ଯାଜପୁର ଜିଲ୍ଲାରେ ସର୍ବାଧିକ ଭତ୍ତା ଜାଲିଆତି
ଭୁବନେଶ୍ୱର : ରାଜ୍ୟରେ ତିନିଟି ଜିଲ୍ଲାରେ ମୋଟ୍ ୯୬୦ ଜଣ ଜାଲିଆତି କରି ଉଭୟ ମଦୁବାବୁ ପେନ୍ସନ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଟଙ୍କା ଉଠାଇ ନେଇଛନ୍ତି । ଏହି ତିନି ଜିଲ୍ଲା ମଧ୍ୟରୁ ସର୍ବାଧିକ ଜାଲ୍ ଭତ୍ତାଧାରୀ ଯାଜପୁର ଜିଲ୍ଲାରେ ରହିଛନ୍ତି । ଭତ୍ତା ଜାଲିଆତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶ୍ରୀ ଗଣ୍ଡ କହିଛନ୍ତି...
Organic Rice For Trinity
Puri: The Sri Jagannath Temple Administration has adopted "Amrut Anna," to make the Mahaprasad of the Lords tastier and healthier. Under this initiative only organically grown rice will be used for offering to the deities in Kotha Bhoga, said SJTA Chief Administrator Dr. Arabinda Kumar Padhee. Organic farming means that no chemical fertilizers or pesticides should be used in the cultivation...
ଜଗନ୍ନାଥଙ୍କ ଆଶୀର୍ବାଦ କଂଗ୍ରେସକୁ ସୁଦୃଢ଼ କରିବ
ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସର ନୂତନ ସଭାପତି ଭକ୍ତ ଚରଣ ଦାସ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭୁବନେଶ୍ୱରରୁ ପୁରୀ ଯିବା ବାଟରେ, କଂଗ୍ରେସକୁ ଭଲ ପାଉଥିବା ସାଧାରଣ ଜନତାଙ୍କ କଂଗ୍ରେସକୁ ଭଲପାଇବା ଓ ବିପୁଳ ସମର୍ଥନ ଆମ ସମସ୍ତଙ୍କ ମନୋବଳ ବଢ଼ାଇବାରେ ସହାୟକ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କ କୃପା କରୁଣା କଂଗ୍ରେସ ଉପରେ ରହିଛି । ଓଡ଼ିଶା ଜନସାଧାରଣଙ୍କ ପାଖକୁ ଯାଇ ସେମାନଙ୍କ ବିଶ୍ୱାସ ଜିତିବା ଆମର ପ୍ରଥମ କର୍ତବ୍ୟ ହେବ ବୋଲି ଶ୍ରୀ ଦାସ ପ୍ରକାଶ...
ମାଣ୍ଡିଆରୁ ମଦ ପ୍ରସ୍ତୁତ ପାଇଁ ମିଳିବ ପ୍ରୋତ୍ସାହନ
ଭୁବନେଶ୍ୱର : ରାଜ୍ୟରେ ମାଣ୍ଡିଆ, ଯଅ, ଓ ବାଜରାଭିତ୍ତିକ ମଦ ପ୍ରସ୍ତୁତି ସହ ବ୍ୟବସାୟିକ ପ୍ରୋତ୍ସାହନ, ମଦ ଅପମିଶ୍ରଣ ରୋକିବା, ବ୍ୟାପକ ସଚେତନତା ନେଇ ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ବୈଠକରେ ଆଲୋଚନା ହୋଇଥିଲା । ସେହିଭଳି ଜନଜାତି ବର୍ଗଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହୁଲ ଫୁଲର ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥି ପାଇଁ ସଂପୃକ୍ତ ବ୍ୟକ୍ତି ଆବଶ୍ୟକୀୟ ଅର୍ଥ ପାଇପାରିବ ଏ ନେଇ ବୈଠକରେ ବ୍ୟାପକ ଭାବେ ଆଲୋଚନା କରାଯିବା ସହ ସଂପୃକ୍ତ ବିଭାଗଗୁଡ଼ିକ ସେମାନଙ୍କର ମତାମତ ପ୍ରଦାନ...
Guv Urges On Resources Conserve
Bhubaneswar: Sustainability and efficiency are no longer just aspirations but necessities for industrial progress, said Governor Hari Babu Kambhampati while addressing the 2nd National Thermal Spray Conference (NTSC-2025) at CSIR-IMMT auditorium here on Friday. The conference, jointly organized by CSIR-IMMT, Bhubaneswar, and the Indian Thermal Spray Association (ITSA), brought together experts from academia, industry, and research institutions from India and...
Kalikesh Q On $500 Billion Economy
Bhubaneswar: Senior BJD Lawmaker Kalikesh Narayan Singh Deo has raised serious questions on the State Government’s claim to make Odisha a 500 Billion Dollar Economy by 2036. Shri Singh Deo raised the question while participating in the two-day long general discussion of Annual Budget for the year 2025-26. “I stand here to expose the hollowness, the blatant discrepancies and absolute fabrication...
ମଧୁ ସ୍ମାରକୀ ନିର୍ମାଣରେ ରାଜନୀତି ଜୋରଦାର
ଭୁବନେଶ୍ୱର : ସ୍ମାରକୀ ନିର୍ମାଣକୁ କେନ୍ଦ୍ରକରି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ଏହି ବ୍ୟାପାରରେ ରାଜନୈତିକ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀମାନେ ମାପି ଚୁପି କଥା କହୁଥିବାବେଳେ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ ଏବଂ ଏହାକୁ କେନ୍ଦ୍ରକରି ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଉତ୍କଳଗୌରବଙ୍କ ପୂଣ୍ୟ ତିଥିରେ ସତ୍ୟଭାମାପୁର ସ୍ଥିତ ତାଙ୍କ ପୈତୃକ ଗୃହ ପରିସର ମଧ୍ୟରେ ଥିବା ଏନ୍ତୁଡିଶାଳରେ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିପାରିନଥିଲେ । ଏମିତିକି ସ୍ଥାନୀୟ...
ବିହନ ନିଗମର ବାପଛେଉଣ୍ଡ ଅବସ୍ଥା
ଭୁବନେଶ୍ୱର : ରାଜ୍ୟରେ ଏବେ ଧାନ ବିହନ ସଂଗ୍ରହ ଋତୁ ଚାଲିଥିବାବେଳେ ଓଡିଶା ରାଜ୍ୟ ବିହନ ନିଗମର ଏବେ ଏକ ପ୍ରକାର ବାପଛେଉଣ୍ଡ ଅବସ୍ଥା । ଚାରିମାସ ହେଲା ପରିଚାଳନା ନିର୍ଦ୍ଦେଶକ ନାହାନ୍ତି କି ଯେଉଁ ନିର୍ଦ୍ଦେଶକଙ୍କର ଏଠାକୁ ବଦଳି ହୋଇଛି ସେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି । ଓଡିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ଗତ ପ୍ରବାସୀ ଭାରତୀୟ ସମ୍ମିଳନୀବେଳେ ରାଜ୍ୟ ସରକାର ଏଠାରୁ ଗୃହ ବିଭାଗକୁ ବଦଳିକରି ନେଇଥିଲେ । ଜଣେ ଦକ୍ଷ ଅଧିକାରୀ ଭାବରେ ଖ୍ୟାତି ଥିବାରୁ ତାଙ୍କୁ...
State Summons Samanta
Bhubaneswar: The Commissionerate Of Police on 20 February arrested five more staff of the KIIT University here on the charge of assaulting Nepalese students while they were vacating the hostel following a direction of the institute authorities. With this, the number of people arrested in the KIIT fiasco increased to 11 including an engineering student, who was booked for allegedly...
ଆତ୍ମନିର୍ଭର ହେଉଛନ୍ତି ଦୃଷ୍ଟିବାଧିତ
ଭୁବନେଶ୍ୱର : ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (ଏସ୍ଏସ୍ଇପିଡି), ଓଡ଼ିଶା ସରକାରଙ୍କ ସହାୟତାରେ, ଏନ୍ଏବି ଇଣ୍ଡିଆ ସେଣ୍ଟର ଫୋର ବ୍ଲାଇଣ୍ଡ ଓମେନ, ଦିଲ୍ଲୀ ଏବଂ ସ୍କିଲ୍ କାଉନସିଲ୍ ଫର ପରସନ୍ସ ୱିଥ୍ ଡିସାବିଲିଟିର (ଏସ୍ସିପିଡବ୍ଲ୍ୟୁଡି) ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ଏକ ଜାତୀୟ ସମ୍ମିଳନୀ- "ସମାବେଶ ୨୦୨୫’ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ଦକ୍ଷତାକୁ କିଭଳି ବିକଶିତ କରାଯାଇ ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଓଡ଼ିଶା ସରକାରଙ୍କ ଶିଳ୍ପ ଏବଂ ଦକ୍ଷତା...










