ସମ୍ ରେ ସିଏମ୍ଇ ଆୟୋଜିତ
ଭୁବନେଶ୍ୱର : କର୍କଟ ରୋଗର ନିର୍ଣ୍ଣୟ, ପୂର୍ବାନୁମାନ ଓ ଚିକିତ୍ସା କ୍ଷେତ୍ରରେ ବିଶେଷ ଗୁରୁତ୍ୱ ବହନ କରୁଥିବା ମଲିକ୍ୟୁଲାର ହେମାଟୋଲଜି କ୍ଷେତ୍ରରେ ବର୍ତମାନ ଘଟୁଥିବା ଉନ୍ନତି ସଂପର୍କରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ଠାରେ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ‘ମଲିକ୍ୟୁଲାର ହେମାଟୋଲଜି- ଦି ଫ୍ୟୁଚର ୱି ଆର୍ ଲିଭିଂ ଇନ୍’ ଶୀର୍ଷକ ଏହି କଂଟିନ୍ୟୁଇଂ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) କାର୍ଯ୍ୟକ୍ରମ ଗତ ବୁଧବାର ଦିନ ହାଇବ୍ରିଡ୍ ମୋଡ୍ରେ ଆୟୋଜିତ ହୋଇଥିବା ବେଳେ ରାଜ୍ୟ ତଥା ରାଜ୍ୟ...
ଶୂନ୍ୟ ମୃତାହତକୁ ସୁନିଶ୍ଚିତ କରିଛି ଟିମ୍ ଅର୍ବାନ୍
ଭୁବନେଶ୍ୱର : ବାତ୍ୟାରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ‘ଟିମ୍ ଅର୍ବାନ୍’ର ପ୍ରଭାବୀ କାର୍ଯ୍ୟକଳାପ ଓ ପ୍ରତିରୋଧୀ ପଦକ୍ଷେପ ଫଳପ୍ରଦ ହୋଇଛି । ବିଭାଗୀୟ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଦିଗ୍ଦର୍ଶନରେ ‘ଟିମ୍ ଅର୍ବାନ୍’ ବିଭିନ୍ନ ପ୍ରସ୍ତୁତିରେ ସଫଳ ହୋଇଥିବାବେଳେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ନେତୃତ୍ୱରେ ଶୂନ୍ୟ ମୃତାହତକୁ ସୁନିଶ୍ଚିତ କରିପାରିଛି । ଭାରତୀୟ ପାଣିପାଗ ସଂସ୍ଥାର ବାତ୍ୟା ସୂଚନା ପାଇବା ପରେ ପରେ ବିଭିନ୍ନ ମୁନିସିପାଲ କମିଶନର ଓ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ନିର୍ବାହୀ...
Sethi Care For PwBDs
Bhubaneswar: The Department of Social Security and Empowerment of Persons with Disabilities (SSEPD) has asked all Departments to identify posts to be reserved for Persons with Benchmark Disabilities (PwBDs). SSEPD Principal Secretary Bishnupada Sethi has written a letter to all the Departments in this matter very recently. In the letter, Shri Sethi said the Rights of Persons with Disabilities (RPwD) Act...
SUM Conducts CME
Bhubaneswar: Latest advancements in the field of molecular hematology, which has a direct impact on cancer diagnosis, prognosis and treatment, were discussed at a workshop held at the Institute of Medical Sciences and SUM Hospital here. The Continued Medical Education (CME) program on the subject ‘Molecular Hematology—The Future We Are Living In’, conducted on hybrid mode on Wednesday, attracted delegates...
Team Urban Ensures Zero Causality
Bhubaneswar: Amid anticipation of cyclone Dana, the proactive actions through effective management and resilient response of the Urban Development Department led by Minister Krushna Chandra Mahapatra proved fruitful. Team Urban's measures spearheaded by Principal Secretary Usha Padhee ensured Zero Casualty in DANA. Soon after IMD's warning on Cyclone DANA, Municipal Commissioners and Executive Officers of ULBs across the regions...
Majhi Monitors Post Cyclone Operations
Bhubaneswar: Chief Minister Mohan Charan Majhi, who is continuously monitoring the situation, visited the office of SRC again today and took stock of the post-cyclone situation. Meanwhile, the State Government today placed four officers under suspension on charge of dereliction of duty and misbehaving with people during cyclone-related work. Revenue and Disaster Management minister Suresh Pujari said three Panchayat Extension Officers...
Padhee Asks Crop Damage Report
Bhubaneswar: With the Cyclone Dana weakened into a deep depression after causing damages to Crops, the State Government is now geared up to assess the damages caused by the natural disaster. Dr.Arabinda Padhee, Principal Secretary Agriculture and Farmers’ Empowerment has directed officials to assess and enumerate the Crop Loss. Dr.Padhee, who swung into action immediately aftermath Cyclone Dana adversely impacted the...
ଟାଟା ପାୱାରର ସିକ୍ୟୁରିଟି ଡିପୋଜିଟ୍ ବୋଝ
ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ଏବେ ଏକ ନୂଆ ପଦ୍ଧତିରେ ଗ୍ରାହକଙ୍କ ଠାରୁ ଅର୍ଥ ଆଦାୟ ଆରମ୍ଭ କରିଛି । ଦୁଇ ବର୍ଷର ବିଦ୍ୟୁତ୍ ବିଲ୍କୁ ହିସାବ କରି ଅଧିକ ପରିମାଣର ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ନୋଟିସ୍ ପଠାଇବା ଆରମ୍ଭ କରିଛି । ଯେଉଁମାନେ ଧାର୍ଯ୍ୟ ସମୟ ମଧ୍ୟରେ ଏହା ପଇଠ ନକରିବେ ସେମାନଙ୍କ ଲାଇନ୍ କାଟି ଦିଆଯିବ ବୋଲି ଟାଟା ପାୱାର ଧମକ ବି ଦେଇଛି । ମିଳିଥିବା ସୂଚନା ଅନୁଯାୟୀ ଟାଟା ପାୱାର କର୍ତ୍ତୃପକ୍ଷ...
ସପ୍ତାହକରେ କ୍ଷୟକ୍ଷତି ରିପୋର୍ଟ
ଭୁବନେଶ୍ୱର : ବାତ୍ୟା ଦାନା ଦୁର୍ବଳ ହୋଇ ଘର, ବିଦ୍ୟୁତ ଭିତ୍ତିଭୂମି ଓ ଫସଲ ନଷ୍ଟ ହେବା ପରେ ଏବେ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ଆକଳନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଆସନ୍ତାକାଲି ଠାରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହୋଇ ସପ୍ତାହକ ମଧ୍ୟରେ ଶେଷ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଗଣମାଧ୍ୟମପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ବାତ୍ୟାରେ ଯେଉଁମାନଙ୍କ ଘର କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ସରକାର ପକ୍କା...
ବଗପାଟିଆରେ କନକ ବର୍ଦ୍ଧନ
ଭୁବନେଶ୍ଵର: ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚୁଆ ଗ୍ରାମ ଓ ବଗପାଟିଆ ଗ୍ରାମ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା l ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ବର୍ଷା, ପାଣି କାଦୁଅକୁ ଖାତିର ନ କରି ତାଳଚୁଆ ଓ ବଗପାଟିଆରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ସ୍ଥିତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ...