SOA NSS In Adventure Camp
Bhubaneswar : Four National Service Scheme (NSS) volunteers of Siksha ‘O’ Anusandhan Deemed to be University (SOA) participated in a state-level adventure camp at Mahendragiri in south Odisha which was held from January 11 to 16. The program was organised by the NSS Bureau of Berhampur University with 105 volunteers from 13 Odisha universities taking part in it. The students...
ଧାନ ବିକିବାକୁ ସାଢ଼େ ୧୭ ଲକ୍ଷ ପଞ୍ଜିକୃତ
ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନକିଣା ଜାରି ରହିଛି । ବର୍ତ୍ତମାନ ୩୦ଟି ଜିଲ୍ଲାରେ ୧୭ ଲକ୍ଷ ୪୯ ହଜାର ୯୮୭ ଜଣ ଚାଷୀ ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ପଞ୍ଜିକରଣ କରିଛନ୍ତି । ଚଳିତ ଖରିଫ ଋତୁରେ ଧାନକିଣା ପ୍ରକ୍ରିୟା ଗତ ନଭେମ୍ବର ୨୦ ତାରିଖରୁ ବରଗଡ଼ରୁ ଆରମ୍ଭ ହୋଇଛି । ଏହା ଆସନ୍ତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ । ରାଜ୍ୟରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ଏକ ଲକ୍ଷ ୫୫ ହଜାର ୬୧୭ ଜଣ ଚାଷୀ...
ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପାଠ୍ୟ ଖସଡ଼ା
ଭୁବନେଶ୍ୱର : ଓଡ଼ିଶା ସରକାର ରାଜ୍ୟରେ ଜାତୀୟ ଶିକ୍ଷା ନୀତି -୨୦୨୦କୁ ସଫଳ ଭାବେ କ୍ରିୟାନ୍ୱୟନ କରିବା ଦିଗରେ ଆଜି ଯେଉଁ କର୍ମଶାଳାର ଆୟୋଜନ କରିଛନ୍ତି, ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ରାଜ୍ୟରେ ପାଠ୍ୟ ଖସଡ଼ା ପ୍ରସ୍ତୁତ ହେବା ଦରକାର ବୋଲି ମଙ୍ଗଳବାର ଓଡ଼ିଶା ସରକାରଙ୍କ ଜାତୀୟ ଶିକ୍ଷା ନୀତି ପ୍ରଣୟନ ସମ୍ପର୍କିତ ତିନିଦିନିଆ ରାଷ୍ଟ୍ରୀୟ କର୍ମଶାଳାର ଉଦଘାଟନୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ...
TRAI Talk On Spectrum
New Delhi: Chairman, TRAI Anil Kumar Lahoti, inaugurated the South Asian Telecommunication Regulators’ Council (SATRC) Workshop on Spectrum. Masanori Kondo, Secretary General of Asia Pacific Telecommunity (APT) and others graced the occasion. This three day workshop will be attended by delegates representing SATRC member countries, Working Group Members, Industry experts, delegates representing many government departments etc. The workshop is organized...
Odisha Moots New Data Policy
Bhubaneswar: For promoting efficient governance, transparency and accessible service delivery, reliable data is essential. Odisha is digitizing its data infrastructure to create a strong framework for collecting, sharing, storing, and using data. Recognizing the value of data from Government departments, organizations, and institutions, the Electronic and IT Department drafted Odisha State Data Policy (OSDP), which provides comprehensive guidelines for data...
14 Ultras Neutralized
Bhubaneswar: In 2025, till date, 14 Maoists have been been killed in Joint Interstate operations by Odisha Police with Chattisgarh Police and Central Armed Police Force(CAPF) It may be recalled that since the night of January 19, there were intelligence inputs about the presence of a large number of Maoists in the Kularighat reserve forest of Chhattisgarh, just 5 km...
ରାଜଧାନୀ ରାସ୍ତାରେ ପୁଣି ବଞ୍ଜାରା
ଭୁବନେଶ୍ୱର : ରାଜଧାନୀରେ ପୁଣି ବଞ୍ଜାରାମାନେ ବିଭିନ୍ନ ଛକ ସ୍ଥାନରେ ମାଳ ମାଳ ହୋଇ ଭିକ୍ଷାବୃତ୍ତି ଆରମ୍ଭ କରିଛନ୍ତି । ଏଥର ଅବଶ୍ୟ ସେମାନେ ସିଧାସଳଖ ଅର୍ଥ ମାଗିବା ବଦଳରେ ଗାଡି କାଚ ସଫା କରିବା, ଖେଳନା ବିକ୍ରି କରିବା ବାହାନାରେ ହାତ ପାତୁଥିବା ଲକ୍ଷ୍ୟ କରାଯାଇଛି । ସହରରୁ ଭିକାରୀ ହଟାଇବା ଯୋଜନା କାର୍ଯ୍ୟକାରୀ ପରେ ରାଜଧାନୀରେ ଆଉ ବିଭିନ୍ନ ଛକମାନଙ୍କରେ ଭିକ୍ଷାବୃତ୍ତି ପରିଲକ୍ଷିତ ହେଉନଥିଲା । ହେଲେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରର କାର୍ଯ୍ୟକ୍ରମ ଆୟୋଜନ...
ଅଦାଲତ ଅବମାନନାକୁ ଏଡାଉ ନାହାନ୍ତି ବାବୁ
ଭୁବନେଶ୍ୱର : ଅଦାଲତ ଅବମାନନା ପ୍ରସଙ୍ଗକୁ ଏଡାଇବାପାଇଁ ରାୟର ତ୍ୱରିତ ଅନୁପାଳନ ଲାଗି ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ସାଧାରଣ ପ୍ରଶାସନ ବିଭାଗର ବାରମ୍ବାର ତାଗିଦା ସତ୍ୱେ ବହୁ କ୍ଷେତ୍ରରେ ତଳିଆ କର୍ମଚାରୀମାନେ ନଥି ଚାପ ରଖୁଥିବାରୁ ବରିଷ୍ଠ ଅଧିକାରୀମାନେ ହଇରାଣରେ ପଡୁଛନ୍ତି । ଏଥିଯୋଗୁଁ ଆଇନ୍ ଅଦାଲତରୁ ମିଳିଥିବା ନ୍ୟାୟ ବି ଆବେଦନକାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପାଉନଥିବା ଘେନି ଗୁରୁତର ଅଭିଯୋଗ ହେଉଛି । ଯେଉଁସବୁ ମାମଲାରେ ଆଇନ୍ ଅଦାଲତଙ୍କ ରାୟ ସ ଅନ୍ୟାନ୍ୟ ନିର୍ଦ୍ଦେଶ ପାଳନ କରିବାରେ...
ଖଣିଜ ବିକାଶର ନେତୃତ୍ୱ ନେବ ଓଡ଼ିଶା
କୋଣାର୍କ : ଖଣି ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗରେ କୋଣାର୍କଠାରେ ଆୟୋଜିତ ତୃତୀୟ ଜାତୀୟ ଖଣିମନ୍ତ୍ରୀ ସମ୍ମିଳନୀର ପ୍ରଥମ ଦିନ ସଫଳତାର ସହ ଶେଷ ହୋଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ୧୪ ରାଜ୍ୟର ଖଣି ମନ୍ତ୍ରୀ, ଖଣି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଶିଳ୍ପପତି ଏବଂ ପ୍ରମୁଖ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ତାଙ୍କ ଅଭିଭାଷଣରେ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ କରିବାରେ...
Mineral Mission Soon
Konark: Odisha's vision is to become a global leader in the mining industry, setting benchmarks for sustainable and responsible mining practices, Chief Minister Mohan Charan Majhi said today. While inaugurating the 3rd National Mining Ministers' Conference at Konark, the Chief Minister said the State Government is committed to transform Odisha into a global industrial hub. The State Government has been investing heavily...









