ଖାଲି ପଡିଛି ୬୭ ଆଇଏଏସ୍ ପଦବୀ
ଭୁବନେଶ୍ୱର : ରାଜ୍ୟରେ ୬୭ଟି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ପଦବୀ ଖାଲି ପଡିଥିବାବେଳେ ୬୯ଟି ଭାରତୀୟ ପୁଲିସ୍ ସେବା (ଆଇପିଏସ୍) ପଦବୀ ଖାଲି ପଡିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟ ପାଇଁ ୨୪୮ ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍ ପଦବୀ ଥିବାବେଳେ ଏଥିରେ ୧୮୧ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି ଏବଂ ୬୭ଟି ଆସନ ଖାଲି ପଡିଛି ।...
ପାଞ୍ଚ ବର୍ଷରେ ୩ଟି ସାଇବର ଧମକ
ଭୁବନେଶ୍ୱର : ଗତ ୫ବର୍ଷ ମଧ୍ୟରେ ଓଡିଶାକୁ ୩ଟି ସାଇବର ଧମକ ଆସିଛି । ଏହି ତିନିଟି ମାମଲା ମଧ୍ୟରୁ ଗୋଟିଏ ନାଉରୁ ଦେଶରୁ ଆସିଥିବାବେଳେ ଆଉ ଦୁଇଟି କାନାଡାରୁ ଆସିଛି । ଏହି ତିନିଟି ଘଟଣାରେ ମାମଲା ରୁଜୁ ସହିତ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ନାଉରୁ ଦେଶରୁ ବିଜୁ ପଟ୍ଟନାୟକ ଆର୍ନ୍ତଜାତିକ ବିମାନବନ୍ଦରକୁ ଏକ...
ସରକାରଙ୍କ ପ୍ରୋତ୍ସାହନରେ ଖଣିଜ ଲୁଟ୍
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ସମଗ୍ର ଓଡ଼ିଶାରେ ଲଘୁ ଖଣିଜ ପଦାର୍ଥ ବ୍ୟାପକ ଭାବେ ଲୁଟ୍ ଚାଲିଛି । ଏହି ଲୁଟ୍ର ସିଂହଭାଗ ଶାସକ ଦଳର ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପକେଟକୁ ଯାଉଛି ବୋଲି ଅଭିଯୋଗ ଆଣି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଡ଼ ବ୍ୟୋମକେଶ ରାୟ, ଶ୍ରୀ ଗୌତମବୁଦ୍ଧ ଦାସ ଓ ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ ଏହି ଲୁଟ୍ ସମ୍ପର୍କରେ...
ଓଜେଏସ୍ ପରୀକ୍ଷାରେ ସୋଆର ସଫଳତା
ଭୁବନେଶ୍ୱର : ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ୨୦୨୩ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍) ପରୀକ୍ଷାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୫ ଜଣ ଆଇନ ଛାତ୍ରଛାତ୍ରୀ କୃତିତ୍ୱର ସହ ସଫଳତା ହାସଲ କରିଛନ୍ତି । ନିକଟରେ ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋଆ ପରିଚାଳିତ ସୋଆ ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍ଏନ୍ଆଇଏଲ୍)ର ଛାତ୍ରୀ ପାୟଲ୍ ଆଟା ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱାତୀ ସାମଲ...
Opposition Continues House Protest
Bhubaneswar: Opposition Congress party continues to protest inside and out of the State Assembly over rising atrocities against women. The party has intensified its protest even after suspension of party MLA Tara Prasad Bahinipati from Assembly for seven days. Though the BJD members too created ruckus inside the House protesting the deteriorating law and order situation in the State, the...
1,35,074 Cases Registered
Bhubaneswar: A total of 1,35,074 cases have been registered in different police stations across Odisha in the last eight months, of which maximum number of cases were registered in Ganjam district. Chief Minister Mohan Charan Majhi informed this in the State Assembly today while replying to a question of Congress MLA Taraprasad Bahinipati. However, the law and order situation has remained...
Window Clears 19 Projects
Bhubaneswar: The State government today approved 19 major industrial projects worth Rs 6117 crore, further strengthening the state’s position as a premier investment destination. These projects were approved at the 135th State Level Single Window Clearance Authority (SLSWCA) meeting, chaired by Chief Secretary Manoj Ahuja here today. Official sources said that all 19 major projects are expected to generate 17,286 job...
Mantra For SOA Students
Bhubaneswar: Learning is a continuous process and students should strive to acquire knowledge at every opportunity, Justice Bidyut Ranjan Sarangi, Member of the National Human Rights Commission (NHRC), said here on Monday. Students studying law need to know that it is a complex profession and they should have enough patience for the arduous journey, Dr. Justice Sarangi said while addressing...
କର୍କଟ ଚିକିତ୍ସା ପାଇଁ ବେଦାନ୍ତର ’ପ୍ରକଳ୍ପ ଆରୋଗ୍ୟମ୍’
ସୁନ୍ଦରଗଡ : ବେଦାନ୍ତ ଆଲୁମିନିୟମ ପକ୍ଷରୁ ଛତିଶଗଡର ରାୟପୁର ସ୍ଥିତ ଅଗ୍ରଣୀ କର୍କଟ ଚିକିତ୍ସାଳୟ ବାଲକୋ ମେଡ଼ିକାଲ ସେଣ୍ଟର (ବିଏମସି) ସହଯୋଗରେ ଝାରସୁଗୁଡ଼ା ଜିଲ୍ଲା ନିକଟବର୍ତ୍ତୀ ବେଲପାହାଡ ଏବଂ ବିଲେଇମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ 'ପ୍ରକଳ୍ପ ଆରୋଗ୍ୟମ୍-କିଓର ୱିଥ୍ କେୟାର' ଅଧୀନରେ ଏକ ବ୍ୟାପକ କର୍କଟ ଚିହ୍ନଟ ପରୀକ୍ଷଣ ଏବଂ ସଚେତନତା ଅଭିଯାନ ପରିଚାଳନା କରାଯାଇଛି । ବିଏମସିର ଅତ୍ୟାଧୁନିକ ମୋବାଇଲ୍ କର୍କଟ ଚିହ୍ନଟ ଭ୍ୟାନ୍ ସ୍ୱାସ୍ଥ୍ୟ ଶିବିରରେ ନିୟୋଜିତ କରାଯାଇଥିଲା ଯେଉଁଥିରେ ମାମୋଗ୍ରାଫି, ପାପ୍ ସ୍ମିଅର୍ ଟେଷ୍ଟ (ପିଇପି) ଏବଂ ବ୍ରଶ୍ ସାଇଟୋଲୋଜି...
Gadamadhupur Walks
Bhubaneswar: In a remarkable initiative to reconnect with Odisha’s rich cultural heritage, Gadamadhupur witnessed an inspiring heritage walk on Sunday, drawing 60 passionate heritage enthusiasts from across the region. The event, named “Gadamadhupur Walks,” was mentored by queen Aparna Singh, who led participants through the historic corridors of Gadamadhupur Fort and the ancient Jagannath and Radhakrusjna temples, reviving stories...










