ସୁରକ୍ଷିତ ଖଣି ଖନନ ପାଇଁ ବେଦାନ୍ତ ପ୍ରତିବଦ୍ଧ
ଭୁବନେଶ୍ୱର : ନିରାପଦ ଖଣି ଖନନ କାର୍ଯ୍ୟ ପ୍ରତି ଏହାର ଅତୁଟ ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଏହାର ବାର୍ଷିକ ଖଣି ସୁରକ୍ଷା ପକ୍ଷ (ଏଏମ୍ଏସ୍ଏଫ୍) ର ସଦ୍ୟତମ ସଂସ୍କରଣ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଜାମକାନି କୋଇଲା ଖଣିରେ ଆୟୋଜନ କରିଛି। ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ (ଡିଜିଏମଏସ) ସହଯୋଗରେ ଆୟୋଜିତ ଏହି ଦୁଇ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ କର୍ମଚାରୀ ଏବଂ ବ୍ୟବସାୟିକ ଅଂଶୀଦାରଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ "ଆପକା ପରିବାର...
ସରଗରମ ହେବ ବଜେଟ୍ ଅଧିବେଶନ
ଭୁବନେଶ୍ୱର : ଓଡିଶା ବିଧାନସଭାର ଆଗାମୀ ବଜେଟ୍ ଅଧିବେଶନ ବେଶ୍ ସରଗରମ ହେବ ବୋଲି ପ୍ରାକ୍ ସୂଚନା ମିଳୁଛି । ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟ ବିରୋଧିଦଳ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିବାପାଇଁ ନକ୍ସା ପ୍ରସ୍ତୁତ କରୁଥିବାବେଳେ ବିରୋଧି ଦଳର ସମସ୍ତ ପ୍ରସଙ୍ଗର ଠିକଣା ଉତ୍ତର ରଖିବାପାଇଁ ସରକାର ମଧ୍ୟ ପ୍ରସ୍ତୁତ । ବିରୋଧି ବିଧାୟକମାନଙ୍କ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ବାରବାଟୀ ଷ୍ଟାଡିୟମକୁ ପ୍ରାୟ ଅଧଘଣ୍ଟା ଧରି ଅନ୍ଧାର ହେବାରୁ ଆର୍ନ୍ତଜାତିକ କ୍ରିକେଟ ମ୍ୟାଚ୍ରେ ଯେଭଳି ସମସ୍ୟା ଉପୁଜିଲା ସେ ସଂକ୍ରାନ୍ତରେ ସରକାରଙ୍କୁ...
ଓଡିଏଫ୍ ପ୍ଲସ ମାନ୍ୟତାରୁ ଦୂରରେ ୧୮୮୬ ଗାଁ
ଭୁବନେଶ୍ୱର : ଓଡିଶାର ୧୮୮୬ଟି ଗାଁଏବେ ବି ଓଡିଏଫ୍ ପ୍ଲସ ମାନ୍ୟତା ପାଇପାରି ନାହାନ୍ତି । ସକଳ ଉଦ୍ୟମ ସତ୍ୱେ ବାହ୍ୟ ମଳତ୍ୟାଗମୁକ୍ତ (ଓଡିଏଫ୍) ପ୍ଲସ ଗ୍ରାମ ହାର ୯୫.୯୭ ପ୍ରତିଶତ ରହିଛି । ଓଡିଏଫ୍ ପ୍ଲସ ମାନ୍ୟତା ହେଉଛି ବାହ୍ୟ ମଳତ୍ୟାଗ ମୁକ୍ତ ଗ୍ରାମ ସହିତ କଠିନ ଓ ତରଳ ବର୍ଜ୍ୟର ପରିଚାଳନା । ସ୍ୱଚ୍ଛ ଭାରତ ମିଶନରେ ବାହ୍ୟ ମଳତ୍ୟାଗ ଗ୍ରାମ ସଂକ୍ରାନ୍ତରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି ସେମାନ୍ନା ରାଜ୍ୟସଭାରେ ଦେଇଥିବା ଏକ ଉତ୍ତରରେ ଏହି ସୂଚନା ମିଳିଛି ।...
Plan For Grassroot Sports Infra
Bhubaneswar: In a significant move at strengthening grassroot sports infrastructure, the Odisha cabinet has approved the project for construction of stadiums in all 314 blocks of the state with an out lay of Rs. 4,124 crore. Each stadium will be developed on approximately 8 to 10 acres of land. This move is expected to significantly boost sports culture and nurture...
State Draws Floodlight Flak
Bhubaneswar: With criticism galore over floodlight failure leading to disruption of the second ODI between India and England at Barabati Stadium in Cuttack, the Odisha Government on 10 February issued a Show Cause notice to Odisha Cricket Association (OCA). ODI on 9 February was disrupted for around 30 minutes as floodlights in one of the towers failed abruptly. Opposition BJD held...
Puri Heritage Walk
Puri: The 7th Puri Heritage Walk (PHW) was held yesterday with the aim of promoting knowledge about Odisha's glorious heritage and raising awareness among the general public. This heritage walk, which takes place on the second Sunday of every month, included visits to the Buddhist Monastery at Kuruma, the Archaeological Survey of India Museum in Konark, the Interpretation Centre...
ଓଡ଼ିଶାରେ ବଢିବ ଏନ୍ସିସି କଳେବର
ଭୁବନେଶ୍ୱର : ଏନ୍.ସି.ସି. ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍ ସିଂହ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶାରେ ଏନ୍.ସି.ସି.ର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଲୋଚନାରୁ ଜଣାଯାଇଛି ଯେ, ଓଡ଼ିଶାରେ ଏନ୍.ସି.ସି.ର କାଡେଟ୍ ସଂଖ୍ୟା ୬୦ ହଜାର ରହିଛି । ଏହାକୁ ୯୦ ହଜାରକୁ ବୃଦ୍ଧି କରାଯିବ । ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନ୍.ସି.ସି. ଶାଖା ପ୍ରତିଷ୍ଠା କରାଯିବ । ରାଜ୍ୟରେ ଏନ୍.ସି.ସି. ପିଲାଙ୍କ ଦକ୍ଷତା...
ଗନ୍ଧମାର୍ଦ୍ଦନ ଆସିବାକୁ ଶାହାଙ୍କୁ ନିମନ୍ତ୍ରଣ
ନୂଆଦିଲ୍ଲୀ : ସାଂସଦ ପ୍ରଦୀପ ପୁରୋହିତ ଆଜି ସଂସଦରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା ଙ୍କୁ ସାକ୍ଷାତ କରି ବରଗଡ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପୀଠକୁ ପରିଦର୍ଶନରେ ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି । ଏଥି ସହିତ ଶ୍ରୀ ପୁରୋହିତ ୨ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ତାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଲୋଚନା କରିଥିଲେ । ଓଡିଶାର ପଶ୍ଚିମାଞ୍ଚଳର ୧୧ଟି ଜିଲ୍ଲାର ଲୋକଙ୍କ ସମ୍ବଲପୁରୀ - କୋଶଳି ଭାଷା ମାତୃଭାଷା ହୋଇଥିବା ବେଳେ ଓ ଭାଷାର ଏକ ସମୃଦ୍ଧ...
ବିକଶିତ ଓଡ଼ିଶା ପାଇଁ ସହରାଞ୍ଚଳରେ ପରିବର୍ତ୍ତନ
ଭୁବନେଶ୍ୱର : ବିକଶିତ ଓଡ଼ିଶା@୨୦୩୬ ଦୃଷ୍ଟିକୋଣ ଅନୁଯାୟୀ ସ୍ମାର୍ଟ ଏବଂ ସ୍ଥାୟୀ ସହର ବିକାଶ ପାଇଁ ରାଜ୍ୟ ସରକାର ତାଙ୍କର ପ୍ରତିବଦ୍ଧତା ଉପରେ କାର୍ଯ୍ୟ କରୁଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ଆଜି ୨୧ତମ ଡାସବୋର୍ଡ ବୈଠକରେ ଅଧ୍ୟକ୍ଷତା କରି ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ପ୍ରଭାବଶାଳୀ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ପୌର ସଂସ୍ଥାଗୁଡିକୁ ସଶକ୍ତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ବୈଠକରେ ସହରାଞ୍ଚଳ ବିକାଶ ପ୍ରକଳ୍ପ ଚଳାଇବାରେ ପୌରସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ...
Urban Transformation For Viksit Odisha
Bhubaneswar: The Government of Odisha is steadfast in its commitment to developing smarter and sustainable cities under the "Viksit Odisha@2036" vision. In alignment with this objective, Principal Secretary, H&UD Department, Usha Padhee chaired the 21st Dashboard Meeting today focusing on empowering Urban Local Bodies (ULBs) to implement impactful projects within established timelines. The meeting emphasized the critical role of ULBs in...









