Education Shapes Identity
Bhubaneswar: The 14th edition of Odisha Manaska, the monthly community discussion forum of All Things Odisha, was held at Sahid Nagar on Sunday, bringing together participants from varied social, cultural, and professional backgrounds. The theme of the session, “Does Education Truly Create Equal Citizens in a Diverse Society?”, invited a wide range of reflections on the promises and pitfalls...
ଶ୍ରୀମନ୍ଦିର ପ୍ରଶାସନରେ ୪ଶହରୁ ଅଧିକ ପଦବୀ ଖାଲି
ଭୁବନେଶ୍ୱର : ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ୪ଶହରୁ ଅଧିକ ପଦବୀ ଖାଲି ପଡିଛି । ଶ୍ରୀମନ୍ଦିର ପ୍ରଶାସନ ପାଇଁ ମୋଟ୍ ୬୫୫ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରେ ମାତ୍ର ୨୦୮ ଜଣ କାର୍ଯ୍ୟରତ ଅଛନ୍ତି । ଆଇନ୍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । କେବଳ ଶ୍ରୀମନ୍ଦିର ପ୍ରଶାସନ ନୁହେଁ, ଖୋଦ୍ ଆଇନ୍ ବିଭାଗରେ ମଧ୍ୟ ଗୁରୁତର କର୍ମଚାରୀ ସଙ୍କଟ । ବିଭାଗ ପାଇଁ ଥିବା ମଂଜୁରୀପ୍ରାପ୍ତ ପଦବୀ ମଧ୍ୟରୁ...
ନିଶାମୁକ୍ତ ସଂକଳ୍ପ ପାଳନ କରନ୍ତୁ ସରକାର
ଭୁବନେଶ୍ୱର : ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଗତ ସାଧାରଣ ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କ ନିକଟରେ ବିଜେପି ସଂକଳ୍ପ ପତ୍ର ଘୋଷଣା କରିଥିବା ବେଳେ ବନ୍ଦ ଥିବା ମଦ ଦୋକାନ ଖୋଲିବା ଓ ତିନୋଟି ନୂଆ ମଦ କାରଖାନା ପ୍ରତିଷ୍ଠା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ କୁହାଯାଇଛି । ସରକାର ତାଙ୍କ ନିଷ୍ପତ୍ତି ବଦଳାଇ ଓଡ଼ିଶା ନିଶା ନିବାରଣ ଆଇନ୍ ୧୯୫୬କୁ ସଂଶୋଧନ ସହିତ ତୁରନ୍ତ ଲାଗୁ କରିବାକୁ ଅଭିଯାନ ଦାବି କରିଛି । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରଧାନମନ୍ତ୍ରୀ ଓ...
Pradeep Jena Wins BBSR Club
Bhubaneswar: In a closely watched election at the Bhubaneswar Club, former Chief Secretary Shri Pradeep Kumar Jena secured the presidency, marking a significant victory over the two-time incumbent, Shri Asit Kumar Tripathy. The election, which concluded with a final count on Sunday, saw Jena win by a narrow margin of just 18 votes. Shri Jena's victory followed a campaign centered...
ଯୁବବର୍ଗଙ୍କ ପାଇଁ କୌଣସି ରୋଡମ୍ୟାପ୍ ନାହିଁ
ଭୁବନେଶ୍ୱର : ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ୧୫ ମାସ ବିତି ଯାଇଥିଲେ ମଧ୍ୟ ସରକାରଙ୍କ ଯୁବ ବର୍ଗର ବିକାଶ ପାଇଁ କୌଣସି ରୋଡମ୍ୟାପ ନାହିଁ ଯାହା ଯୋଗୁ ଯୁବବର୍ଗ ସଂପୂର୍ଣ୍ଣ ଅବହେଳିତ ଓ ହତାଶ ହୋଇପଡିଛନ୍ତି ବୋଲି ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ କହିଛନ୍ତି । ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ସାହୁ କହିଥିଲେ, ରାଜ୍ୟରେ ବେକାରୀ ବେରୋଜଗାରୀ ଆଜି ଚରମ ସୀମାରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ କୌଣସି ଯୁବ ନୀତି ନାହିଁ କି...
ନିଶାମୁକ୍ତ ଭାରତ ଅଭିଯାନ ପାଇଁ ଗଣ ଦୌଡ଼
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶବ୍ୟାପି ଜାରି ରହିଥିବା ସେବା ପର୍ବ ଅନ୍ତର୍ଗତ "ନିଶାମୁକ୍ତ ଭାରତ ଅଭିଯାନ" ରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରୁ ଏକ ବିଶାଳ ଗଣ ଦୌଡ଼ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଏହି ଗଣ ଦୌଡ଼ରେ ସାମିଲ ହୋଇଥିଲେ। କଳିଙ୍ଗ ଷ୍ଟାଡିଅମ ଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ଆୟୋଜିତ ମାରାଥନରେ ମୁଖ୍ୟମନ୍ତ୍ରୀ ନିଜେ ସମସ୍ତ ଛାତ୍ରଛାତ୍ରୀ, ଖେଳାଳୀ, ଯୁବବର୍ଗ ଓ ଅନେକ...
୧୩ଜଣଙ୍କୁ ମିଳିଛି ବିବାହ ସହାୟତା
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଝିଅ ବାହାଘର ପାଇଁ ୧୩ଜଣଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଗତ୍ସିଂହପୁର ଜିଲ୍ଲାର ୭ଜଣ ହିତାଧିକାରୀ ରହିଥିବାବେଳେ କେନ୍ଦ୍ରାପଡା, ଖୋରଧା ଓ ସୁନ୍ଦରଗଡର ୨ଜଣ କରି ରହିଛନ୍ତି । ଏହି ସହାୟତା ଯଶୋଦା ଯୋଜନାରେ ପ୍ରଦାନ କରାଯାଇଛି । ଯଶୋଦା ଯୋଜନାର କାର୍ଯ୍ୟକାରିତା ନେଇ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବଜେଟରେ ସରକାର ଅନାଥ ଶିଶୁମାନଙ୍କୁ...
ନିଶା ବ୍ୟବହାର ବୃଦ୍ଧି ଯୋଗୁଁ ବିଗୁଡ଼ୁଛି ବ୍ୟବସ୍ଥା
ଭୁବନେଶ୍ୱର : ଓଡ଼ିଶାରେ ନିଶା କାରବାର ଉଦ୍ବେଗଜନକ ଭାବେ ବଢ଼ି ଚାଲିଥିବା ବେଳେ ଏଥିରେ ବିଶେଷକରି ମହିଳା, ଶିଶୁ, ଯୁବପିଢ଼ି, ଶ୍ରମିକ ଓ ଛାତ୍ରଛାତ୍ରୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଏ ପରିପ୍ରେକ୍ଷୀରେ ରାଜ୍ୟରେ ନିଶା ନିବାରିତ ହେବା ପରିବର୍ତ୍ତେ ପ୍ରସାରିତ ହେଉଥିବାରୁ ବିଭିନ୍ନ କିସମର ଅପରାଧ, ଆଇନ୍ଶୃଙ୍ଖଳା ପରିସ୍ଥିତି, ହିଂସା, ଦୁର୍ଘଟଣା, ହତ୍ୟା, ଆତ୍ମହତ୍ୟା, ମହିଳାଙ୍କ ପ୍ରତି ଅପରାଧ ଆଦି ବଢ଼ି ଚାଲୁଛି । ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନଗୁଡ଼ିକ ମାଧ୍ୟମରେ ବର୍ଷକୁ ପ୍ରାୟ ୨୫ କୋଟି ଲିଟର ବିଭିନ୍ନ କିସମର ମଦ...
ବିଶ୍ୱ ବୈଜ୍ଞାନିକ ତାଲିକାରେ ସୋଆର ୪୧
ଭୁବନେଶ୍ୱର : ପ୍ରସିଦ୍ଧ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୪୧ ଜଣ ଗବେଷକ ସ୍ଥାନ ପାଇଛନ୍ତି । ୨୦୨୫ ନିମନ୍ତେ ଆମେରିକାର ଏହି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ସାମିଲ ହୋଇଛନ୍ତି । ୨୦୨୪ରେ ଷ୍ଟାନ୍ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୩୨ ଜଣ ଗବେଷକ ସ୍ଥାନ ପାଇଥିଲେ । ଷ୍ଟାନ୍ଫୋର୍ଡ ଦ୍ୱାରା ପ୍ରକାଶିତ...
SOA Scientists In Stanford List
Bhubaneswar: Siksha 'O' Anusandhan (SOA) Deemed to be University has reaffirmed its position as a leading research institution with 41 of its researchers making it to the prestigious Stanford University's list of the world's top 2 per cent scientists for 2025. This achievement marks a significant increase from the 32 scientists featured on the same list in 2024. The Stanford...









