୨୩ ସଂଗ୍ରାମୀଙ୍କୁ ମିଳିବ ପେନ୍‌ସନ

ଭୁବନେଶ୍ୱର : ଓଡିଆ ଅସ୍ମିତାର ନିଦର୍ଶନ ସ୍ବରୂପ ବରପୁତ୍ର ଓ   ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ପ୍ରକ୍ରିୟାରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଭତ୍ତା ବୃଦ୍ଧି କରାଯାଇଛି ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆଇନ୍‌ରେ ବନ୍ଦୀ ହୋଇଥିବା ସଂଗ୍ରାମୀ ମାନଙ୍କ ପାଇଁ ମଧ୍ୟ ପେନ୍‌ସନ ଘୋଷଣା କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ୨୩ ଜଣ ମିସା ବନ୍ଦୀ (୧୯ ଜଣ ମିସା, ୪ ଜଣ ଡି.ଆଇ.ଏସ୍‌.ଆଇ.ଆର୍) ମାନଙ୍କୁ ପେନ୍‌ସନ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ...

ଡିଏଭି ପୋଖରୀପୁଟରେ “ଫନ୍ ଇନ୍ ସନ୍”

ଭୁବନେଶ୍ଵର : ରାଜଧାନୀର ପୋଖରୀପୁଟ ଡିଏଭି ପବ୍ଲିକ ସ୍କୁଲରେ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର 'ଫନ୍ ଇନ୍ ସନ୍'ରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇ ଏହାକୁ ସଫଳ କରିଛନ୍ତି। ଗତ ଗୁରୁବାର 'ଆର୍ଟ ଆକ୍ଟିଭିଟିଜ୍', 'ମ୍ୟୁଜିକାଲ ସେନସେସନ୍', 'ଡ୍ୟାନ୍ସିଂ ଷ୍ଟାର୍ସ', 'ସ୍ପୋର୍ଟସ୍ ଆଣ୍ଡ ଯୋଗ' କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ 'କ୍ରାଫ୍ଟ୍ ହେଭେନ୍' ଅଧୀନରେ LKGରୁ ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା କାର୍ଯ୍ୟକ୍ରମ ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। 'କ୍ରାଫ୍ଟ ହେଭେନ୍' କାର୍ଯ୍ୟକ୍ରମରେ ଥିବା ଛୋଟ ପିଲାମାନେ ପେଷ୍ଟିଂ, ପ୍ରିଣ୍ଟିଂ, କାଗଜ କ୍ରାଫ୍ଟ,...

ନର୍ସମାନେ ଆଗ ଧାଡ଼ିର ସୈନିକ

0

ଭୁବନେଶ୍ୱର : କୋଭିଡ ମହାମାରୀ ବିରୁଦ୍ଧରେ ହେଉ ଅଥବା ହସ୍ପିଟାଲରେ ରୋଗୀ ସେବା-ଏହି କାର୍ଯ୍ୟକୁ ଅକୁଣ୍ଠ ଚିତରେ ସମର୍ପଣ ଭାବ ରଖି ନର୍ସମାନେ ଆଗ ଧାଡ଼ିର ସୈନିକ ଭଳି କାର୍ଯ୍ୟ କରିଥାନ୍ତି । ସବୁ ପରିସ୍ଥିତିରେ ନର୍ସମାନେ ନିଜ ସୁଖସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ କାର୍ଯ୍ୟ କରି ଆସିଛନ୍ତି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ଶୁକ୍ରବାର ଆୟୋଜିତ ଆନ୍ତର୍ଜାତିକ ସେବିକା ସପ୍ତାହ-୨୦୨୫...

ପ୍ରଦେଶ କଂଗ୍ରେସ ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ଭୁବନେଶ୍ୱର : ଆଜି ଅଖିଳ ଭାରତ କଂଗ୍ରେସ କମିଟିର ଆହ୍ୱାନକ୍ରମେ ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପାକିସ୍ଥାନର ଆତଙ୍କବାଦକୁ ଦମନ କରିବା ପାଇଁ ବୀରତ୍ୱ, ଅସୀମ ସାହସ, ଅମାପ ଶକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଥିବାଭାରତୀୟ ଯବାନ ମାନଙ୍କର ସମ୍ମାନର୍ଥେ ତ୍ରୀରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ରାମମନ୍ଦିର ଛକ ଠାରୁ ଆରମ୍ଭ ହୋଇ ମାଷ୍ଟର କ୍ୟାଂଟିନ ଛକଠାରେ ସମାପନ ହୋଇଥିଲା ।ସେଠାରେ ସେବାଦଳ ପକ୍ଷରୁ ଭାରତର ସ୍ଥଳ, ଜଳ ଓ ବାୟୁସେନାଙ୍କ ପ୍ରତି ସଲାମୀ...

Security Alert In Odisha

Bhubaneswar: In response to the recent military conflict with Pakistan, the Government of Odisha has implemented a state-wide security alert and significantly tightened security measures at vital installations and public spaces across the state.Chief Minister Mohan Charan Majhi took stock of situation. Chief Secretary Manoj Ahuja, ACS Home Satyabrata Sahu, PS to CM Manoj Kumar Sahu were present in...

India Neutralizes Pak Attacks

New Delhi: In a significant escalation of tensions, Pakistan launched multiple attacks utilizing drones and other munitions across the entire Western Border on the intervening night of May 8th and 9th, 2025. Simultaneously, Pakistani troops carried out numerous Cease Fire Violations (CFVs) along the Line of Control (LoC) in Jammu and Kashmir. Sources within the Indian security establishment confirmed the...

ଯୁଦ୍ଧ ଗୁଜବକାରୀ ସକ୍ରିୟ

ଭୁବନେଶ୍ୱର : ଭାରତର ଅପରେସନ ସିନ୍ଦୁରର ସଫଳତା ପରେ ଏବେ ଆରମ୍ଭ ହୋଇଛି ଯୁଦ୍ଧ ଗୁଜବ । ଏହି ଗୁଜବରେ ଯୁଦ୍ଧ ଅପେକ୍ଷା ଯୁଦ୍ଧ ଭୟରେ କିଭଳି ବିଭିନ୍ନ ସାମଗ୍ରୀ ମହଜୁଦ ରଖିବ ତାହାକୁ ନେଇ ଭଳିକି ଭଳି ମାର୍ଗନିର୍ଦ୍ଦେଶିକା ଛଡାଯାଉଛି । ତେବେ ଏଭଳି ମାର୍ଗନିର୍ଦ୍ଦେଶିକା କିଏ କେଉଁଠାରୁ ଛାଡୁଛି ତାହାର କୌଣସି ସୂଚନା ନଥିବାବେଳେ ଲୋକେ କିନ୍ତୁ ସୋସିଆଲ ମିଡିଆରେ ଏହାକୁ ଅଧିକ ଭାବରେ ସେୟାର କରିବାରେ ଲାଗିଛନ୍ତି । ସୋସିଆ ମିଡିଆରେ ଚକ୍କର କାଟୁଥିବା ଏହି ବେନାମୀ ମାର୍ଗଦର୍ଶିକାରେ ପ୍ରଥମେ...

ସଂକଟରେ ଓୟୁଏଟି

ଭୁବନେଶ୍ୱର : କୃଷିର ବିକାଶ ସହିତ କୃଷକମାନେ ରୋଜଗାର ବୃଦ୍ଧି ଉପରେ ଓଡ଼ିଶା ସରକାର ବିଶେଷ ଗୁରୁତ୍ୱାରୋପ କରୁଥିବା ବେଳେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପ୍ରାୟ ୩୦୦ ପାଖାପାଖି ଶିକ୍ଷକ ପଦବୀ ଖାଲି ପଡିଛି । ଏଥିଯୋଗୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପାଠପଢ଼ା, ଗବେଷଣା ସହିତ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି । ସରକାରୀ ତଥ୍ୟ ମୁତାବକ ଏହି ବିଶ୍ୱବିଦ୍ୟାଳୟ ସହିତ ୧୦ଟି ମହାବିଦ୍ୟାଳୟ ଅନୁବନ୍ଧିତ ହୋଇ ରହିଛି । ଏଗୁଡ଼ିକ ଲାଗି ୭୩ଟି ମଞ୍ଜୁରୀପ୍ରାପ୍ତ...

ରାଷ୍ଟ୍ରୀୟ କୃଷି ସମ୍ମିଳନୀରେ କନକ ବର୍ଦ୍ଧନ

ଭୁବନେଶ୍ୱର : ନୂଆଦିଲ୍ଲୀରେ ଅବସ୍ଥିତ ରାଷ୍ଟ୍ରୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ରାଷ୍ଟ୍ରୀୟ କୃଷି ସମ୍ମିଳନୀର ଖରିଫ ଅଭିଯାନ ୨୦୨୫ ରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦାନ କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଖରିଫ ଅଭିଯାନରେ ଦେଶର...

ବେସାମରିକ ପ୍ରତିରକ୍ଷା  ଅଭ୍ୟାସ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : ରାଜ୍ୟରେ ବେସାମରିକ ପ୍ରତିରକ୍ଷା ଅଭ୍ୟାସ  ପାଇଁ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଜିଲ୍ଲାରେ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କ ସ୍ଥିତି, ସେମାନଙ୍କର ସଂଖ୍ୟା ବୃଦ୍ଧି ଓ ସାଂଗଠନିକ ସୁଦୃଢ଼ କରିବା ସହିତ  ସେମାନଙ୍କ ଦ୍ୱାରା ସେବା ପ୍ରଦାନ ସଂପର୍କିତ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା  । ବିଭିନ୍ନ ଜନ ଗହଳିପୂର୍ଣ୍ଣ  ଶିଳ୍ପାଞ୍ଚଳ ଓ ସହରରେ ଅଧିକ ସିଭିଲ ଡିଫେନ୍ସ...