କୌତୁକ ପୋଷାକରେ ସଚେତନତାର ବାର୍ତ୍ତା

0

ଭୁବନେଶ୍ଵର: ପିକକ୍ ଶିଶୁମେଳାର ଦ୍ଵିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କୌତୁକ ପୋଷାକ ପ୍ରତିଯୋଗୀତା ଓ ପିଲାମାନଙ୍କର ଦେଶଭକ୍ତି ଗୀତରେ ନୃତ୍ୟ ନୃତ୍ୟ ଉତ୍ସବ । ବିଭିନ୍ନ ପ୍ରକାରର ବେଶ ପୋଷାକରେ ସୁସଜ୍ଜିତ ହୋଇ ପିଲାମାନେ ପରିବେଶ, ସାମାଜିକ ସମସ୍ୟା ଆଦି ବିଷୟ ଉପରେ ସଚେତନତାର ବାର୍ତ୍ତା ଦେଇଥିଲେ । ଏହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ପ୍ରତିଯୋଗୀତାର ବିଚାରକ ଭାବେ ସୁମିତ୍ରା ତ୍ରିପାଠୀ, ଉଷାରାଣୀ ବେହେରା, ନଳିନୀ ପ୍ରଧାନ, ଅନ୍ନପୂର୍ଣା ମହାନ୍ତି  ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।...

Janjatiya Gourav Divas Celebrated

0

Bhubaneswar:  Janjatiya Gourav Divas was celebrated today. The main festival of the nationwide event was celebrated at Jamui in Bihar, while Chief Minister Mohan Charan Majhi attended the program held at Janata Maidan in Bhubaneswar and attended the Prime Minister's program on virtual mode. On the occasion, the Chief Minister Shri Majhi laid the foundation stone of projects worth Rs...

ଜନଜାତୀୟ ଗୌରବ ଦିବସ ପାଳିତ

0

ଭୁବନେଶ୍ୱର : ମହାସମାରୋହରେ ପାଳିତ ହୋଇଛି ଜନଜାତୀୟ ଗୌରବ ଦିବସ। ଦେଶ ବ୍ୟାପୀ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉତ୍ସବ ବିହାରର ଜାମୁଇ ଠାରେ ପାଳନ କରାଯାଇଥିବା ବେଳେ ଭୁବନେଶ୍ବରର ଜନତା ମଇଦାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନଜାତି ମାନଙ୍କ ବିକାଶ ପାଇଁ ୧୫୩୫ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଛନ୍ତି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି...

Tigress Zeenat Enters Similipal

0

Bhubaneswar: PCCF Wildlife, Susanta Nanda is happy with Tigress Zeenat entering into Similipal. His sincere efforts are paying dividends for Wildlife Odisha. Zeenat, another tigress brought from Tadoba-Andheri Tiger Reserve in Maharashtra to Odisha as part of the State Government’s tiger relocation project, has been released into a soft enclosure of Similipal Tiger Reserve (STR) in Mayurbhanj district today. Principal Chief...

ଅଧାରେ ରହିଗଲା ହାଟ ସ୍ଥାନାନ୍ତର

0

ଭୁବନେଶ୍ୱର : ରାଜଧାନୀର ପ୍ରମୁଖ ହାଟଗୁଡିକର ସ୍ଥାନାନ୍ତର ଯୋଜନା ଅଧାରେ ରହିଯାଇଛି । ଏକ ନମ୍ବର ପାଇକାରୀ ପରିବା ହାଟକୁ ଭଗବାନପୁର ଉଠାଇନେବାକୁ ଯୋଜନା ହୋଇଥିବାବେଳେ ଚାରି ନମ୍ବର ପାଇକାରୀ ମାଛ ହାଟକୁ କୁଆଖାଇ ନଦୀପଠା ନିକଟକୁ ନେବାପାଇଁ ସ୍ଥିର କରାଯାଇଥିଲା । ସହରର କେନ୍ଦ୍ରସ୍ଥଳ ଏକ ନମ୍ବର ଅଞ୍ଚଳରେ ରହିଛି ରାଜଧାନୀର ସର୍ବବୃହତ୍‍ ପାଇକାରୀ ପରିବା ହାଟ । ରାଜଧାନୀର ଆଖପାଖ ଅଞ୍ଚଳ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏପରିକି ରାଜ୍ୟ ବାହାରୁ ଦୈନିକ ଏଠାରୁ ଟ୍ରକ ଟ୍ରକ ପରିବା ଆସୁଛି ।...

ରାଜ୍ୟ ଯୋଜନା ବୋର୍ଡ ଅଚଳ

0

ଭୁବନେଶ୍ୱର : ସତର ବର୍ଷ ଧରି ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇନାହିଁ । ଯୋଜନା ବୋର୍ଡର ଅଧ୍ୟକ୍ଷ ନିଜେ ମୁଖ୍ୟମନ୍ତ୍ରୀ ରହିଆସୁଥିବା ବେଳେ ରାଜନୈତିକ ଥଇଥାନ ପାଇଁ ବରିଷ୍ଠ ରାଜନେତାମାନଙ୍କୁ ଏଠାରେ ଉପାଧ୍ୟକ୍ଷ ଓ ସଦସ୍ୟ ଭାବେ ସରକାର ନିଯୁକ୍ତି କରିଥାନ୍ତି । ତେବେ ଓଡ଼ିଶାରେ ବିଜେପି ସରକାର ଗଠିତ ହେବା ପରେ ଅଧାଖଣ୍ଡିଆ ଅବସ୍ଥାରେ ଥିବା ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦିଆଯାଇଥିଲେ ମଧ୍ୟ ଆଉ ନୂଆ ଯୋଜନା ବୋର୍ଡ ଗଢ଼ାଯାଇ ନାହିଁ । ଓଡ଼ିଶାରେ ବିଜେଡି-ବିଜେପିର ମିଳିତ...

Odisha Pavilion Opens

0

New Delhi: In 2036, we will celebrate the centenary of the formation of a separate State of Odisha and in 2047, the centenary of independence will also be celebrated all over India. These two historic events have brought us unparalleled opportunities to accelerate the growth of our State," said Deputy Chief Minister Pravati Parida while inaugurating the grand pavilion...

ଓଡିଶା ପାଭିଲିୟନ ଉଦଘାଟିତ

0

ନୂଆଦିଲ୍ଲୀ : ୨୦୩୬ରେ ଆମେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକ ପାଳନ କରିବା ଏବଂ ୨୦୪୭ରେ ସମଗ୍ର ଭାରତବର୍ଷରେ ମଧ୍ୟ ସ୍ଵାଧୀନତାର ଶତବାର୍ଷିକ ପାଳନ କରାଯିବ । ଆମ ରାଜ୍ୟର ଅଭିବୃଦ୍ଧିକୁ ତ୍ଵରାନ୍ଵିତ କରିବା ଲାଗି ଏହି ଦୁଇଟି ଐତିହାସିକ ଘଟଣା ଆମ ପାଇଁ ଅବିକଳ୍ପ ସୁଯୋଗ ଆଣିଦେଇଛି ବୋଲି ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪ରେ ଓଡିଶା ପାଭିଲିୟନର ଭବ୍ୟ ମଣ୍ଡପକୁ ଆଜି ଅପରାହ୍ନରେ ଉଦଘାଟନ କରି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିବା ସହିତ ୨୦୩୬ ମସିହା ସୁଦ୍ଧା ଓଡିଶାର...

Push For KYM App

0

New Delhi: Union Minister for Youth Affairs & Sports, Dr. Mansukh Mandaviya, has launched a nationwide appeal to strengthen the fight against doping in sports, urging athletes, coaches, and the entire sporting community to embrace the National Anti-Doping Agency (NADA) India's ‘Know Your Medicine (KYM)’ app. This innovative tool aims to empower athletes with critical information, helping them avoid...

PM On Tribal Care

0

New Delhi: On the occasion of Janjatiya Gaurav Diwas, Hon’ble Prime Minister Narendra Modi will visit Jamui, Bihar, on 15 November 2024, marking the commencement of the 150th Birth Anniversary Year celebrations of Dharti Aaba Bhagwan Birsa Munda, a towering figure in the freedom struggle and an iconic leader for tribal empowerment. In this regard, Union Tribal Affairs Minister Jual...