Dr.Prabodh Mohanty Takes Over As UCCIL Chief
Bhubaneswar: Utkal Chamber of Commerce & Industry Limited (UCCIL) has elected its new Office Bearers on 28 September and on 1 October; the new Team UCCIL took over the Office. Dr.Prabodh Mohanty has taken over as the President of UCCIL, the top Trade and Industry Association of the State. Dr.Mohanty has taken charge from outgoing President Brahma Mishra in a simple...
Utkarsh Odisha 2025
Bhubaneswar: To attract more investments to the State, the Government is all set to host the Utkarsh Odisha: Make in Odisha Conclave 2025 here on January 28, 29, 2025. The mega investors’ meet is expected to attract business leaders, industry experts, policymakers, and diplomats from around the world. The Utkarsh Odisha: Make in Odisha Conclave 2025 promises to be the largest...
BJD BJP Face-Off
Bhubaneswar: The Opposition BJD and ruling BJP indulged in war of words on X over a communal unrest incident reported in the State during the last few months. Leader of Opposition Naveen Patnaik criticized the BJP government in a post on X while BJP has given a buffeted reply this morning. Shri Patnaik said four incidents of communal unrest during the...
Wild Leopard In SMP Zoo
Bhubaneswar: A wild male leopard, which killed two human beings and injured one in Nuapada district last year, has been successfully rehabilitated and put for public display at Sambalpur Zoo today. The leopard was captured on November 5, 2023. It was then brought from Nuapada to the Rescue Centre in Sambalpur zoo under Hirakud Wildlife Division on November 8, 2023,...
ସୋଆକୁ ଏକ୍ସିଲେନ୍ସ ପୁରସ୍କାର
ଭୁବନେଶ୍ୱର : ଆରଟିଆଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ୨୦୨୪ ନିମନ୍ତେ ଇନ୍ଟରନ୍ୟାସ୍ନାଲ୍ ହାୟର ଏଜୁକେସନ୍ ଏକ୍ସିଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି । ସେପ୍ଟେମ୍ବର ୨୮ ତାରିଖରେ ଇନ୍ଟରନ୍ୟାସ୍ନାଲ୍ ରାଇଟ ଟୁ ଇନ୍ଫର୍ମେସନ୍ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିକିମ୍ର ପୂର୍ବତନ ରାଜ୍ୟପାଳ ଡ. ବି.ପି. ସିଂହ, ପୂର୍ବତନ ଇନ୍ଫରମେସନ୍ କମିସନର ଶ୍ରୀ...
ବିଏସ୍ଏବିଟି ଅନୁଧ୍ୟାନ କଲେ ମନ୍ତ୍ରୀ
ଭୁବନେଶ୍ଵର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ (ବିଏସ୍ଏବିଟି)ର ଅନୁଧ୍ୟାନ କରିଛନ୍ତି। ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ଥିରୁମାଲା ନାୟକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ଟର୍ମିନାଲରେ ଯାତ୍ରୀ ସେବା, ଭିତ୍ତିଭୂମି ଏବଂ ନିରାପତ୍ତା ବ୍ୟବସ୍ଥାର ଆକଳନ ଏବଂ ମାନ ପରଖିଥିଲେ। ଯାତ୍ରୀମାନଙ୍କ ସହ ଆଲୋଚନା ବେଳେ ଡାକ୍ତର ମହାପାତ୍ର ଫୁଲବାଣୀ ଯିବାକୁ ଅପେକ୍ଷା କରିଥିବା ତିନି ଜଣ ଦୃଷ୍ଟିହୀନ ଯୁବତୀଙ୍କୁ ଭେଟିଥିଲେ। ସେ...
ବିଶ୍ୱବିଦ୍ୟାଳୟ ଆଇନ୍ ସଂଶୋଧନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର : ଶିକ୍ଷକ ମରୁଡି ଯୋଗୁଁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ଲାଗି ରହିଥିବା ସାଂଘାତିକ ସ୍ଥିତିରେ ସୁଧାର ଆଣିବାପାଇଁ ଓଡିଶା ସରକାର ୨୦୨୦ର ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ର ଉଚ୍ଛେଦ କିମ୍ବା ପୁନଃ ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ଶିକ୍ଷାବିତ୍ଙ୍କ ସମେତ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ଏବଂ ସଂଗଠନମାନଙ୍କ ମତାମତ ଲୋଡାଯିବ । ଏଠାରେ ଉଲ୍ଲେଖନୀୟ ଯେ ବିଧାନସଭାରେ ସ୍ୱତନ୍ତ୍ର ବିଧେୟକ ଆଣି ରାଜ୍ୟ ସରକାର ଓଡିଶା ବିଶ୍ୱବିଦ୍ୟାଳୟ ଆଇନ୍ରେ ୨୦୨୦ ମସିହାରେ ବ୍ୟାପକ ସଂଶୋଧନ କରିଥିଲେ ।...
ଶୀତଳଭଣ୍ଡାରରେ ପ୍ରି-ପେଡ୍ ଟ୍ୟାକ୍ସି ଯୋଜନା
ଭୁବନେଶ୍ୱର : ରେଳଷ୍ଟେସନ ଓ ବିମାନବନ୍ଦରରୁ ସୁରକ୍ଷିତ ଭାବେ ଯାତ୍ରୀ ପରିବହନ ପାଇଁ ହୋଇଥିବା ପ୍ରି ପ୍ରେଡ୍ ଟ୍ୟାକ୍ସି ଯୋଜନା ଶୀତଳଭଣ୍ଡାରରେ ରହିଯାଇଛି । ଏଥି ସହିତ ମହିଳାଙ୍କ ପାଇଁ ଆରମ୍ଭ ହୋଇଥିବା ପିଙ୍କ୍ ଅଟୋ ବ୍ୟବସ୍ଥା ମଧ୍ୟ ରାଜଧାନୀ ରାସ୍ତାରୁ ଉଭେଇ ଯାଇଛି । ଏହା କେବେ ଚାଲିବ ତାହାକୁ ପୁଣିଥରେ ରାଜଧାନୀବାସୀ ଅପେକ୍ଷା କରିଛନ୍ତି । ଅନ୍ୟ ରାଜ୍ୟଭଳି ରେଳଷ୍ଟେସନ ଓ ବିମାନବନ୍ଦରୁ ପୁଲିସ୍ ସହାୟତାରେ ପ୍ରିପ୍ରେଡ୍ ଟ୍ୟାକ୍ସି ଚଳାଚଳର ଯୋଜନା ହୋଇଥିଲା । ଏହା କାର୍ଯ୍ୟକାରୀ ହୋଇଥିଲେ ବିଳମ୍ବିତ ରାତ୍ରୀରେ...
Talk On Odishan Culture
Bhubaneswar: "Sanskruti Charcha" ceremony on "Skill Development and The Role Of Youth for the development of Odisha " was held at the Odisha State Archives today. The event was organized by the Odia Language, Literature, and Culture department. The event was graced by Bishnupada Sethi, Principal Secretary of the Odia Language, Literature, and Culture department as the Chief Guest. In...
STA Warns Fraudsters
Cuttack: The State Transport Authority (STA) has noticed through various media reports that some individuals in Sundargarh district are collecting money from vehicle drivers under the false pretense of conducting road safety, using banners to mislead the public. The STA hereby clarifies to the public that this activity is completely illegal. No one has been granted permission to engage in...