ଉତ୍କର୍ଷ ଓଡିଶା ପାଇଁ ସୁରକ୍ଷା ପ୍ରସ୍ତୁତି
ଭୁବନେଶ୍ୱର : ଚଳିତ ମାସ ଶେଷରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍କର୍ଷ ଓଡିଶା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଦେଶ ବିଦେଶର ପୁଞ୍ଜିନିବେଶକାରୀମାନେ ଯୋଗଦେବାକୁ ଯାଉଥିବାବେଳେ ଏବେ ଠାରୁ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ପ୍ରସଙ୍ଗରେ ନଜର ରଖିଥିବାବେଳେ ରାଜ୍ୟ ସରକାରଙ୍କର ଗୃହ ବିଭାଗ, ପୁଲିସ୍ ମହାନିର୍ଦ୍ଦେଶକ, ପୁଲିସ୍ କମିଶନର ଓ ଭୁବନେଶ୍ୱର ଡିସିପି ଆଦି ଏ ସଂକ୍ରାନ୍ତୀୟ ବ୍ଲୁ ପ୍ରିଣ୍ଟ୍...
ଚିଲିକାକୁ କମିଛି ପକ୍ଷୀଙ୍କ ଆଗମନ
ବ୍ରହ୍ମଗିରି : ଚିଲିକାରେ ଚଳିତ ବର୍ଷର ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ଚିଲିକାରେ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ଦେଶୀ ଓ ବିଦେଶୀ ପକ୍ଷୀ ଚିଲିକାକୁ ଆସିଥିଲେ। ସେଥିମଧ୍ୟରେ ୧୦୯ଟି ବିଦେଶୀ ପ୍ରଜାତିର ୧୦ ଲକ୍ଷ ୮୭ ହଜାର ୨୨୬ ଟି ବିଦେଶୀ ପକ୍ଷୀ ଥିବା ବେଳେ ୮୭ ଟି ସ୍ଥାନୀୟ ପ୍ରଜାତିର ୪୦ ହଜାର ୦୨ ଟି ପକ୍ଷୀ ଚିଲିକାକୁ ଆସିଥିଲେ l ଗଡ଼ୱlଲ ପ୍ରଜାତିର ୨ ଲକ୍ଷ ୧ ହଜାର ୯୨୬ଟି, ନରନ୍ଦନ ପିଙ୍ଗଟେଲ...
Dr.Behera Bags ISOI Fellowship
Bhubaneswar: Santosh Kumar Behera, Senior Principal Scientist, CSIR-IMMT, received the prestigious Fellow of the Instrument Society of India (ISOI) for the year 2024 at the Indian Institute of Science (IISc), Bangalore. Dr. Behera, Senior Principal Scientist at the CSIR-Institute of Minerals & Materials Technology, Bhubaneswar, has been awarded the prestigious Fellow of the Instrument Society of India (ISOI) for the...
SOA CEC Chief Honoured
Bhubaneswar: Sarat Chandra Sahu, Director of Centre for Environment and Climate (CEC) of Siksha ‘O’ Anusandhan Deemed to be University here has been honoured with the World Congress on Disaster Management-Disaster Risk Reduction (WCDM-DRR) award instituted by the Disaster Management Initiatives and Convergence Society-World Congress on Disaster Management (DMICS-WCDM) at New Delhi on Wednesday. Dr. Sahu, a renowned meteorologist who...
SG Prez Lauds Odisha
Bhubaneswar: Singapore President Tharman Shanmugaratnam, who was on a two day visit to Odisha, highly praised the culture, architecture and craft of the state. During his stay, the President along with his wife visited the heritage village of Raghurajpur, the world-famous Sun Temple at Konark and Kalabhoomi, the "vibrant cultural display" unit here. The President interacted with local artisans specializing...
Singh Deo Opens PDTC
Bhubaneswar: Deputy Chief Minister K V Singh Deo today inaugurated a state-of-the-art Power Distribution Technology Centre (PDTC), marking a transformative leap in distribution network management and operational excellence. This cutting-edge technology hub integrates advanced Operational Technology (OT) and Information Technology (IT) systems, along with a 24x7 Power System Control Centre (PSCC) that ensures real-time network monitoring, seamless system operations, and...
ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପିତ
ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଠାରେ ଆଜି ଓଡ଼ିଶା ପ୍ରଶାସନିକ ଅଧିକାରୀ ଶିକ୍ଷାନବିଶ(ପ୍ରୋବେସନର)ଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର 'ଉଦଯାପନ ସମାରୋହ' ଅନୁଷ୍ଠିତ ହୋଇଯାଇଛି | ଗତ କିଛି ମାସ ଧରି ଏକାଡେମୀରେ ୧୧୨ ଜଣ ଓଏଏସ ଅଫିସର ପ୍ରଶିକ୍ଷଣର୍ଥୀମାନଙ୍କୁ ତାଲିମ ଦିଆଯାଇଥିଲା | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯୋଗ ଦେଇ ପ୍ରଶାସନିକ ଅଧିକାରୀମାନେ କିପରି ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣି ପାରିବେ, ସେ ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ। ଶାସନରେ ଉନ୍ନତି ଆଣିବା...
ସୋଆ ସିଇସିର ନିର୍ଦ୍ଦେଶକ ସମ୍ମାନିତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି)ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କୁ ବୁଧବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ୱାର୍ଲ୍ଡ କଂଗ୍ରେସ ଅନ୍ ଡିଜାଷ୍ଟର ମ୍ୟାନେଜମେଂଟ-ଡିଜାଷ୍ଟର ରିସ୍କ ରିଡକ୍ସନ୍ (ଡବ୍ଲ୍ୟୁସିଡିଏମ୍-ଡିଆରଆର) ଅବସରରେ ସମ୍ମାନିତ କରାଯାଇଛି । ପୂର୍ବରୁ ଭୁବନେଶ୍ୱର ଭାରତୀୟ ପାଣିପାଗ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ଡକ୍ଟର ସାହୁ ଏହି ସମ୍ମାନ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କ ଠାରୁ ଗ୍ରହଣ କରିଥିଲେ । ବିପର୍ଯ୍ୟୟ ପ୍ରସ୍ତୁତି...
ବୀମା ନଥିଲେ ଟୋଲଗେଟରେ ଧରାପଡିବେ
ଭୁବନେଶ୍ୱର : ମୋଟର ଯାନରେ ବୀମା ନ ଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲଗେଟ। ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରିହେବ ଇ-ଚାଲାଣ। ଆସନ୍ତା ଫେବ୍ରୁୟାରୀ ପହିଲାରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟି ଟୋଲଗେଟରେ ଏହା କାର୍ଯ୍ୟକାରୀ ହେବ । ମୋଟର ଯାନ ଆଇନ ଅନୁଯାୟୀ ବୈଧ ବୀମା ନଥାଇ ଗାଡ଼ିଚଳାଚଳ କରୁଥିବା ନିୟମ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୋଟର ଯାନ ଆଇନର ଧାରା ୧୪୬ ଅନୁଯାୟୀ ପ୍ରତ୍ୟେକ...
ଦେଶର ମୋଟ୍ ଅପରାଧରେ ଓଡିଶାର ୪ ପ୍ରତିଶତ
ଭୁବନେଶ୍ୱର : ସାରା ଦେଶରେ ଯେତେ ଅପରାଧ ଘଟୁଛି ତାହାର ପାଖାପାଖି ୪ ପ୍ରତିଶତ ଓଡିଶାରେ ସଂଗଠିତ ହେଉଛି । ତେବେ ଉତ୍ତରପ୍ରଦେଶ, କେରଳ, ମହାରାଷ୍ଟ୍ର, ଦିଲ୍ଲୀ ଓ ବିହାର ଭଳି ରାଜ୍ୟରେ ଅପରାଧର ହାର ଢେର ଅଧିକ ରହୁଛି । ଓଡିଶାରେ ଚୋରି ଡକାୟତି ଭଳି ଅପରାଧର ମାତ୍ରା ଅଧିକ ରହୁଥିବାବେଳେ ଏବେ ନିଶା ସାମଗ୍ରୀର ବହୁଳ ବ୍ୟବହାର ରାଜ୍ୟପାଇଁ ବଡ ଆହ୍ୱାନ ପାଲଟିଛି । ଦେଶର ସର୍ବଶେଷ ଅପରାଧ ହାର ରିପୋର୍ଟରେ ଏକଥା ଉଲ୍ଲେଖ କରାଯାଇଛି ଯେ ମଦ ଓ ଅନ୍ୟାନ୍ୟ...









