College Union Polls Back
Bhubaneswar: A significant development is on the horizon for Odisha's Higher Education landscape: Student Union elections in public colleges and universities are highly anticipated to be held before the Dussehra Puja holidays. This positive indication came today from Higher Education Minister Suryabanshi Suraj, echoing Chief Minister Mohan Charan Majhi's commitment to restore campus democracy. "Chief Minister Mohan Charan Majhi has...
ଦୂର ହେଲା ୧୮୦ ଦିନର ମାତୃତ୍ୱ ଛୁଟି ଦ୍ୱନ୍ଦ
ଭୁବନେଶ୍ୱର : ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା । ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ...
Majhi Unlocks Maternity Leave
Bhubaneswar:In a move that promises significant relief for female government employees, Chief Minister Mohan Charan Majhi has personally intervened to untangle the complexities surrounding maternity leave (ML). Addressing widespread confusion and concern, Shri Majhi, who oversees the Finance Portfolio, has approved a comprehensive overhaul, simplifying access and providing clear guidelines for this essential benefit. Previously, female government employees faced uncertainty...
ବଢ଼ିଲା ମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ
ଭୁବନେଶ୍ୱର : ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ବନ୍ଧା ପଡ଼ିଥିବା ମନ୍ତ୍ରୀମାନଙ୍କ କ୍ଷମତା ଏବେ ବନ୍ଧନମୁକ୍ତ ହେବାକୁ ଯାଉଛି । କ୍ୟାବିନେଟ୍ ବୈଠକ ଲାଗି ଅଫିସରମାନଙ୍କର ଯେଉଁ ଦବ୍ଦବା ଥିଲା ତାହାକୁ ସଂକୁଚିତ କରି ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଗଢ଼ାଯାଇଥିବା କ୍ୟାବିନେଟ୍ ନିକଟକୁ ପୁଣି ତାହା ଫେରାଇ ଅଣାଯାଉଛି । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ନିଷ୍ପତ୍ତିକୁ ଦଳମତ ନିର୍ବିଶେଷରେ ସ୍ୱାଗତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବହୁ ନୀତିଗତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...
ଯୁକ୍ତ ୩ ନାମାଙ୍କନରେ ମୂଳରୁ ବିଭ୍ରାଟ
ଭୁବନେଶ୍ୱର : ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁ ଏଥର ଡିଗ୍ରୀ କଲେଜ୍ଗୁଡ଼ିକରେ ଯୁକ୍ତ ୩ ଶ୍ରେଣୀରେ ନାମ ଲେଖା ସଂକ୍ରାନ୍ତରେ ବିଭ୍ରାଟ ଉପୁଜିଛି । ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ୨ ଫଳାଫଳ ପ୍ରକାଶ ପୂର୍ବରୁ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡର ପ୍ରକାଶିତ ଫଳାଫଳକୁ ଆଖି ଆଗରେ ରଖି ସାମ୍ସ ମାଧ୍ୟମରେ ନାମ ଲେଖା ପାଇଁ ଆବେଦନ ପତ୍ରର ଶେଷ ତାରିଖ ଗଡ଼ି ଯାଇଛି । ଏଥିଯୋଗୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ସାଧାରଣ ଲୋକଙ୍କ...
ମାଳଦ୍ଵୀପ ଏକ୍ସ ପୋରେ ଝଲସିବ ଓଡ଼ିଶା ପଟ୍ଟଚିତ୍ର
ଭୁବନେଶ୍ୱର : ଚଳିତ ବର୍ଷ ମାଳଦ୍ଵୀପ ସାରସ ୱାର୍ଲଡ ଏକ୍ସ ପୋ ୨୦୨୫ ରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏକ ଜିଲ୍ଲା ଏକ ଉତ୍ପାଦ(ଓଡିଓପି) ଅଧୀନରେ ଭାରତର ବିଶେଷ ଉତ୍ପାଦଗୁଡିକ ସ୍ଥାନ ପାଇବାକୁ ଯାଉଛି । ସମଗ୍ର ଦେଶରୁ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଏକ ଜିଲ୍ଲା ଏକ ଉତ୍ପାଦ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରାଯିବ । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ପାଞ୍ଚୋଟି ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଏକ ଜିଲ୍ଲା ଏକ ଉତ୍ପାଦ ଅଧୀନରେ ସାତୋଟି...
ଓଡିଶା ହେବ ଦୁଃସାହସିକ ପର୍ଯ୍ୟଟନସ୍ଥଳୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡିଶା ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ-୨୦୨୫କୁ ଚୁଡାନ୍ତ କରାଯାଇଛି । ଅନ୍ୟାନ୍ୟ କ୍ଷେତ୍ର ସହିତ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡିଶା’ ଦୃଷ୍ଟିଭଙ୍ଗୀ ନେଇ ଓଡିଶାରେ ପର୍ଯ୍ୟଟନ ପ୍ରକଳ୍ପ ଗୁଡିକର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରକୁ ଏପରି ଆକର୍ଷଣୀୟ କରାଯିବ, ଯେପରି ଲୋକ ଭାରତକୁ ଆସିବା କଥା ଚିନ୍ତା କଲେ, ପ୍ରଥମେ ଓଡିଶା କଥା ତାଙ୍କ ମନକୁ ଆସିବ ବୋଲି ମୁଖ୍ୟମନ୍ତ୍ରୀ...
India and Bhutan Discuss Labor Mobility
Thimphu, Bhutan - A high-level dialogue took place between the Prime Minister of Bhutan, H.E. Tshering Tobgay, and the Deputy Chief Minister of Odisha, India, Shri K. V. Singh Deo, at the Conference on Labor Mobility and Social Protection. The conference, organized by the World Bank, served as a platform for exchanging perspectives on critical issues related to regional...
Think Odisha, Think Adventure!
Bhubaneswar: Forget boring holidays! Odisha is about to become India's ultimate adventure playground, and guess what? YOU, the youth power, are at the heart of this thrilling transformation! In a game-changing move today, Chief Minister Mohan Charan Majhi finalized the Odisha Adventure Tourism Guidelines-2025. This isn't just about pretty landscapes; it's about making Odisha the go-to spot for adventure in...
ସଂରକ୍ଷଣ ପ୍ରସଙ୍ଗରେ ବିରୋଧିଙ୍କୁ ଘେରିଲେ
ଭୁବନେଶ୍ୱର : ଦେଇଥିବା ପ୍ରତିଶୃତି ଆଧାରରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଓଡ଼ିଶାର ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ସେମାନଙ୍କର ନାର୍ଯ୍ୟ ହକ୍ ଦେବାକୁ ବିଜେପି ସରକାର ବଦ୍ଧପରିକର ଥିବାବେଳେ ଏବେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । । ଯେଉଁମାନେ କ୍ରମାଗତଭାବେ ବର୍ଷ ବର୍ଷ ଧରି ଶାସନରେ ଥିଲାବେଳେ ପଛୁଆ ବର୍ଗଙ୍କ ସଂରକ୍ଷଣ ପାଇଁ କିଛି କରି ନଥିଲେ, ସେମାନେ ଏବେ ନାଟକ କରୁଛନ୍ତି ।...









