ଦୁର୍ନୀତି ମାମଲାରେ ଫଏସଲା ହାର ନଗଣ୍ୟ
ଭୁବନେଶ୍ୱର : ମୂଳରୁ ଚୂଳ ଯାଏ ବ୍ୟାପିଥିବା ଦୁର୍ନୀତି ବ୍ୟାଧି ବ୍ୟବସ୍ଥାକୁ ବରବାଦ କରୁଥିବାବେଳେ ଯେଉଁ ଅଳ୍ପ କେତୋଟି ଘଟଣାରେ ଦୁର୍ନୀତି ନିବାରଣ ମାମଲା ମାନ ରୁଜୁ କରାଯାଉଛି ତାହାର ଫଏସଲା ହାର ଅତ୍ୟନ୍ତ ନଗଣ୍ୟ ରହୁଥିବାବେଳେ ଯେଉଁ ଅଳ୍ପ କେତୋଟି ମାମଲା ଫଏସଲା ହେଉଛି ସେଥିରେ ଦଣ୍ଡବିଧାନ ହାର ୫୦ ପ୍ରତିଶତ ବୋଲି କର୍ତ୍ତୃପକ୍ଷ ଦାବି କରୁଛନ୍ତି । ସରକାରୀ ତଥ୍ୟ ମୁତାବକ ୨୦୨୨ ଶେଷ ବେଳକୁ ରାଜ୍ୟରେ ୩୬୩୩ଟି ଦୁର୍ନୀତି ନିବାରଣ ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ଉକ୍ତ ବର୍ଷରେ...
୧୪ଲକ୍ଷରୁ ଅଧିକ ଜବରଦଖଲ ମାମଲା
ଭୁବନେଶ୍ୱର : ଜବରଦଖଲକାରୀଙ୍କ ନିକଟରୁ ସରକାରୀ ଜମି ମୁକୁଳାଇବାପାଇଁ ଗତ ୧୦ବର୍ଷ ମଧ୍ୟରେ ୧୪ଲକ୍ଷରୁ ଅଧିକ ମାମଲା ରୁଜୁ ହୋଇଛି । ଏଥି ମଧ୍ୟରୁ ୧୩ଲକ୍ଷରୁ ଅଧିକ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ସରକାରୀ ଜମିକରୁ ଜବରଦଖଲ ଉଚ୍ଛେଦ ଏକ ନିରନ୍ତର ପ୍ରକ୍ରିୟା । ନିକଟରେ ରାଜ୍ୟର ସମସ୍ତ...
ନିଯୁକ୍ତି ପାଇଲେଣି ୨୭୯୫ ଚାଳକ
ଭୁବନେଶ୍ୱର : ଓଡିଶାରେ ବର୍ତ୍ତମାନ ସୁଦ୍ଧା ୪ଟି ସରକାରୀ ଭାରିଯାନ ଚାଳନା ତାଲିମ ପ୍ରତିଷ୍ଠାନ ଓ ଗୋଟିଏ ହାଲୁକା ଯାନ ଚାଳନା ତାଲିମ ପ୍ରତିଷ୍ଠାନ ରହିଛି । ଏଥିରୁ ଉତ୍ତୀର୍ଣ୍ଣ ଚାଳକମାନଙ୍କ ମଧ୍ୟରୁ ଜାପାନରେ ୩୦ଜଣ ନିଯୁକ୍ତି ପାଇଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟର ଛତିଆ, ବଣାଇ, ବ୍ରହ୍ମପୁର ଓ କେନ୍ଦୁଝର ଠାରେ ଭାରିଯାନ ତାଲିମ ପ୍ରତିଷ୍ଠାନ ରହିଛି...
କୃଷି ବୈଜ୍ଞାନିକଙ୍କ ଆହ୍ୱାନ
ଭୁବନେଶ୍ୱର : ବର୍ତମାନ ଦେଶର ଉପଲବ୍ଧ ପ୍ରାକୃତିକ ସଂପଦର ମାତ୍ରାଧିକ ଉପଯୋଗକୁ ପରିହାର କରି ଏହାର ବିକଳ୍ପ ରୂପେ ଅନ୍ୟ କୃଷି ଉତ୍ପାଦନ ପଦ୍ଧତିର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଜଣେ ବିଶିଷ୍ଟ କୃଷି ବିଜ୍ଞାନୀ ମତ ପ୍ରକାଶ କରିଛନ୍ତି । ଭାରତର ୧୪୦ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ନିମନ୍ତେ ଖାଦ୍ୟର ଆବଶ୍ୟକତା ଦୃଷ୍ଟିରୁ ଦେଶର ପ୍ରାକୃତିକ ସମ୍ପଦର ଯେଉଁଭଳି ଭାବେ ଉପଯୋଗ କରାଯାଉଛି ତାହା ଭରଣା କରିବା ସମ୍ଭବ ହୋଇ ନପାରେ ବୋଲି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ଏଗ୍ରିକଲ୍ଚରାଲ୍ ରିସର୍ଚ୍ଚ (ଆଇସିଏଆର୍)ର ପୂର୍ବତନ...
ପାଞ୍ଚ ବର୍ଷରେ ୮୪୯୩ ଜଳବୁଡି ମୃତ୍ୟୁ
ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ୮୪୯୩ ଟି ଜଳବୁଡି ଜନିତ ମୃତ୍ୟୁ ଘଟିଛି ଏବଂ ଏଥିରେ ଝାରସୁଗୁଡା ଜିଲ୍ଲାରେ ୧୭୪ଟି ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଜଳରେ ବୁଡି ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ସରକାର ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୪ଲକ୍ଷ ଟଙ୍କା କରି ଅନୁକମ୍ପାମୂଳକ...
Cong Moves GUV For Quota
Bhubaneswar: After staging a noisy walk out, Congress Lawmakers today sought the intervention of Governor Raghubar Das to enhance reservation quotas for SC, ST and OBCs in technical and medical education in the State. Congress MLAs have been raising the issue in the Assembly for the past few days. Senior Congress MLA Taraprasad Bahinipati on Thursday again raised the issue...
BJD Creates Din In Assembly
Bhubaneswar: The Opposition BJD MLAs today created a ruckus in the State Legislative Assembly forcing the Speaker to adjourn the proceedings till 4 PM. The Question Hour of the Assembly passed smoothly with active participation from the members of both Opposition and Treasury benches. However, BJD members rushed to the well of the House and created a noisy scene during...
ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମକୁ ପ୍ରଶଂସା
ଭୁବନେଶ୍ଵର : ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକ୍ରମ ଓ ନୀତି ବିକାଶ ର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାଲେରୀ ଏନ୍ ଗୁଆରନିରି ଆଜି ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ଆଇଏଏସ୍ ଅନୁ ଗର୍ଗଙ୍କୁ ଭେଟି ଚାଲିଥିବା ଏବଂ ଭବିଷ୍ୟତର ଭାଗିଦାରୀ ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶାର ଦୁର୍ବଳ ଲୋକମାନଙ୍କ ପାଇଁ ଉତ୍ତମ ପୋଷଣ ଏବଂ ଖାଦ୍ୟ ନିରାପତ୍ତାକୁ ଆଗେଇ ନେବା ପାଇଁ ମିଳିତ ଭାବେ ଅଭିନବ ସମାଧାନ ଖୋଜିବାରେ ମିଳିତ ଭାବେ ଅଭିନବ ସମାଧାନ ଖୋଜିବା ରେ ଉନ୍ନୟନ କମିଶନର ଏବଂ ରାଜ୍ୟ ସରକାରଙ୍କ ଦୀର୍ଘଦିନର...
ଦିନକୁ ୮ ବଳାତ୍କାର ଅଭିଯୋଗ
ଭୁବନେଶ୍ୱର : ଓଡିଶାରେ ପୁଲିସ୍ ନିକଟରେ ଦୈନିକ ହାରାହାରି ୮ଟି ବଳାତ୍କାର ମାମଲାର ଅଭିଯୋଗ ଆସୁଥିବାବେଳେ ବିଭିନ୍ନ ଥାନା ଫାଣ୍ଡିରେ ହାରାହାରି ୫୪୮ଟି ଧର୍ତ୍ତବ୍ୟ ଅପରାଧ ରୁଜୁ ହେଉଛି । ବର୍ଷକୁ ବର୍ଷ ରାଜ୍ୟରେ ଅପରାଧ ବଢି ଚାଲିଥିବାବେଳେ ଆଇନ୍ ଅଦାଲତରେ ବି ଅପରାଧିକ ମାମଲାର ଚାପ ବୃଦ୍ଧି ପାଇବାରେ ଲାଗିଛି । ସରକାରୀ ତଥ୍ୟ ମୁତାବକ ଓଡିଶାରେ ବର୍ଷକୁ ୧,୯୯,୯୫୪ ଟି ଧର୍ତ୍ତବ୍ୟ ଅପରାଧ ୨୦୨୩ ବର୍ଷରେ ପୁଲିସ୍ ନିକଟରେ ଦରଜ ହୋଇଥିଲା । ଏଥି ମଧ୍ୟରୁ ୨୮୨୬ଟି ବଳାତ୍କାର ମାମଲା ଥିବାବେଳେ...
First Suspected Bird Flu
Bhubaneswar: First suspected bird flu case has been reported from Puri district and the sample of the suspect person has been sent to laboratory for testing, Public Health Director Nilakantha Mishra said today. The suspected case has been detected at Mangalpur community health centre (CHC) in Puri district and the sample was sent to National Institute of Virology, Pune for...