ସହରରେ ସେବା ପାଇଁ ଅନୁକୂଳ ପରିବେଶ ଆବଶ୍ୟକ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି 'ଟାୟାର-୨ ଓ ୩ ସହରରେ ସେବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି' ଶୀର୍ଷକ ରାଜ୍ୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅଂଶଗ୍ରହଣ କରିଥିଲେ। ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଶ୍ରୀ ଏସ୍ କ୍ରିଷ୍ଣନ; ଶ୍ରୀମତୀ ଅନୁ ଗର୍ଗ, ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର-କମ-ଏସିଏସ୍; ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ...
ପିଏମ୍ ଉଷାରେ ମିଳିବ ୫୦୦ କୋଟି
ଭୁବନେଶ୍ୱର : ରାଜ୍ୟରେ ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ବିକାଶ ସହ ଛାତ୍ରଛାତ୍ରୀଙ୍କ ଉନ୍ନତି ଆଣିବା ଲକ୍ଷ୍ୟରେ ଶନିବାର ଭୁବନେଶ୍ୱର ସ୍ଥିତ କୃଷି ଭବନ ଠାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ(ପିଏମ-ଉଷା)କୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । 'ସ୍ୱାୟତ୍ତ ଶାସନ ଦିବସ'ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରୀୟ...
ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ
ଭୁବନେଶ୍ୱର : ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୩୦ଟି ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୭ଜଣ ନବନିଯୁକ୍ତ ପୌରପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକ ମାନଙ୍କୁ ସ୍ବାୟତ୍ତ...
MGM Shines In Global Show
Bhubaneswar: MGM Group CMD Pankaj Lochan Mohanty and Co-Chairman Global Trade Show, Resurgent Odisha 2024 was happy with the large foot fall in the innovative Stall of MGM Group. Business Icon, Pankaj Lochan Mohanty was happy to reply the queries of clients, guests and experts about the diversified business house-MGM Group in the Exhibition Hall of Global Trade Show-Resurgent Odisha-2024. MGM...
କାର୍ଯ୍ୟାବଳୀ ପୁସ୍ତିକାରେ ନବୀନଙ୍କ ୧୨ ଫଟୋ
ଭୁବନେଶ୍ୱର ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା ଦୁଇଟି ବାର୍ଷିକ ରିପୋର୍ଟକୁ ଘେନି ଏବେ ବିଭିନ୍ନ ମହଲରେ ବ୍ୟାପକ ଚର୍ଚ୍ଚା । ଏଥିରୁ ଗୋଟିଏ ରିପୋର୍ଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୧୨ଟି ରଙ୍ଗୀନ ଫଟୋ ସ୍ଥାନିତ ହୋଇଥିବାବେଳେ ଅନ୍ୟ ରିପୋର୍ଟରେ କେବଳ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ଶାସନ ସଚିବଙ୍କ ସମେତ ଅନ୍ୟାନ୍ୟ ଫଟୋମାନ ରହିଛି । ରାଜ୍ୟ ସରକାର ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ କରିବେ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ...
ପାନୀୟ ଜଳକୁ ନେଇ ଲୋକେ ଚିନ୍ତାରେ
ଭୁବନେଶ୍ୱର : ରାଜଧାନୀର ପାଳନୀୟଜଳକୁ ନେଇ ଲୋକେ ଚିନ୍ତିତ । ସହରବାସୀଙ୍କ ଜଳଯୋଗାଣ ପାଇଁ ଛୋଟ ବଡ ୨୮୦ ଟି ଭୂତଳ ଜଳଭଣ୍ଡାର ରହିଥିବାବେଳେ ଏହାକୁ ଲାଗି ଶୌଚାଳୟ ଗଢି ଉଠିଛି । ନିଷିଦ୍ଧାଞ୍ଚଳ ଭିତରେ ମାଳ ମାଳ ଶୌଚାଳୟ ଯୋଗୁଁ ଏବେ ଭୂତଳ ଜଳଭଣ୍ଡାର ପ୍ରଦୂଷିତ ହେବାର ଆଶଙ୍କା ପ୍ରକାଶ ପାଉଛି । ସହରର ବିଭିନ୍ନ ସ୍ଥାନରେ ଯେଉଁ ଭୂତଳ ଜଳଭଣ୍ଡାର ରହିଛି ତାହା ନିଷିଦ୍ଧାଞ୍ଚଳ ବୋଲି ଦର୍ଶାଯାଇଛି । କର୍ତ୍ତୃପକ୍ଷ ମଧ୍ୟ ଏହା ଭିତରକୁ ବିନାନୁମତିରେ ପ୍ରବେଶ ନିଷେଧ ବୋଲି ବୋର୍ଡ...
NUA O Scheme Scarpped
Bhubaneswar: The newly formed Mohan Charan Majhi led BJP government has decided to discontinue the 'Nutana Unnata Abhilasha, Odisha' (NUA-O) scholarship scheme, which was launched by the previous BJD Government for college students. This was informed by Higher Education Minister Suryabanshi Suraj in a written reply to the State Assembly today. The Higher Education Minister informed that the State Government is...
ଦିବ୍ୟାଙ୍ଗଙ୍କ ପାଇଁ ସୁଗମ ହେବ ଚଳଚ୍ଚିତ୍ର ଅନୁଭୂତି
କଟକ : ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନ ୨୦୧୫ ଅନ୍ତର୍ଗତ ଭିନ୍ନକ୍ଷମମାନଙ୍କ ପାଇଁ କୋଠାବାଡ଼ି ଠାରୁ ଆରମ୍ଭ କରି ଯାତାୟାତ ବ୍ୟବସ୍ଥାରେ ସୁଗମତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ବ ଦିଆଯାଉଛି । ଏହାଦ୍ବାରା ଭିନ୍ନକ୍ଷମମାନଙ୍କ ପାଇଁ ଏକ ସମାବେଶୀ ସମାଜ ସୃଷ୍ଟି ହୋଇପାରିବ । ଏହି କ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ପ୍ରେକ୍ଷାଳୟରେ ଫିଚର୍ ଫିଲ୍ମର ସାର୍ବଜନୀନ ପ୍ରଦର୍ଶନ କ୍ଷେତ୍ରରେ ସୁଗମତା ମାର୍ଗଦର୍ଶିକା ଗତ ୧୫ ମାର୍ଚ୍ଚ ୨୦୨୪ରେ ପ୍ରକାଶ...
41L CR Economy By 2036
Bhubaneswar: Chief Minister Mohan Charan Majhi today said that Odisha’s economy is expected to reach Rs 41 lakh crore by 2036 when the state will be 100 years since its formation. Similarly, the economy is also expected to reach a 1.5 trillion-dollar economy by 2047 when India will celebrate the completion of 100 years to independence, he said while inaugurating...
Opposition Demands Rs.3500 Pension
Bhubaneswar: The Opposition BJD and Congress MLAs today demanded a social security pension of Rs 3,000 per month for all elderly, differently-abled individuals, widows, and destitute people in the State. During a discussion on the admissibility of an adjournment motion on the issue, the BJD and Congress Legislators said that the BJP has promised to enhance the social security pension...