Plea To The Healers

0

Bhubaneswar: In an unprecedented appeal to the medical fraternity of Odisha a group of concerned and conscious citizens has issued a plea for moral urgency and compassion as the ongoing agitation by the Odisha Medical Service Association (OMSA) threatens the stability of the state healthcare system. To the doctors of our state whom we revere as the visible hands...

ଡାକ୍ତର ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଆଲୋଚନାର ସୁଯୋଗ

0

ଭୁବନେଶ୍ୱର : ମାସାଧିକକାଳ ଧରି ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନକୁ ଦବାଇବାପାଇଁ ରାଜ୍ୟ ସରକାର ଏସ୍‍ମା ଲାଗୁ କରିଥିବାବେଳେ ଆନ୍ଦୋଳନ କିନ୍ତୁ ଥମି ନାହିଁ । ତେବେ ଡାକ୍ତରମାନେ ଆଉ ଆନ୍ଦୋଳନ କରିବେ କି ନାହିଁ ସେ ସଂକ୍ରାନ୍ତରେ ବିଚାର ଆଲୋଚନା କରିବାଲାଗି ଏକ ସୁଯୋଗ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଡାକ୍ତରମାନେ କାମବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରି ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବେ କାମରେ ଯୋଗଦେବା ଏବଂ ଆଲୋଚନା ଭିତ୍ତିରେ ସମସ୍ୟାର ସମାଧାନ ଲାଗି ଆଗେଇ ଆସିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଖୋଲା...

ମୟୁରଭଞ୍ଜରେ ଅଫିମ ଚାଷ ଠାବ

0

ଭୁବନେଶ୍ୱର : ରାଜ୍ୟରୁ ବେଆଇନ୍‍ ନିଶା କାରବାର ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବାବେଳେ ରାଜ୍ୟରେ ଅଫିମ ଚାଷ ଏବେ କିନ୍ତୁ ଚିନ୍ତାରେ ପକାଇଛି । ମୟୁରଭଞ୍ଜ ଜିଲ୍ଲାରୁ ୩୫,୦୦୦ ଅଫିମ ଫଳ ଜବତ ହେବାପରେ ରାଜ୍ୟରେ ଏହି ମାରାତ୍ମାକ ନିଶା ସାମଗ୍ରୀର ଚାଷ ହେଉଥିବା ସ୍ପଷ୍ଟ ହୋଇଛି । ରାଜ୍ୟ ସରକାର ଗତ ଆର୍ଥିକ ବର୍ଷରେ ଯେଉଁସବୁ ନିଶା ସାମଗ୍ରୀ ଜବତ କରିଛନ୍ତି ସେଥି ମଧ୍ୟରେ ମୟୁରଭଞ୍ଜ ଜିଲ୍‍ଲାରେ ୩୦,୦୦୦ ଅଫିମ ଫଳ ରହିଛି । ଏହାର ଅନୁମାନିକ ବଜାର ମୂଲ୍ୟ ୧କୋଟି...

ଲୋକଭବନରେ ‘ଅଟଳ ବନ’ ଉଦଘାଟିତ

0

ଭୁବନେଶ୍ୱର : ଭାରତର ପୂର୍ବତନ ମାନ୍ୟବର ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଲୋକଭବନ ପରିସରରେ ନୂତନ ଭାବେ ବିକଶିତ ପରିବେଶ ଉଦ୍ୟାନ 'ଅଟଳ ବନ'ର ଉଦଘାଟନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣରେ ତାଙ୍କର ମହନୀୟ ଅବଦାନକୁ ସମ୍ମାନ ଜଣାଇ ଏହି ପାର୍କକୁ ତାଙ୍କ ନାମରେ ନାମିତ କରାଯାଇଛି। ଓଡିଶାର ମାନ୍ୟବର ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି, ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି, ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା...

Prep For Republic Day

0

Bhubaneswar: The institutional coordination led by Shri Hemant Sharma, Additional Chief Secretary, Home, I&PR, and Industries, signifies a rigorous systemic synthesis of statecraft and symbolic nationalism. This preparatory session for the 2026 State-Level Republic Day in Bhubaneswar moves beyond mere administrative routine; it functions as a critical infrastructure of civic identity. Director, I& PR, Shri Anuj Kumar Daspatnaik, Director(Technical)...

Tripathy; Factory Safety First

0

Bhubaneswar: In an era defined by rapid industrialization and the escalating risks of mechanical failure, the state government has reaffirmed its commitment to the structural safety of the labor force by mandating an accident-free industrial environment. This strategic priority culminated today in a high-level state training workshop centered on the critical safety protocols required for the installation and maintenance...

ଆକାଶବାଣୀ କଟକ କେନ୍ଦ୍ରରେ ପିଆଇବି ଏଡିଜି

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ଅନୁରୂପ ଓଡ଼ିଶା ଜାତୀୟ ବିକାଶରେ ସକ୍ରିୟ ଅଂଶଗ୍ରହଣ କରୁଛି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଚାରପ୍ରସାରରେ ଆକାଶବାଣୀ କଟକ କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର ଆଜି ଆକାଶବାଣୀ କଟକ କେନ୍ଦ୍ର ପରିଦର୍ଶନ କରିବା ସହିତ ଅଧିକାରୀମାନଙ୍କ ସହିତ...

Census Prep Begins

Bhubaneswar: In a definitive move toward mapping the demographic and socio-economic landscape of the state, the Government of Odisha has activated the preparatory phase for the 2027 Census of India. A high-level meeting of the State-level Census Co-ordination Committee was convened today at Lok Seva Bhawan under the chairmanship of Development Commissioner, Shri Deoranjan Kumar Singh. Principal Secretary Finance,...

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଆସନ୍ତା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୬ ପାଳନ ପରିପ୍ରେକ୍ଷୀରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଅଧ୍ୟକ୍ଷତା କରି କହିଲେ ଯେ ସାଧାରଣତନ୍ତ୍ର ଦିବସ ହେଉଛି ସମସ୍ତଙ୍କ ପାଇଁ ଗର୍ବ, ଗୌରବ ଓ ଭାବବେଗର ପ୍ରତୀକ । ମହାତ୍ମା ଗାନ୍ଧୀ ମାର୍ଗରେ ହେବାକୁ ଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର...

ପଲ୍ୟୁସନ ସାର୍ଟିଫିକେଟ ପ୍ରସଙ୍ଗରେ ଆନ୍ଦୋଳନ ଡାକରା

0

ଭୁବନେଶ୍ୱର : ରାଜ୍ୟରେ ଯାନବାହାନର ପଲ୍ୟୁସନ ସାର୍ଟିଫିକେଟକୁ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ସମଗ୍ର ରାଜ୍ୟବାସୀ ଦହଗଞ୍ଜର ଶିକାର ହେଉଛନ୍ତି । ସରକାରଙ୍କ ଏହି ଆକ୍ରୋଶମୂଳକ ପଦକ୍ଷେପକୁ ନେଇ ରାଜ୍ୟବାସୀଙ୍କ ମନରେ ସରକାରଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରାଜ୍ୟବାସୀଙ୍କ ଏହି ଅସନ୍ତୋଷକୁ ଦୂର କରିବା ଲକ୍ଷ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ଗୁରୁବାର ଠାରୁ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ।  ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଜାରି କରାଯାଇଥିବା ବିବୃତିରେ...