ଭୋଟରଙ୍କ ଆଗରେ ରଖିଲେ ବିକାଶ କାର୍ଯ୍ୟର ପୁସ୍ତକ

ଭୁବନେଶ୍ୱର : କେବଳ କଥାରେ ନୁହେଁ, ଦେଇଥିବା କଥାକୁ କାମରେ ପରିଣତ କରି ଦେଖାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  ନିର୍ବାଚନ ପ୍ରଚାର ସମୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରବାସୀଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ବାସ୍ତବତାର ରୂପ ଦେବାରେ ଲାଗିଛନ୍ତି ଅପରାଜିତା  । ଯାହାର ସବିଶେଷ ତଥ୍ୟକୁ ଭୋଟରଙ୍କ ସାମ୍ନାରେ ରଖିଛନ୍ତି ସେ  । ଆଜି ଭୁବନେଶ୍ୱର  ଏକାମ୍ର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜିବୀଙ୍କୁ ନେଇ ଆୟୋଜିତ ଏକ ବୈଠକରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିକାଶ କାର୍ଯ୍ୟ ନାମକ...

ମୋଟର ପରିବହନ କଲ୍ୟାଣ ବୋର୍ଡର ୱେବ ପୋର୍ଟାଲ

ଭୁବନେଶ୍ୱର : ଓଡ଼ିଶା ମୋଟର ପରିବହନ ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡରେ ସଦସ୍ୟତା କିମ୍ବା ଅନୁକମ୍ପାମୂଳକ ସହାୟତା ପାଇଁ ଏଣିକି କୌଣସି ଦପ୍ତର ଆସିବାକୁ ପଡ଼ିବ ନାହିଁ । ଅନ୍‌ଲାଇନ୍‌ରେ ଏହି ସମସ୍ତ ସୁବିଧା ଉପଲବ୍ଧ ହୋଇଛି । ଖାରବେଳ ଭବନରେ ଆୟୋଜିତ ବୋର୍ଡର ଚତୁର୍ଥ ବୈଠକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ଏ ସଂପର୍କିତ ୱେବ ପୋର୍ଟାଲ https://driverwelfare.odisha.gov.in ଲୋକାର୍ପିତ ହୋଇଯାଇଛି । ଏହା ଦ୍ୱାରା ରାଜ୍ୟର ହଜାର ହଜାର ମୋଟର ଯାନଚାଳକ...

ମହିଳା ଉଦ୍ୟୋଗୀଙ୍କ ପାଇଁ ବେଦାନ୍ତର ’’ପରିଚୟ’’

0

ଲାଞ୍ଜିଗଡ଼ : ଭାରତର ଅଗ୍ରଣୀ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ମହିଳା ସଶକ୍ତିକରଣ ଏବଂ କାଳାହାଣ୍ଡିର ସମୃଦ୍ଧ ସାଂସ୍କୃତିକ ଚିତ୍ରକଳାର ଏକ ଜୀବନ୍ତ ଉତ୍ସବ "ପରିଚୟ" ଆୟୋଜନ କରିଥିଲା। ଗ୍ରାମୀଣ ଓଡ଼ିଶାର ମହିଳାମାନଙ୍କ ଉଦ୍ୟମିତା ମନୋଭାବକୁ ପାଳନ କରୁଥିବା ଏହି କାର୍ଯ୍ୟକ୍ରମରେ ୬୦ଟି ଗାଁରୁ  ୨୦୦୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ। ମହିଳା ସଶକ୍ତିକରଣ ପାଇଁ ଉତ୍ସର୍ଗୀକୃତ ମାସେ ବ୍ୟାପୀ ଉତ୍ସବର ଭବ୍ୟ ପରିସମାପ୍ତି ଥିଲା 'ପରିଚୟ "। ମାସସାରା, ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡିର ସୁଦୂର କୋଣ ଅନୁକୋଣରୁ ମହିଳାମାନଙ୍କୁ କୌତୁକିଆ ଖେଳ ଏବଂ...

ବର୍ଜ୍ୟଜଳ ପରିଚାଳନା ୨ ପ୍ରତିଶତରୁ କମ୍‍

ଭୁବନେଶ୍ୱର : ରାଜ୍ୟର ୧୧୦ଟି ମ୍ୟୁନିସିପାଲିଟି ଓ ଏନଏସିରୁ ଯେତିକି ପରିମାଣର ବର୍ଜ୍ୟଜଳ ବାହାରୁଛି ତାହାର ୨ ପ୍ରତିଶତରୁ କମ୍‍ ପରିଚାଳନା କରାଯାଉଛି । ରାଜ୍ୟର ୪ଟି ମହାନଗର ନିଗମ ସମେତ ପୁରୀ ପୌରସଂସ୍ଥା ଏହି ବର୍ଜ୍ୟଜଳ ତାଲିକାରେ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୧୧୦ ଟି ପøରାଞ୍ଚଳରେ ବର୍ତ୍ତମାନ ପ୍ରାୟ ୬ଲକ୍ଷ ୭୫ହଜାର ପରିବାର ବସବାସ କରୁଥିବାବେଳେ ୫୦ଲକ୍ଷରୁ ଅଧିକ ଜନସଂଖ୍ୟା ରହିଛନ୍ତି । ଏମାନେ ବ୍ୟବହାର କରୁଥିବା ଜଳରୁ ବାହାରୁଥିବା ବର୍ଜ୍ୟଜଳର ପରିମାଣ ଦୈନିକ ୪୪୫ ନିୟୁତ ଲିଟର...

ଆଇନର ସଂଶୋଧନ ନହେବାରୁ କ୍ୟାଡରରେ ବିଭ୍ରାଟ

ଭୁବନେଶ୍ୱର : ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଆଇନ୍‍ର ଠିକଣା ସଂଶୋଧନ କରାଯାଉନଥିବାରୁ ବିଭିନ୍ନ କ୍ୟାଡରରେ ପଦୋନ୍ନତିବେଳେ ବିଭ୍ରାଟ ଉପୁଜୁଛି । ଏମିତିକି ସରକାରୀକଳ ଆଗରେ ସ୍ପଷ୍ଟଚିତ୍ର ରହୁନଥିବାରୁ ବିଭାଗୀୟ ପଦୋନ୍ନତି କମିଟିର ସୁପାରିଶକୁ ବାତିଲ କରି ସରକାର ନୂଆ କମିଟି ବସାଉଛନ୍ତି । ବସ୍ତୁତଃ ଓଡିଶାରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଆଇନ୍‍ ପରିବର୍ତ୍ତେ ସରକାରୀ ନିର୍ଦ୍ଦେଶନାମା ଓ ସ୍ପଷ୍ଟିକରଣକୁ ଆଧାରକରି ଚାଲୁଛି । ଏଭଳି ସ୍ଥିତିରେ ଏବେ ବିଭିନ୍ନ କ୍ୟାଡରର ପଦୋନ୍ନତି ପ୍ରସଙ୍ଗକୁ କେନ୍ଦ୍ରକରି ହାଇକୋର୍ଟରେ ମାଳ...

ଅମିତ ଶାହଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ

0

ଭୁବନେଶ୍ୱର : କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ରାଜ୍ୟରେ ତିନୋଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ପୁଲିସ, କାରାଗାର, ଅଦାଲତ, ଦଣ୍ଡବିଧାନ ଏବଂ ଫରେନ୍ସିକ୍ ସମ୍ବନ୍ଧୀୟ ବିଭିନ୍ନ ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରାଯାଇଥିଲା। ବୈଠକରେ କେନ୍ଦ୍ର ଗୃହ ସଚିବ, ଓଡ଼ିଶାର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ପୁଲିସ...

Vedanta Boosts Women Empowerment

0

Bhubaneswar: Vedanta Aluminium, India’s leading producer of smelter-grade alumina and a subsidiary of Vedanta Limited, organized "Parichay", a vibrant celebration of women’s empowerment and the rich cultural tapestry of Kalahandi. More than 2,000 women from 60 villages participated in the event celebrating the entrepreneurial spirit of women in rural Odisha. Parichay was the grand culmination of a month-long celebration dedicated...

HM Takes Odisha Review

New Delhi: Union Home Minister Amit Shah held a crucial meeting with Odisha Chief Minister Mohan Charan Majhi in the National Capital on 9 April to assess the state's progress in implementing the newly enacted criminal laws. The primary focus of the discussion of the review of Odisha's preparedness to adopt and operationalize the Bharatiya Nyaya Sanhita (BNS), Bharatiya Nagarik...

ସୋଆ ପକ୍ଷରୁ ‘ଆଲିସିପ୍‌++’ ସମ୍ମିଳନୀ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ଶନିବାର ମୁମ୍ବାଇ ଠାରେ ଆୟୋଜିତ ନେତୃତ୍ୱ କୈନ୍ଦ୍ରିକ ସମ୍ମିଳନୀ ‘ଆଲିସିପ୍ ++’ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ କର୍ପୋରେଟ ଏବଂ ଅନ୍ୟାନ୍ୟ ଶିଳ୍ପ ଜଗତ ସହ ସଂଯୁକ୍ତ ପ୍ରାୟ ୬୦ ଜଣ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । କ୍ରିକେଟ ବାମହାତୀ ସ୍ପିନ୍ ବୋଲର ନିଲେଶ କୁଲକର୍ଣ୍ଣି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ନିଲେଶ ହେଉଛନ୍ତି ଏକମାତ୍ର ଭାରତୀୟ ବୋଲର ଯିଏକି ଟେଷ୍ଟ କ୍ରିକେଟରେ ତାଙ୍କର ପ୍ରଥମ ବଲ୍‌ରେ...

Manoj Parida; New CIC

0

Bhubaneswar: Ace Administrator Manoj Kumar Parida has been appointed as the new Chief Information Commissioner of Odisha. This appointment, along with the selection of other Information Commissioners, is set to bring experienced leadership to the state's Information Commission. Manoj Kumar Parida, an IAS officer of 1986 batch, has been named the new Chief Information Commissioner. His extensive career in administration is...