ପ୍ରତିଶ୍ରୁତି ଅନୁଯାୟୀ ସ୍କୁଲ ଖୋଲିବ କେବେ ?

ଭୁବନେଶ୍ୱର : ଓଡିଶାରେ ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ଅବସରରେ ପାଞ୍ଚଶହ ଗୋଦାବରୀଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯିବ ବୋଲି ଘୋଷଣା କରାଯାଇଥିବାବେଳେ ଗତ ସରକାର ସମୟରେ ବନ୍ଦ କରାଯାଇଥିବା ବିଦ୍ୟାଳୟଗୁଡିକ କେବେ ଖୋଲିବ ସେ ସଂକ୍ରାନ୍ତରେ କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିରବ । ବିଭିନ୍ନ ଆଳ ଦେଖାଇ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ୫ହଜାରରୁ ଅଧିକ ସରକାରୀ ବିଦ୍ୟାଳୟକୁ ବନ୍ଦକରି ଦିଆଯାଇଥିଲା । ତେବେ ୨୦୨୪ ସାଧାରଣ ନିର୍ବାଚନବେଳେ ଓଡିଶା ଶାଖା ବିଜେପି ପକ୍ଷରୁ...

୧୦୮ ଆମ୍ୱୁଲାନ୍ସ ସେବା ବିପର୍ଯ୍ୟସ୍ତ

ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଉଦବେଗଜନକ ସ୍ଥିତିରେ ଥିବା ବେଳେ ଆମ୍ୱୁଲାନ୍ସ ସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଦୁଃଖ ଓ ପରିତାପର ବିଷୟ ଯେ, ଆମ୍ୱୁଲାନ୍ସ ଭଳି ଏକ ଜରୁରୀ କାଳୀନ ସେବା ଏକ ପ୍ରକାରର ଠପ ହୋଇଯାଇଥିବା ବେଳେ,  ସରକାର ଏକ ବର୍ଷ ପୂର୍ତ୍ତି ଉତ୍ସବ ରାଜ୍ୟବ୍ୟାପୀ ପାଳନ କରୁଛି । ରାଜ୍ୟବାସୀଙ୍କ କଷ୍ଟ ଉପାର୍ଜିତ ଧନରୁ ଟିକସ ମାଧ୍ୟମରେ ରାଜକୋଷକୁ ଆସିଥିବା ଅର୍ଥକୁ ବିଜେପି ଉତ୍ସବ ପାଳନରେ...

ଇକୋସେଭର୍ସର ବିଶ୍ଵ ପରିବେଶ ଦିବସ

ଭୁବନେଶ୍ୱର : ସ୍ଵେଚ୍ଛାସେବୀ ସଂଗଠନ ପିପୁଲ୍ସ କଲଚରାଲ୍ ସେଣ୍ଟର (ପିକକ୍) ଦ୍ଵାରା ଗଠନ କରାଯାଇଥିବା “ଇକୋସେଭର୍ସ ୟୁଥ୍ ନେଟୱାର୍କ” "ବିଶ୍ୱବ୍ୟାପୀ ପ୍ଲାଷ୍ଟିକ୍ ପ୍ରଦୂଷଣର ଅନ୍ତ" ବିଷୟବସ୍ତୁ ଉପରେ ବିଭିନ୍ନ ଜିଲ୍ଲା ଯଥା ଖୋର୍ଦ୍ଧା, ବାଲେଶ୍ୱର, କଟକ, କେଉଁଝର, କେନ୍ଦ୍ରାପଡା ଆଦିରେ ପାଳନ କରିଛି ବିଶ୍ୱ ପରିବେଶ ଦିବସ । ଇକୋସେଭର୍ସ: ୟୁଥ୍ ନେଟୱାର୍କ୨୦୧୨ ମସିହାରେ ଗଠିତ ହେବା ପରଠାରୁ ତୃଣମୂଳ ସ୍ତରରେ ପରିବେଶ ସଂରକ୍ଷଣ ପାଇଁ ଉତ୍ସର୍ଗୀକୃତ, ଏକ ସ୍ୱଚ୍ଛ ଏବଂ ସୁସ୍ଥ ଗ୍ରହ ପାଇଁ ବିଭିନ୍ନ ପଦକ୍ଷେପ ନେଇ ଚାଲିଛି। ବର୍ଷସାରା, ଇକୋସେଭର୍ସ:...

Odisha Ignites Digital Future

Bhubaneswar: Odisha is poised for a significant leap in its digital transformation journey, with the government actively promoting a new Artificial Intelligence (AI) policy and preparing forthcoming Global Capability Center (GCC) and Fintech policies. Accordingly, the Department of Electronics and Information Technology has organized a workshop with industry representatives on the preparation of ‘Odisha I.T./ITES Roadmap’.The workshop was chaired...

SERIFED Sends Sacred Silk For Srimandir

Bhubaneswar: A deeply revered tradition continued today as the Odisha Cooperative Tassar Silk Federation Limited (SERIFED) dispatched 350 kg of sacred Basunga Pata to the Shree Jagannath Temple Administration (SJTA) in Puri. This significant offering, crucial for the upcoming Rath Yatra and other temple rituals, underscores the rich cultural and spiritual heritage of Odisha. The flag-off ceremony was graced by...

ଚଳିତ ବର୍ଷ ୭.୫ କୋଟି ବୃକ୍ଷ ରୋପଣ

0

ଭୁବନେଶ୍ୱର : ଆଜି ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟ ସରକାର, ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ ବୋଲି ଘୋଷଣା କରିଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ବିସ୍ତାର କରିବା ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ। ପ୍ରଦୂଷିତ ପୃଥ‌ବୀର ଭୟାବହତାକୁ ହୃଦୟଙ୍ଗମ କରି ଅଧିକରୁ ଅଧିକ ସବୁଜ ପରିବେଶ ସୃଷ୍ଟି କରିବା ଏବଂ...

IREDA Propels Green Energy Revolution

New Delhi: The Indian Renewable Energy Development Agency Ltd. (IREDA), under the visionary leadership of Chairman and Managing Director, Shri Pradip Kumar Das, today reaffirmed its profound commitment to integrating robust economic growth with environmental sustainability, laying a clear roadmap for a cleaner, greener India. On World Environment Day-2025, the announcement underscores IREDA's pivotal role in not just financing...

Odisha Pledges To Plant 7.5 Crore Trees

Bhubaneswar: On World Environment Day, celebrated with great fervor at the OUAT Krishi Shiksha Sadan, Odisha Chief Minister Shri Mohan Charan Majhi announced an ambitious target: the state government will plant 7.5 crore trees within the next year. This significant commitment underscores Odisha's dedication to expanding its green cover and combating climate change. Chief Minister Majhi, joined by Minister for...

Brave Constable Saves Life

0

Cuttack: A dramatic rescue unfolded at Cuttack Railway Station this morning as Constable/1 Tulu Behera of the Odisha Police demonstrated exceptional bravery and quick thinking, saving the life of a passenger who slipped while attempting to board a moving train. The incident occurred at approximately 8:05 a.m. when Md. Mujahir, a 44-year-old resident of Mirjapur, Uttar Dinajpur, West Bengal, was...

11Years Of Garib Kalyan

0

New Delhi: Prime Minister Shri Narendra Modi today reiterated the NDA Government's "unwavering commitment" to 'Garib Kalyan' (welfare of the poor) as the nation observes 11 years of what he described as "transformative and inclusive governance." The Prime Minister highlighted the pivotal role played by a "compassionate government" focused on empowerment, infrastructure, and inclusion, in uplifting over 25 crore...