SOA Honors Dr.Mahapatra

0

Bhubaneswar: Prof. (Dr.) Ashok Kumar Mahapatra, eminent neuro surgeon and presently Principal Advisor (Health Sciences) at Siksha ‘O’ Anusandhan (SOA) was felicitated by SOA Founder President Prof. (Dr.) Manojranjan Nayak on being decorated with the Padma Shri by the central government. Prof. (Dr.) Mahapatra, who headed the neuro surgery department at AIIMS, New Delhi and was appointed the first Director...

Mishra New Advisor To CM

Bhubaneswar: In a major move, the BJP government led by Chief Minister Mohan Charan Majhi today appointed retired IPS Officer and former DGP Prakash Mishra as Advisor to the Chief Minister. Shri Mishra has been given the rank of Cabinet Minister. After being appointed in the crucial post, Shri Mishra said the government has given him an important responsibility and...

ଡାକ୍ତର ଅଶୋକ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର : ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ କରାଯିବା ପରିପ୍ରେକ୍ଷୀରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସୋମବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି । ଏମ୍‌ସ ନୁଆଦିଲ୍ଲୀର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବା ସହ ଭୁବନେଶ୍ୱର ଏମ୍ସର ପ୍ରଥମ ନିର୍ଦ୍ଦେଶକ ରହିଥିବା ପ୍ରଫେସର ମହାପାତ୍ର ସୋଆର କୁଳପତି ଭାବେ ମଧ୍ୟ ଦାୟିତ୍ୱ...

PM Greets On R-Day

0

New Delhi: Greeting everyone on the occasion of Republic Day, the Prime Minister Shri Narendra Modi remarked that today we celebrate 75 glorious years of being a Republic. In separate posts on X, the Prime Minister said: “Happy Republic Day.  Today, we celebrate 75 glorious years of being a Republic. We bow to all the great women and men who made our...

Care For Injured Students

0

Cuttack: A Class X student was killed while over 25 of his schoolmates were critical after a pick-up van ferrying them to a parade ground on Republic Day met with a tragic road mishap in Cuttack. Secretary School & Mass Education, Shalini Pandit rushed to meet the injured students involved in the unfortunate accident at Banki, at SCB MCH today. After preliminary...

Republic Day Celebrated

Bhubaneswar: The 76th State Level Republic Day was celebrated today with great zeal and fervor at Mahatma Gandhi Marg in the capital city of Bhubaneswar. Governor Hari Babu Kambhampati graced the event as the chief guest, unfurled the national flag and took salute of the parade. As the Governor reached Mahatma Gandhi Marg at 8.28 am he was given a grand...

୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

0

ଭୁବନେଶ୍ୱର : ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ୭୬ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୂଜା, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ...

ଜାନୁଆରୀ ୨୬ ପ୍ରଥମେ ଥିଲା ସ୍ୱାଧୀନତା ଦିବସ

0

ଭୁବନେଶ୍ୱର : ୧୯୪୭ ଅଗଷ୍ଟ ୧୫ର ୧୭ବର୍ଷ ପୂର୍ବରୁ ଜାନୁଆରୀ ୨୬କୁ ପୂର୍ଣ୍ଣ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଉଥିଲା । ଇତିହାସର ଏହି ଗୌରବାବହ ସ୍ମୃତିକୁ ଉଜ୍ଜିବୀତ କରି ରଖିବାପାଇଁ ସ୍ୱାଧୀନତାପ୍ରାପ୍ତି ପରେ ୧୯୫୦ ଜାନୁଆରୀ ୨୬ରେ ଦେଶର ସମ୍ବିଧାନ ଲାଗୁ କରାଯାଇ ସେହିବର୍ଷ ଠାରୁ ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି । ୧୯୪୯ ମସିହା ନଭେମ୍ବର ୨୬ତାରିଖରେ ସମ୍ବିଧାନ ପ୍ରଣୟନ ସଭାରେ ଦେଶର ନୂଆ ସମ୍ବିଧାନ ଗୃହୀତ ହୋଇଥିଲେ ମଧ୍ୟ ଏହାକୁ ଲାଗୁ କରିବାପାଇଁ ଜାନୁୟାରୀ ୨୬...

ଚାରି ଜଣ ଓଡିଆ ପାଇବେ ପଦ୍ମଶ୍ରୀ

0

ନୂଆାଦିଲ୍ଲୀ : ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଅନ୍ୟତମ ପଦ୍ମ ପୁରସ୍କାର ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ତିନୋଟି ବର୍ଗ ଯଥା ପଦ୍ମ ବିଭୂଷଣ, ପଦ୍ମ ଭୁଷଣ ଏବଂ ପଦ୍ମଶ୍ରୀ ବର୍ଗରେ ଏହି ପୁରସ୍କାର ଦିଆଯାଇଛି । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ତାଲିକାରେ ଚାରିଜଣ ଓଡିଆ ଅଛନ୍ତି । ୨୦୨୫ ବର୍ଷ ପାଇଁ ଦିଆଯାଇଥିବା ତାଲିକା ଅନୁଯାୟୀ ୧୩୯ଟି ପଦ୍ମ ପୁରସ୍କାର ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ଗୋଟିଏ ଯୁଗ୍ମ ମାମଲା (ଯୁଗ୍ମ ମାମଲାରେ, ପୁରସ୍କାରକୁ...

୫ ଲକ୍ଷର ପୁଞ୍ଜିନିବେଶ ଆଶା

0

ଭୁବନେଶ୍ୱର: ଉତ୍କର୍ଷ ଓଡିଶା–ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ ଭୁବନେଶ୍ୱରର ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ ହେବ । ଏହାର ପ୍ରାଥମିକ ଲକ୍ଷ୍ୟ ହେଉଛି ଉଭୟ ପାରମ୍ପରିକ ଏବଂ ଯୁଗୋପଯୋଗୀ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଓଡିଶାର ଅଗ୍ରଣୀ ଭୂମିକାକୁ ଏହି ସମ୍ମିଳନୀ ମାଧ୍ୟମରେ ଗୁରୁତ୍ୱ ଦେବା। ଏଥିସହିତ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ତଥା ଅନ୍ତର୍ଭୁକ୍ତୀକରଣ ରାଜ୍ୟରେ ପରିଣତ କରିବା ନେଇ ପ୍ରକାଶ କରିଛନ୍ତି ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ। ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ...