRI) to facilitate tribal businesses. Memoranda of Understanding (MoU) were signed on 18 February...
Odisha Gets 255.24 CR
New Delhi: The High-Level Committee (HLC), under the Chairmanship of the Union Home Minister and Minister of Cooperation Amit Shah, has approved Rs.1554.99 crore of additional Central assistance under the National Disaster Response Fund (NDRF) to five States, affected by flood, flash flood, landslides, cyclonic storm during year 2024. Odisha gets Rs.255.24 Crore. This shows the resolve of the Central...
ନଦୀକୁ ପ୍ରଦୂଷିତ କରୁଛି ସହରାଞ୍ଚଳ ବର୍ଜ୍ୟ
ଭୁବନେଶ୍ୱର : ନଦୀଜଳ ପ୍ରଦୂଷଣ ମୁଖ୍ୟ କାରଣ ହେଉଛି ସହରାଞ୍ଚଳର ବର୍ଜ୍ୟ । ଏଥିଯୋଗୁଁ ୧୧ଟି ପ୍ରମୁଖ ନଦୀର ଜଳ ଏବେ ସିଧାସଳଖ ପାନୀୟ ଉପଯୋଗୀ ନୁହେଁ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ନଦୀଜଳ ପ୍ରଦୂଷଣ ଉପରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୧୧ଟି ନଦୀ ସମୂହ ଯଥା ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ନାଗାବଳୀ,...
ନୀତି ଆୟୋଗ ରିପୋର୍ଟରେ ଓଡିଶା ପ୍ରଥମ
ଭୁବନେଶ୍ୱର : ଓଡିଶାର ଆର୍ଥିକ ସ୍ୱାସ୍ଥ୍ୟ ଅବସ୍ଥା ସାରା ଦେଶରେ ବହୁତ ଭଲ ଅଛି । ଭାରତ ସରକାରଙ୍କ ନୀତି ଆୟୋଗର ଫିସ୍କାଲ୍ ହେଲ୍ଥ ଇଣ୍ଡେକ୍ସ (ଏଫ୍ଏଚ୍ଆଇ) ରେ ଓଡିଶା ଶୀର୍ଷ ସ୍ଥାନରେ ରହିଥିବାବେଳେ ପଞ୍ଜାବ ଶେଷରେ ରହିଛି । ଓଡିଶା ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ଏଫ୍ଏଚ୍ଆଇ-୨୦୨୫ର ସ୍କୋର ଦିଆଯାଇଛି । ୨୦୨୨-୨୩ ବର୍ଷର ବିତ୍ତୀୟ ପରିଚାଳନା ବିଶେଷକରି ଆୟ, ବ୍ୟୟ, ଋଣ ପରିଚାଳନା, ରାଜସ୍ୱ ସଂଗ୍ରହ ଆଦି ଆଧାରରେ ଏହି ସ୍କୋର ପ୍ରସ୍ତୁତ ହୋଇଛି । ଏ କ୍ଷେତ୍ରରେ ଓଡିଶା ୬୭.୮...
ସଂକଳ୍ପ ପଦଯାତ୍ରାକୁ ବିପୁଳ ଜନସମର୍ଥନ
ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶଙ୍ଖ, ହୁଳହୁଳି, ଓଡ଼ିଶୀ ନୃତ୍ୟ ଏବଂ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ...
୫ଟି ସରକାରୀ ଉଦ୍ୟୋଗ କ୍ଷତିରେ
ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ୩୨ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ୫ଟି କ୍ଷତିରେ ଚାଲିଛି । ଗୋଟିଏ ଉଦ୍ୟୋଗ ବିନା ଲାଭ ଓ ବିନା କ୍ଷତିରେ ଚାଲିଥିବାବେଳେ ଆଉ ଗୋଟିଏ ଉଦ୍ୟୋଗ ପାଇଁ ଲାଭ ଓ କ୍ଷତି ପ୍ରଯୁଜ୍ୟ ନୁହେଁ ବୋଲି ଦର୍ଶାଯାଇଛି । ସରକାରୀ ଉଦ୍ୟୋଗ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଚନ୍ତି ସରକାରୀ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶାରେ ବର୍ତ୍ତମାନ ୩୨ଟି...
୮୩୦୦ ଗ୍ରାମକୁ ନାହିଁ ପ୍ରଧାନମନ୍ତ୍ରୀ ଗ୍ରାମସଡକ
ଭୁବନେଶ୍ୱର : ରାଜ୍ୟର ୮୩୦୦ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସଡକ ସଂଯୋଗ ହୋଇପାରି ନାହିଁ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ଗ୍ରାମାଞ୍ଚଳରେ ସଡକ ସଂଯୋଗ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶୀ ନାୟକ କହିଛନ୍ତି ଯେ ୨୦୧୧ ଜନଗଣନାକୁ ଭିତ୍ତିକୁ ୨୦୧୭-୧୮ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯେଜାନା ପାଇଁ ପ୍ରସ୍ତୁତ ହୋଇଥିବା ଜିଲ୍ଲା ଗ୍ରାମ ସଡକ...
ମହିଳା ସୁରକ୍ଷା ପାଇଁ ମାରାଥନ୍ ଯାଞ୍ଚ
କଟକ : କୌଣସି ଯାତ୍ରୀଙ୍କ ମଧ୍ୟରେ ବସ୍ କର୍ମଚାରୀ କରି ପାରିବେ ନାହିଁ ପାତରଅନ୍ତର । ମହିଳାଙ୍କ ପ୍ରତି ଅସମ୍ମାନକୁ କରାଯିବ ନାହିଁ ବରଦାସ୍ତ । ପ୍ରଥମ ଯାତ୍ରୀ ଭାବରେ ମହିଳାଙ୍କୁ ବାରଣ ଭଳି କୁସଂସ୍କାର, ଅନ୍ଧବିଶ୍ୱାସ ବିରୋଧରେ ଦୃଢ଼ ପଦକ୍ଷେପ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଧାରରେ ଆଜି କଟକ ନେତାଜୀ ବସ୍ ଟର୍ମିନାଲରେ ମାରାଥନ୍ ଯାଞ୍ଚ କରାଯାଇଛି। ଆଗକୁ ରାଜ୍ୟର ସମସ୍ତ ବସଷ୍ଟାଣ୍ଡରେ ଯାଞ୍ଚ ଓ...










