ମାର୍ଚ୍ଚ ୧୨ ପରେ ୪୦ ଡିଗ୍ରୀ ତାତି

ଭୁବନେଶ୍ୱର : ହିମାଳୟ ଅଂଚଳରୁ ତୀବ୍ର ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ଓଡ଼ିଶାରେ ରାତ୍ରି ତାପମାତ୍ରାରେ ଗତ ୩ ଦିନ ଧରି ପତନ ଫଳରେ ଶୀତ ଦିନ ପରି ଅନୁଭୂତ ହୋଇଥିଲେ ମଧ୍ୟ ଆସନ୍ତା ୪ ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଶନିବାର କୁହାଯାଇଛି । କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଶନିବାର ଠାରୁ ମଙ୍ଗଳବାର ମଧ୍ୟରେ ବଙ୍ଗୋପ...

Women Get 5K CR Subhadra Funds

0

Berhampur: On the occasion of International Women’s Day, Chief Minister Mohan Charan Majhi today distributed more than Rs 5,000 crore to over one crore women beneficiaries under the Subhadra Yojana. Shri Majhi distributed the second installment of the scheme at Ambapua here on 8 March. Addressing a large gathering, the Chief Minister said the Subhadra Yojana has become a revolution in...

ମହିଳାଙ୍କୁ ନ୍ୟାୟ ଦେବାକୁ କଂଗ୍ରେସ ଲଢିବ

ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ ଏବଂ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ମିଳିତ ଭାବେ ମାଷ୍ଟରକ୍ୟାଂଟିନ ଛକରେ ବିଶ୍ୱମହିଳା ଦିବସ ପାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦେଶ ମହିଳା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ମିନାକ୍ଷୀ ବାହିନୀପତି ଅଧ୍ୟକ୍ଷତା କରିଥିଲେ । ମହିଳା କଂଗ୍ରେସର ନେତୃବୃନ୍ଦ, କର୍ମକର୍ତା ଓ କର୍ମୀମାନେ ମୁହଁରେ କଳାପଟି ବାନ୍ଧି ଅଭିନବ ଉପାୟରେ ବିଶ୍ୱମହିଳା ଦିବସ ପାଳନ କରିଥିଲେ । ଓଡ଼ିଶାରେ ମହିଳାମାନଙ୍କର ଦୟନୀୟ ପରିସ୍ଥିତି ଓ ଅସନ୍ତୋଷକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟକ୍ତ କରାଯାଇଥିଲା...

70L MT Paddy Procured

0

Bhubaneswar: The State Government has procured nearly 70 lakh metric tonne of paddy from the farmers during the ongoing Khariff crop season and transferred more than Rs 21,000 crore to the farmers as MSP and input subsidy of Rs 800 per quintal as announced by the BJP government.    Food Supplies and Consumer Welfare Minister Krushna Chandra Patra today reviewed...

କିଣା ସରିଲାଣି ୭୦ ଲକ୍ଷ ମେଟ୍ରିକ ଟନ ଧାନ

ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଭାଗୀୟ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ୍‌ ସକ୍‌ସେନା ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।...

Cong Urges Women Safety

0

Bhubaneswar: The Congress party, which came to life after the appointment of Bhakta Charan Das as State President, today observed the International Women’s Day as protest day. Tying black ribbons on their mouths, the women wing of Congress today staged a protest here at Master Canteen Square. Odisha Pradesh Congress Committee (OPCC) President Das, senior MLA Taraprasad Bahinipati and several...

SOA Empowers Women

0

Bhubaneswar: Women employees of Siksha ‘O’ Anusandhan (SOA) Deemed to be University celebrated the International Women’s Day, a day earlier than the designated date, on Friday with the SOA Vice-President Saswati Das expressing satisfaction that the fair sex walked alongside men in almost every sphere of life today. ‘Today, women have scaled new heights and flying war planes. Women have...

ମିଳିଲା ସୁଭଦ୍ରାର ଦ୍ଵିତୀୟ କିସ୍ତି

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ୫୧ତମ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୯ ମାସର ଆମର ନୂଆ ସରକାର ଆଜି ରାଜ୍ୟର ୧ କୋଟିରୁ ଅଧିକ ମା’ଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ରାସ୍ତା ଖୋଲି ପାରିଛି । ସବୁ ମା’ଙ୍କୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା...

କ୍ୟାମ୍ପସ ନିଯୁକ୍ତିରେ ଓୟୁଟିଆର ଆଗୁଆ

0

ଭୁବନେଶ୍ୱର : ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଯାନ୍ତ୍ରିକ ମହାବିଦ୍ୟାଳୟ ମଧ୍ୟରୁ ଭୁବନେଶ୍ୱର ଠାରେ ଥିବା ଓୟୁଟିଆରର କ୍ୟାମ୍ପସ୍‍ ନିଯୁକ୍ତ ହାର ସର୍ବାଧିକ ରହିଛି । ଏଠାରେ ଶେଷ ବର୍ଷରେ ଅଧ୍ୟୟନ କରୁଥିବା ୭୧ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓୟୁଟିଆରରେ ସର୍ବାଧିକ କ୍ୟାମ୍ପସ...

ଦରକାର ଆଉ ୬୪୬ କୋଟି

0

ଭୁବନେଶ୍ୱର : ରାଜ୍ୟ ସରକାର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦେବାପାଇଁ ଘୋଷଣା କରିଥିବାବେଳେ ଏଥିପାଇଁ ବର୍ଷକୁ ୬୪୬ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହେବ । ଏହି ଦୁଇ ଶ୍ରେଣୀରେ ପଢୁଥିବା ୧୦ଲକ୍ଷରୁ ଅଧିକ ପିଲା ଯୋଜନାରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆଜି ବିଧାନସଭାରେ ବିଧାୟକ ଚନ୍ଦ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି...