Dhal Gets Central Berth

Bhubaneswar: Additional Chief Secretary to Chief Minister, Odisha Nikunja Bihari Dhal has been appointed as Secretary, Ministry of Parliamentary Affairs. 1993 Batch IAS Shri Dhal will take new charge on 30 June, 2025.At present 1989 Batch IAS Umang Narula is serving as Secretary Ministry of Parliamentary Affairs. He is an IAS Officer of AGMUT Cadre.Shri Narula will superannuate on...

Ration Card For 5.90L New Beneficiaries

0

Bhubaneswar:  The State Government will very soon start distribution of ration cards to about 5.90 lakh new beneficiaries, informed Food Supplies and Consumer Welfare Minister Krushna Chandra Patra here today. “We have requested Chief Minister Mohan Charan Majhi to launch distribution of the new ration cards from Dhenkanal. After he gives his consent, the process will start. Then, it will...

ମାଲେସିଆ ଗସ୍ତରେ ଓଡ଼ିଶା କୃଷକ

ଭୁବନେଶ୍ୱର: ଓଡ଼ିଶା ଜଳବାୟୁ ସହନଶୀଳ କୃଷି ପାଇଁ ସମନ୍ୱିତ ଜଳସେଚନ ପ୍ରକଳ୍ପ  ଅଧୀନରେ ୨୮ ଜଣିଆ କୃଷକ ଏବଂ ଅଧିକାରୀଙ୍କ ପ୍ରଶିକ୍ଷଣ ଭିତ୍ତିକ ମାଲେସିଆ ଗସ୍ତକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ । ଆଜି ପୂର୍ବାହ୍ନ ୧୧ ଘଟିକାରେ କୃଷି ଭବନ ଅଡିଟୋରିଅମ୍ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୪ ଜଣ କୃଷକଙ୍କ ସମେତ ୧୪ ଜଣ ଅଧିକାରୀଙ୍କୁ ନେଇ ଗଠିତ ଏହି ୨୮ ଜଣିଆ...

Odisha Moots Fast Track Forest Clearance

0

Bhubaneswar: In a significant move to accelerate the progress of crucial developmental projects in Odisha, the State Government has initiated a high-level weekly review mechanism to address bottlenecks in forest land clearance. Recognizing the imperative for seamless coordination between various Departments of Government and the Department of Forest, Environment & Climate Change, the first such review meeting was...

ଅଚଳ ହେବାକୁ ବସିଲାଣି ସ୍ଫୁର୍ତ୍ତି କ୍ଲଷ୍ଟର

0

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ସ୍ଫୁର୍ତ୍ତି ଯୋଜନାରେ କ୍ଲଷ୍ଟର ଖୋଲିଥିବା ଅନେକ ଉଦ୍ୟୋଗୀ ଏବେ ମୁଣ୍ଡରେ ହାତଦେଇ ବସିଗଲେଣି । କଞ୍ଚାମାଲ ଖରିଦ ପାଇଁ ରାଜ୍ୟ ସରକାରଙ୍କ ଠାରୁ ସହଯୋଗ ମିଳୁନଥିବାରୁ କାରଖାନା କିଭଳି ଚାଲିବ ସେହି ଚିନ୍ତା ଏବେ ଘାରିଛି । ରାଜ୍ୟର ୧୬ଟି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ସ୍ଫୁର୍ତ୍ତି ଯୋଜନାରେ ୪୦ଟି କ୍ଲଷ୍ଟର ଖୋଲିଛି । ଏଥିରେ ହସ୍ତଶିଳ୍ପ, ବାଉଁଶ, ବସ୍ତ୍ରଶିଳ୍ପ, କୃଷି ଉତ୍ପାଦନ, ମହୁଚାଷ, ଖାଦ୍ୟ ପ୍ରକ୍ରିୟାକରଣ ଓ ଅନ୍ୟାନ୍ୟ ପାରମ୍ପରିକ ଶିଳ୍ପ ଉଦ୍ୟୋଗ ସ୍ଥାପନ ହୋଇଛି । ଯୋଜନାରେ...

କମୁଛି ଚାଷୀଙ୍କ ସଂଖ୍ୟା

ଭୁବନେଶ୍ୱର : ଓଡିଶାରେ ନାମମାତ୍ର ଚାଷୀଙ୍କ ସଂଖ୍ୟା ବଢୁଥିବାବେଳେ କ୍ଷୁଦ୍ର, ମଧ୍ୟମ ଓ ବଡ ଚାଷୀଙ୍କ ସଂଖ୍ୟା ଉଦବେଗଜନକ ଭାବେ କମି କମି ଯାଉଛି । ଏହାର ସିଧାସଳଖ ପ୍ରଭାବ ଚାଷୀମାନଙ୍କ ଆୟ ବୃଦ୍ଧି ଉପରେ ପଡୁଛି । ଗତ ଦୁଇଟି କୃଷି ଗଣନା ହିସାବ ମୁତାବକ ଓଡିଶାରେ ଚାଷୀଙ୍କ ସଂଖ୍ୟା ୪୬ଲକ୍ଷ ୬୭ହଜାରରୁ ୪୮ଲକ୍ଷ ୬୫ହଜାରକୁ ବୃଦ୍ଧି ପାଇଛି ବୋଲି ଦର୍ଶାଯାଉଥିବାବେଳେ ବଡଚାଷୀଙ୍କ ସଂଖ୍ୟା ୫୫୭୪ରୁ ୩୯୭୫କୁ ହ୍ରାସ ପାଇଥିବାବେଳେ ମଧ୍ୟମ କିସମ ଚାଷୀଙ୍କ ସଂଖ୍ୟା ୩ଲକ୍ଷ ୭୫ହଜାରରୁ ୩ଲକ୍ଷ ୩୮ହଜାରକୁ କମିଛି...

America Like Highways In Odisha Soon; Gadkari

Bhubaneswar: Union Road Transport Minister Nitin Gadkari on Thursday announced a significant boost to Odisha's infrastructure, promising "America-like highways" for the state. He unveiled 19 National Highway projects worth ₹4,137 crore, emphasizing their potential to transform connectivity and stimulate tourism. Speaking at a function held at Baramunda Maidan here, Shri Gadkari highlighted the central government's commitment to providing world-class infrastructure...

୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ସଡ଼କ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ମୋଟ୍‌ ୧୫୪ କିଲୋମିଟର ଲମ୍ବ ଏହି ୧୯ଟି ସଡ଼କ ପ୍ରକଳ୍ପ ରାଜ୍ୟରେ ସଡ଼କ ଯୋଗାଯୋଗକୁ ଉନ୍ନତ କରିବା ସହିତ ଓଡ଼ିଶାର ସମୃଦ୍ଧିରେ ଏକ ନୂତନ ଯୁଗର ଶୁଭାରମ୍ଭ ହେବ। ଏହି ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ...

Koraput Bags PM Award

Bhubaneswar: The District of Koraput in Odisha has been selected for the prestigious Prime Minister's Award for Excellence in Public Administration, 2024. The recognition comes in the category of "Holistic Development of Districts," highlighting the significant strides made by the District Administration in achieving comprehensive progress across various sectors. The award will be presented by the Prime Minister of India,...

Gadkari Visits Skill Centre

Bhubaneswar: Union Minister for Road Transport & Highways Nitin Gadkari on Thursday visited the World Skill Center in Bhubaneswar during his tour to Odisha. Shri Gadkari expressed his happiness observing that the center is playing a significant role in skill development and offering industry-oriented training to the youth of the state. The Union Minister also praised the State Government for...