ସୁଭଦ୍ରା ୱେବସାଇଟ୍ ପାଇଁ କଲ ବଲ
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ମହିଳାମାନେ ସହଜରେ ଯେଭଳି ନିଜ ନାମ ଦରଜ କରିପାରିବେ ସେଥିପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଏଥିପାଇଁ ପ୍ରସ୍ତୁତ ହୋଇଥିବା ୱେବସାଇଟ୍ଟି କିନ୍ତୁ ସଠିକ ଭାବେ କାର୍ଯ୍ୟ କରୁନାହିଁ । ୱେବସାଇଟ୍ଟି ଅତ୍ୟନ୍ତ ଧିମା ଚାଲିବା ଏବଂ ବାରମ୍ବାର ଏଥିରେ ଅପଗ୍ରେଡସେନ ହେଉଥିବାରୁ ଗାଁ ଗହଳର ମହିଳାମାନେ ନାମ ଦରଜ ପାଇଁ ଦିନ ଦିନ ଧରି ଅପେକ୍ଷା କରୁଛନ୍ତି । ସୁଭଦ୍ରା ଯୋଜନାଟି ଚଳିତ ମାସ ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ କରକମଳରେ ଶୁଭାରମ୍ଭ ହେବ ଏବଂ...
ନୂଆଖାଇଁରେ ଆଶାୟୀ ହତାଶ
ଭୁବନେଶ୍ୱର : ପଶ୍ଚିମଓଡିଶାର ଗଣପର୍ବ ନୂଆଖାଇଁ ଅବସରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦବୀଟି ପୂରଣ ନହେବାରୁ ଏଥିପାଇଁ ଆଶାୟୀ ଥିବା ଅନେକ ବ୍ୟକ୍ତି ହତାଶ ହୋଇଛନ୍ତି । କେବଳ ଏହି ଗୋଟିଏ ପଦବୀ ନୁହେଁ ଯୋଜନା ବୋର୍ଡ ଠାରୁ ଆରମ୍ଭ କରି ନିଗମ ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ଆଶାୟୀମାନଙ୍କ ଧୈର୍ଯ୍ୟବନ୍ଧ ଭାଙ୍ଗିବାରେ ଲାଗିଛି । ଏହିସବୁ ସଂସ୍ଥାରେ ନିଯୁକ୍ତି ପାଇଁ ନେତା ଓ ବାବୁମାନଙ୍କ ଲବି ବି ବଢି ବଢି ଚାଲିଛି । ପଶ୍ଚିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ପୂର୍ବତନ...
Verma Takes CAQM Charge
Bhubaneswar: Rajesh Verma, an officer of the 1987 batch of the Indian Administrative Service (IAS), Odisha Cadre, has taken charge today as the new full-time Chairperson of the Commission for Air Quality Management in NCR and Adjoining Areas (CAQM). Shri Verma has been appointed for a period of three years from the date of assumption of charge, or until further...
Alert On Urban Zones
Bhubaneswar: Usha Padhee, Principal Secretary , Housing and Urban Development Department, has directed all Muncipal Commissioners and Municipal Executive Officers to be on high alert and prepare for any emergency situations. As per the Indian Meteorological Department (IMD) forecast, a low-pressure system has intensified over the West-Central and Northwest Bay of Bengal. This system is expected to bring heavy to very...
Spine Surgery Turns Safe
Bhubaneswar: Advanced know-how, improved treatment regimen and training has made spine surgery extremely safe, eminent spine surgeon Prof. (Dr.) Shankar Acharya has said. ‘Around 95 per cent of spine surgeries are successful these days and no one should think of it as a risky proposition,” Prof. (Dr.) Acharya said while speaking at a training program for spine surgeons organised at...
Grim Situation In Malkangiri
Bhubaneswar: Due to law pressure, which intensified into a deep depression, maximum parts of Odisha have been witnessing heavy to very heavy rainfall during the past few days. Koraput and Malkangiri districts have remained most affected, said Special Relief Commissioner (SRC) Deo Ranjan Kumar Singh here today. With heavy rainfall situation remained grim in Malkangiri district, the State Government has...
ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ
ଭୁବନେଶ୍ୱର : ଚିକିତ୍ସା ଓ ଅସ୍ତ୍ରୋପଚାର କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ, ଅସ୍ତ୍ରୋପଚାର ପଦ୍ଧତି ଏବଂ ପ୍ରଶିକ୍ଷଣ ଯୋଗୁଁ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳ ହୋଇପାରୁଛି । ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ ବୋଲି କହିଛନ୍ତି ବିଶିଷ୍ଟ ସ୍ପାଇନ୍ ସର୍ଜନ୍ ପ୍ରଫେସର (ଡାକ୍ତର) ଶଙ୍କର ଆଚାର୍ଯ୍ୟ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ୍ରେ ଆସୋସିଏସନ୍ ଅଫ୍ ସ୍ପାଇନ୍ ସର୍ଜନ୍ସ ଅଫ୍ ଇଣ୍ଡିଆ (ଏଏସ୍ଏସ୍ଆଇ) ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ...
ହାଲ୍ ସହ ୨୬,୦୦୦ କୋଟିର ଚୁକ୍ତି
ନୂଆଦିଲ୍ଲୀ : ଏସ୍ୟୁ-୩୦ ଏମକେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫପି ଏରୋ ଇଞ୍ଜିନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ସହ ୨୬,୦୦୦ କୋଟିରୁ ଅଧିକ ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ଏକ ବଡ଼ ପ୍ରୋତ୍ସାହନ ମିଳିବ । ଆଜି ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ଶ୍ରୀ ଗିରିଧର ଅରମାନେ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଆର ଚୌଧୁରୀଙ୍କ ଉପସ୍ଥିତିରେ ମନ୍ତ୍ରଣାଳୟ ଏବଂ ହାଲ୍ ର ବରିଷ୍ଠ ଅଧିକାରୀମାନେ ଏହି ଚୁକ୍ତିନାମା ସ୍ୱାକ୍ଷର...
ପୌରାଞ୍ଚଳ ମାନଙ୍କୁ ବର୍ଷା ସର୍ତକତା ଜାରି
ଭୁବନେଶ୍ବର : ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ପଶ୍ଚିମ-କେନ୍ଦ୍ର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତ କ୍ଷେତ୍ର ସ୍ରୁଷ୍ଟି ହୋଇଛି l ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଉପକୁଳରେ ଗତିଶୀଳ ହୋଇ ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତ ରୂପ ନେଇପାରେ l ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୁଳ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଏବଂ ମାଲକାନଗିରି ,କୋରାପୁଟ , ରାୟଗଡା ,ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ପ୍ରସ୍ତୁତି ସହିତ ସଜାଗ ରହିବାକୁ ନିର୍ଦ୍ଦେଶ...
ପିଆଇବି ଏଡିଜି ଦାୟିତ୍ଵ ନେଲେ ଅଖିଳ କୁମାର ମିଶ୍ର
ଭୁବନେଶ୍ଵର : ଭାରତୀୟ ସୂଚନା ସେବା ୧୯୯୯ ବ୍ୟାଚର ବରିଷ୍ଠ ଅଧିକାରୀ ଅଖିଳ କୁମାର ମିଶ୍ର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି), ଭୁବନେଶ୍ଵରର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ମିଶ୍ର ଓଡ଼ିଶାର ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର ଜେନେରାଲ ଭାବେ ମଧ୍ୟ କାର୍ଯ୍ୟ କରିବେ । ଓଡ଼ିଶା ସହ ସେ ଝାଡ଼ଖଣ୍ଡର ଅତିରିକ୍ତ ଦାୟିତ୍ଵ ମଧ୍ୟ ନିର୍ବାହ କରିବେ । ଶ୍ରୀ ମିଶ୍ର ଏହା ପୂର୍ବରୁ...