Vedanta Celebrates “Proud Parents”
Bhubaneswar: Aligning with the United Nations' theme for this year's "International Day of Families" – "Family-Oriented Policies for Sustainable Development" – Vedanta Aluminium, India's foremost aluminium producer, recently hosted its annual "Proud Parents" event. This year's edition, a special two-day affair, was exclusively dedicated to the parents of its valued employees. The initiative underscores Vedanta's commitment to fostering a strong...
ଇସ୍ପାତ ଉଦ୍ୟୋଗକୁ ଅଧିକ ସୁବିଧା ଦାବି
ଭୁବନେଶ୍ୱର : ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବା ଓଡିଶାର ଲକ୍ଷ୍ୟ। ଏଥିରେ ଖଣି ଓ ଷ୍ଟିଲ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ...
ବେଦାନ୍ତ ଆଲୁମିନିୟମରେ କର୍ମଚାରୀଙ୍କ ପିତାମାତାଙ୍କୁ ସ୍ୱାଗତ
ଝାରସୁଗୁଡା : ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍, 'ଗର୍ବିତ ପିତାମାତା' (ପ୍ରାଉଡ୍ ପ୍ୟାରେଣ୍ଟସ୍) ଆୟୋଜନ କରି ଆନ୍ତର୍ଜାତୀୟ ପରିବାର ଦିବସ ପାଳନ କରିଛି, ଯାହା ଏହାର କର୍ମଚାରୀଙ୍କ ପିତାମାତାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଆୟୋଜିତ ଏକ ବାର୍ଷିକ କାର୍ଯ୍ୟକ୍ରମ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ଝାରସୁଗୁଡ଼ାରେ ଏହାର ମେଗା ଆଲୁମିନିୟମ କାରଖାନାର ପ୍ରଥମ ଅଭିଜ୍ଞତା ପ୍ରଦାନ କରିବା ଏବଂ ଏହାର କର୍ମଚାରୀଙ୍କ ମଧ୍ୟରେ ଏକ ପରିବାର କୈନ୍ଦ୍ରିକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା। ଚଳିତ ବର୍ଷ ମିଳିତ ଜାତିସଂଘ ଦ୍ୱାରା...
CES Bags ‘Best’ National Award
Bhubaneswar: With the Centre for Environmental Studies (CES), operating under the aegis of the Department of Forest, Environment & Climate Change, Government of Odisha, has been lauded for its exemplary work in environmental education, Director CES Dr.K Murugesan is happy with its incredible success. The CES was recognized as the Best Implementing Agency for the Environment Education Programme (EEP) of...
ଦାରା ମାମଲାରେ ସମୟ ନେଲେ ସରକାର
ଭୁବନେଶ୍ୱର : ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହମ ଷ୍ଟେନ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ଜୀଅନ୍ତା ପୋଡି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗରେ ପ୍ରାୟ ୨୫ବର୍ଷ ଧରି କାରାରୁଦ୍ଧ ଥିବା ଅପରାଧି ରବୀନ୍ଦ୍ର ପାଲ୍ ଓରଫ ଦାରା ସିଂ ମୁକ୍ତ ହେବାପାଇଁ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରିବାପରେ ଏବେ ସୁପ୍ରିମ୍କୋର୍ଟର ଆଶ୍ରୟ ନେଇଛି । ତେବେ ପ୍ରାୟ ୧୦ମାସ ଧରି ଏହି ମାମଲା ଚାଲିଥିଲେ ମଧ୍ୟ ଦାରା ସିଂର ମୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାର ସମୟ ଗଡାଇ ଚାଲୁଥିବାରୁ କିଛି...
ପାଚିଲା ଫଳରେ ରସାୟନିକ ବ୍ୟବହାର
ଭୁବନେଶ୍ୱର : ରାଜ୍ୟରେ ଏବେ ଫଳ ବ୍ୟବସାୟ ଜୋରସୋରରେ ଚାଲିଛି । ଫଳର ରାଜା ଆମ୍ବ ସହିତ ଲିଚୁ, ଅମୃତଭଣ୍ଡା, ସପୁରୀ, କଦଳୀ ଆଦି ଅଧିକ ସଂଖ୍ୟାରେ ବିକ୍ରି ହେଉଛି । ତେବେ ଅଧିକାଂଶ ଫଳକୁ ଶୀଘ୍ର ପଚାଇବାପାଇଁ ବ୍ୟବସାୟୀମାନେ ଏଥିରେ ନିଷିଦ୍ଧ ରସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି । ରାଜ୍ୟରେ ବିକ୍ରି ହେଉଥିବା ଫଳ ମଧ୍ୟରୁ ଆମ୍ବ ଓ କଦଳୀ ସାଧାରଣତଃ ରାଜ୍ୟ ବାହାରୁ ଆସୁଛି । ଏଥି ସହିତ ଲିଚୁ ବି ବିହାର ଭଳି ରାଜ୍ୟରୁ ଆସିବାରେ ଲାଗିଛି । ତେବେ...
Tragedy Strikes Paralakhemundi
Paralakhemundi: A pall of gloom has descended upon Paralakhemundi following the tragic demise of an entire family. Subhashis Panigrahi, a resident of the town, passed away today at MKCG Medical College and Hospital in Berhampur. This follows the deaths of his eight-year-old son, Bijayananda, who succumbed earlier at the District Headquarters Hospital in Paralakhemundi, and his 11-year-old daughter, Priyadarshini,...
State Accepts Kalikesh Demand
Bhubaneswar: Raising voices for Deogaon Block of Bolangir District, Senior BJD Lawmaker Kalikesh Narayan Singh Deo had demanded the State Government for opening of a Sub-Registrar office in the block. The Revenue and Disaster Management Department has accepted the genuine demand of the Shri Singh Deo, which is going to benefit lakhs of people of the Deogaon Block, which comes...
Mamata Merges With PMMVY
Bhubaneswar: The State Cabinet today decided to merge the State-sponsored Mamata scheme with the Central scheme—Pradhan Mantri Matru Vandana Yojana (PMMVY). The State Cabinet led by Chief Minister Mohan Charan Majhi has decided to jointly implement two schemes with effect from April 1, 2025. The scheme will be named as MAMATA-PMMVY, Majhi told media persons. Earlier, beneficiaries used to get Rs10,000...
11.25% For SEBC
Bhubaneswar: In a major decision to woo the OBCs, the State Government today decided to provide 11.25% reservation in admission for SEBC students in the higher education sector. The State Cabinet has decided to provide 11.25% reservation to students belonging to socially and Economically Backward Classes (SEBC) in State Public Universities, State Government and Aided Higher Secondary and Higher Education...









