2 New Raillines For Odisha

0

Bhubaneswar: To enhance seamless and faster transportation of both passengers and goods, the Cabinet Committee on Economic Affairs (CCEA) chaired by the Prime Minister Narendra Modi today approved two major railway projects for Odisha. The CCEA has approved a total four railway projects of which two are from Odisha. The Projects are-- Sambalpur – Jarapda 3rd and 4th line and...

State Declares Allowance For Police

0

Bhubaneswar: State Government has declared different conveyance allowance for Police to investigate crime cases like murder, rape, cyber crime, kidnapping, etc.    In order to ensure hassle-free sanction of contingent expenditure from the Investigation Fund by different establishments under State Police Headquarters and thereby enhance efficiency of investigation activities, the government has announced the assistance to the Police, as per...

ସାର, କୀଟନାଶକରୁ କର୍କଟ

0

ଭୁବନେଶ୍ୱର : ଅତ୍ୟଧିକ କୀଟନାଶକ ଓ ରସାୟନିକ ସାର ଚାଷକାର୍ଯ୍ୟରେ ବ୍ୟବହୃତ ହେଉଥିବାରୁ ଓଡିଶାରେ କର୍କଟରୋଗୀଙ୍କ ସଂଖ୍ୟା ବଢୁଛି ବୋଲି ସରକାର ବହୁ ବିଳମ୍ବରେ ସ୍ୱୀକାର କରିଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ କ’ଣ ପଦକ୍ଷେପ ନିଆଯିବ ସେ ସଂକ୍ରାନ୍ତରେ କିନ୍ତୁ ସମସ୍ତେ ନିରବ । ଖାଦ୍ୟଶସ୍ୟ ଓ ପନିପରିବା ଉତ୍ପାଦନ ବୃଦ୍ଧି ପାଇଁ ବ୍ୟବହୃତ ହେଉଥିବା ହାଇବ୍ରିଡ ବିହନ ଚାଷ ପାଇଁ ଅଧିକ ପରିମାଣର ରସାୟନିକ ସାର ପ୍ରୟୋଗ କରିବାକୁ ପଡୁଛି । ଏହା ସହିତ ରୋଗପୋକଙ୍କ ଦାଉରୁ ଫସଲ ରକ୍ଷା ଲାଗି...

୧୪ଲକ୍ଷ ଟନ୍‍ ଆଳୁ ଆବଶ୍ୟକ

ଭୁବନେଶ୍ୱର : ରାଜ୍ୟରେ ବର୍ଷକୁ ହାରାହାରି ୧୪ଲକ୍ଷ ମେଟ୍ରିକ ଟନ୍‍ ଆଳୁ ଆବଶ୍ୟକ ରହିଥିବାବେଳେ ୨୦୨୪-୨୫ ବର୍ଷରେ ୫ଲକ୍ଷ ମେଟ୍ରିକ ଟନରୁ କମ୍‍ ଆଳୁ ଉତ୍ପାଦିତ ହୋଇଛି । ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ମନ୍ତ୍ରୀ ତାଙ୍କ ଉତ୍ତରରେ ରକହିଛନ୍ତି ଯେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ଷକୁ ହାରାହାରି ୩.୭୫ଲକ୍ଷ ମେଟ୍ରିକ ଟନ୍‍ ପିଆଜର...

ଖଦିବୋର୍ଡ ଜମି ଜବରଦଖଲରେ

0

ଭୁବନେଶ୍ୱର : ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଭୁବନେଶ୍ୱରରେ ଥିବା ଜମି ମଧ୍ୟରୁ ୨ଏକର ମୂଲ୍ୟବାନ ଜମି ଜବରଦଖଲ ହୋଇଥିବାବେଳେ ବ୍ରହ୍ମପୁରରେ ଥିବା ସମସ୍ତ ଜମି ଜବରଦଖଲ ହୋଇଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଖଦି ବୋର୍ଡ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଭୁବନେଶ୍ୱର ତହସିଲ ଅର୍ନ୍ତଗତ ଭୀମପୁର ମୌଜାରେ ଥିବା ୬ଏକର ଜାଗା...

ଉତ୍ପାଦନର ହବ୍‍ ହେବ ଓଡିଶା

0

ଭୁବନେଶ୍ୱର : ନୂଆ ସରକାର ଆସିବା ପରେ ରାଜ୍ୟରେ ଶିଳ୍ପାୟନ ପାଇଁ ଯେତେ ସବୁ ରାଜିନାମା ସ୍ୱାକ୍ଷରିତ ହୋଇଛି, ସେ ସବୁକୁ କାର୍ଯ୍ୟକାରୀ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଯୋଜନା ଅନୁସାରେ ଆମର କାର୍ଯ୍ୟ ଜାରି ରହିଛି। ସେଥିପାଇଁ ଯାହା ଆବଶ୍ୟକ, ତାହା ଆମେ କରୁଛୁ ଆଉ କରିବୁ ମଧ୍ୟ। ବଡ଼ ସ୍ୱପ୍ନ ଦେଖିବା ସହିତ କଠୋର ପରିଶ୍ରମ କରି ତାକୁ କାର୍ଯ୍ୟକାରୀ ନ କଲା ପର୍ଯ୍ୟନ୍ତ ବିଶ୍ରାମ ନାହିଁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ନିକଟବର୍ତ୍ତୀ...

ଭିତ୍ତିଭୂମି ବିକାଶକୁ ବିଡିଏର ଗୁରୁତ୍ୱ

0

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ  (ବିଡିଏ)ର ୧୫୦ତମ କର୍ତ୍ତୃପକ୍ଷ ବୈଠକ ଗୁରୁବାର ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଡିଏ ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆକଳନ ତଥା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସଂଶୋଧିତ ବଜେଟ ଆକଳନ ଉପସ୍ଥାପିତ ହୋଇଥିଲା । ତେବେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧,୫୩୬.୦୮ କୋଟିର ବଜେଟ୍କୁ...

5770 Cr Industrial Projects Launched

0

Bhubaneswar: In a major boost to Odisha’s industrialization drive, Chief Minister Mohan Charan Majhi today inaugurated and laid the foundation stone for 14 transformative industrial projects with a cumulative investment of Rs 5,770 crore, promising to generate employment for 37,000 people across the State. Today’s event is being organized within just 60 days of completion of the Utkarsh Odisha –...

Odisha To Set Highway Authority

0

Bhubaneswar: The State Government has all set to constitute Highway Authority for construction of 75,000 km road and strengthening the existing State Highways. The State Legislative Assembly passed the Odisha State Highways Authority Bill early this morning on 3 April after a long debate. The construction and maintenance of all-weather roads is essential to spur the economic development of the State....

PM Hopeful Of BIMSTEC Summit

New Delhi: At the invitation of Prime Minister Paetongtarn Shinawatra, I am departing today for Thailand on an Official visit and to attend the 6th BIMSTEC Summit. Over the past decade, BIMSTEC has emerged as a significant forum for promoting regional development, connectivity and economic progress in the Bay of Bengal region. With its geographical location, India’s North Eastern region lies...