Crackdown On Unused Leased Land

0

Bhubaneswar: Odisha Government in Department of Revenue and Disaster Management has directed all District Collectors to conduct a time-bound, comprehensive review of leased-out and alienated government land across the state. The directive targets properties that have remained unutilized for over three years or are being used for unauthorized purposes. Additional Chief Secretary Revenue & Disaster Management, Dr. Arabinda Kumar...

କୁକୁଡା ଚାଷର ଲାଭ ଖାଉଛନ୍ତି ବାହାର କମ୍ପାନୀ

0

ଭୁବନେଶ୍ୱର : ଓଡିଶା ସରକାର କୁକୁଡା ଚାଷକୁ ଅଗ୍ରାଧିକାର ଦେବା ସହିତ କୁକୁଡା ଫାର୍ମ ନିର୍ମାଣ ପାଇଁ ବ୍ୟାପକ ସବସିଡ୍‍ ପ୍ରଦାନ କରୁଛନ୍ତି । ହେଲେ ଲାଭ ଖାଉଛନ୍ତି ରାଜ୍ୟ ବାହାରର ସଂସ୍ଥା । ଓଡିଶାରେ କୁକୁଡା ମାଂସ ଦର କେତେ ରହିବ ତାହାର ଚାବିକାଠି ଏବେ ଏହିସବୁ ବ୍ୟବସାୟିକ ସଂସ୍ଥା ହାତରେ ରହୁଛି । ସରକାରଙ୍କ ହିସାବରେ ଓଡିଶାରେ ପାଖାପାଖି ୨୪ହଜାର ବ୍ରଏଲର କୁକୁଡା ଫାର୍ମ ରହିଛି । ଏହାବାଦ୍‍ ପାଖପାଖି ୨ଶହ ଅଣ୍ଡାଦିଆ କୁକୁଡାଫାର୍ମ ରହିଛି । ତେବେ କୁକୁଡା ଚାଷ...

ନେତା ବି ଦିଅନ୍ତୁ ସଂପତ୍ତି ତାଲିକା

0

ଭୁବନେଶ୍ୱର : ସରକାରୀ କର୍ମଚାରୀମାନେ ଯେଭଳି ପ୍ରତି ବର୍ଷ ସରକାରଙ୍କ ନିକଟରେ ସଂପତ୍ତି ତାଲିକା ଦାଖଲ କରୁଛନ୍ତି ସେହିଭଳି ପ୍ରତି ବର୍ଷ ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ନିର୍ବାଚିତ ଲୋକ ପ୍ରତିନିଧିମାନେ ସେମାନଙ୍କ ସଂପତ୍ତି ତାଲିକା ଦାଖଲ କରିବା ପାଇଁ ନାଗରିକ ସମାଜ ପକ୍ଷରୁ ଦାବି ଉଠୁଛି । ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି- ୧୯୫୯ରେ ଥିବା ବ୍ୟବସ୍ଥା ମୁତାବକ ସରକାରୀ କର୍ମଚାରୀମାନେ ପ୍ରତିବର୍ଷ ସେମାନଙ୍କ ସଂପତ୍ତି ତାଲିକା ଦେବାକୁ ବାଧ୍ୟ । ଏହାଛଡ଼ା ସେମାନେ ଯେଉଁସବୁ ସ୍ଥାବର ଓ ଅସ୍ଥାବର ସଂପତ୍ତି କିଣିବେ...

ଓଟିଡିସି ଲକଜୁରୀ କୋଚ୍‌ର ଶୁଭାରମ୍ଭ

0

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଡିଜିଟାଲ୍ ନବସୃଜନ, ନିରନ୍ତର ପର୍ଯ୍ୟଟନ, ସଂସ୍ଥାଗତ ଭାଗିଦାରୀ, ସାହସିକ ଓ ଐତିହ୍ୟ ପର୍ଯ୍ୟଟନ, ଉଦ୍ୟୋଗିତା ଏବଂ ରାଜ୍ୟର ପର୍ଯ୍ୟଟନ ବ୍ୟବସ୍ଥାରେ ସ୍ଥାନୀୟ ସମୁଦାୟର ସକ୍ରିୟ ଭାଗିଦାରୀକୁ ଗୁରୁତ୍ୱ ଦେଇ 'ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬' ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମ୍ମାନିତ ଅତିଥି ଭାବେ...

ମହାନଦୀରେ ଆସୁଛି ଛୋଟ ବନ୍ୟା

0

ଭୁବନେଶ୍ବର : ପୁଣି ମହାନଦୀରେ ଆସୁଛି ଛୋଟ ବନ୍ୟା । ଚଳିତ ବର୍ଷର ଚତୁର୍ଥ ବନ୍ୟା ମହାନଦୀରେ ଆସୁଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି । ଲଘୁଚାପ ପ୍ରଭାବରେ ଜଳସ୍ତର ବଢିଛି । ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ଯୋଗୁଁ ଜଳସ୍ତର ବଢିଛି । ହୀରାକୁଦରେ ବର୍ତ୍ତମାନ ୬୨୮.୧୯ ଫୁଟ ଜଳସ୍ତର ଅଛି । ବର୍ତ୍ତମାନ ୨୪ଟି ଗେଟ୍ ଖୋଲାଅଛି । ଆବଶ୍ୟକ ପଡିଲେ ସୋମବାର ଆଉ କିଛି ଗେଟ୍ ଖୋଲା ଯାଇପାରେ । ଦିଲୀପ ରାଉତ...

ସୋମବାର ନୋ ମିଟିଂ ଡେ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟକୁ ନିଜର ଦୁଃଖ ଓ ସମସ୍ୟା ଜଣାଇବାକୁ ଆସୁଥିବା ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ସରକାରୀ ଅଧିକାରୀମାନେ ଯେପରି ଲୋକଙ୍କୁ ପର୍ଯ୍ୟାପ୍ତ ସମୟ ଦେବେ ଏବଂ ସେମାନଙ୍କ ଅଭିଯୋଗର ତୁରନ୍ତ ଶୁଣାଣି କରିବେ, ସେଥିପାଇଁ ରାଜ୍ୟ ସରକାର ସୋମବାରକୁ ‘ନୋ ମିଟିଂ ଡେ’ ବା ‘ବୈଠକ ବିହୀନ ଦିବସ’ ଭାବେ ଘୋଷଣା କରିଛନ୍ତି । ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ...

Silicon Valley Farm X To Invest 1K CR

Bhubaneswar: Silicon Valley tech firm FarmX has proposed a ₹1,000 crore investment to turn Odisha into an advanced manufacturing and export hub for autonomous electric tractors, AI software, and smart farming systems. A delegation led by Chief Operating Officer Shri Premal Ashar and Head of AI Shri Lalit Bhatt pitched the project to Deputy Chief Minister Shri Kanak Vardhan Singh...

ରାସ୍ତାକଡ ବ୍ୟବସାୟ ବଢାଉଛି ଟ୍ରାଫିକ ଭିଡ

0

ଭୁବନେଶ୍ୱର : ରାଜଧାନୀରେ ଉପୁଜୁଥିବା ଟ୍ରାଫିକ ଭିଡକୁ ମୁକାବିଲା କରିବାପାଇଁ ବିଏମସି, ବିଡିଏ, ସାଧାରଣ ପ୍ରଶାସନ ବିଭାଗ ପ୍ରତିଦିନ ଉଚ୍ଛେଦ ଜାରି ରଖୁଥିବାବେଳେ ରାସ୍ତାଗଡରେ ଗଢି ଉଠିଥିବା ଭେଣ୍ଡିଂ ଜୋନ୍‍, ଛୋଟ ବଡ ବ୍ୟବସାୟିକ କେନ୍ଦ୍ର ସହରରେ ଟ୍ରାଫିକ ସମସ୍ୟାର ପ୍ରମୁଖ କାରଣ ପାଲଟିଛନ୍ତି । ଏହିସବୁ ବ୍ୟବସାୟିକ କେନ୍ଦ୍ରଗୁଡିକ ପାଇଁ ସ୍ୱତନ୍ତ୍ର ପାର୍କିଂସ୍ଥାନର ବ୍ୟବସ୍ଥା ନହେଲେ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା କର୍ତ୍ତୃପକ୍ଷଙ୍କ ପାଇଁ କାଠିକରପାଠ ହୋଇପଡିବ । ଦିନକୁ ଦିନ ବିଗୁଡୁଥିବା ଟ୍ରାଫିକ ବ୍ୟବସ୍ଥା ଏବେ କମିଶନରେଟ ପୁଲିସ୍‍ ଓ ମହାନଗର ନିଗମ...

ଜଗନ୍ନାଥଙ୍କ ଦୟାରେ ନିଶା ନିବାରଣ

0

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥ ଦୟା କଲେ ହୁଏତ ବଦଳି ଯାଇପାରେ ନିଶା ପାଇଁ ଯୁବ ସମାଜର ଆକର୍ଷଣ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଲ୍ଲେଖ କରିଛନ୍ତି । ଶ୍ରୀଜଗନ୍ନାଥ ଦୟା କଲେ ଅନେକ ଯୁବକ ନିଶା ରାକ୍ଷସର କ୍ଷତାକ୍ତ ଆକ୍ରମଣରୁ ଏବଂ ମୃତ୍ୟୁ ସହ କବାଡ଼ି ଖେଳରୁ ବଞ୍ôଚଯିବେ ବୋଲି ସେ ମତ ରଖିଛନ୍ତି । ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଦ୍ୱାରା ରଚିତ ‘ଉଠିବ କି ଜାତିର କଙ୍କାଳ’ ଶୀର୍ଷକ ଏକ କବିତା ପୁସ୍ତକ ଆଜି ଜୟଦେବ ଭବନରେ ରାଜ୍ୟପାଳ ଡ....

Warm And Humid Week Ahead

0

Bhubaneswar: The upcoming week in Odisha will bring warm and humid conditions alongside scattered spell activity across coastal and interior districts. On Sunday, partly cloudy skies with a strong chance of light to moderate rain showers or thunderstorms in coastal and adjoining regions. Daytime temperatures will peak near 32°C to 33°C, while nighttime lows stay around 25°C. On Monday, mostly...