ଶୀତଳଭଣ୍ଡାରରେ ବନ୍ଦ ବିଦ୍ୟାଳୟ ପ୍ରସଙ୍ଗ
ଭୁବନେଶ୍ୱର : ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସ ଯୋଗୁଁ ବନ୍ଦହୋଇ ଯାଇଥିବା ବିଦ୍ୟାଳୟଗୁଡିକୁ ପୁଣିଥରେ ଖୋଲିବାପାଇଁ ଥିବା ପ୍ରସ୍ତାବ ଶୀତଳଭଣ୍ଡାରରେ । ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ସତ୍ୱେ ଏହିସବୁ ବିଦ୍ୟାଳୟ ସବୁ ଖୋଲୁନଥିବାବେଳେ ସ୍କୁଲଘରଗୁଡିକ ଏବେ ଭୂତକୋଠି ପାଲଟିଛି । ଯେଉଁସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ରୁ କମ୍ ରହିଲେ ତାହାକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶାଇ ଦେବାପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ତଦନୁଯାୟୀ ରାଜ୍ୟର ୪୬୨୦ଟି ବିଦ୍ୟାଳୟର ମିଶ୍ରଣ ହୋଇଥିଲା । ମିଶ୍ରଣ ପରେ ବନ୍ଦ ହୋଇଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ...
ଦୁର୍ନୀତିଖୋରଙ୍କୁ ଆଉ ଛଡାଯିବ ନାହିଁ
ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ୨୦୨୪ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନୀତିକୁ ଦୃଢ ଭାବେ ବିରୋଧ କରିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଏଥି ସହିତ ବିଜେଡି ସରକାର ଅମଳରେ କିଭଳି ଦୁର୍ନିତୀ ହେଉଥିଲା ତାହାକୁ ଇଙ୍ଗିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ସେକାଳ ପଖାଳ ଆଉ ନାହିଁ । ଦୁର୍ନୀତି ଆଜି ଦୁର୍ନୀତିଖୋରଙ୍କ ପାଇଁ ଇତିହାସ ହୋଇ ସାରିଛି। ଦୁର୍ନୀତି ବିରୋଧରେ ଲଢେଇ କେବଳ ଲୋକସେବା ଭବନ...
ସୋଆ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୨୦୨୪-୨୫ ଶିକ୍ଷା ବର୍ଷ ନିମନ୍ତେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି। ଗତ ଶନିବାର ଦିନ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ-୧ରେ ଏମ୍ବିବିଏସ୍ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସୋମବାର ଦିନ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨, ଫୁଲନଖରା କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହି ଉତ୍ସବର ଆୟୋଜନ କରାଯାଇଥିଲା। ଶନିବାର...
ଦେଶର ୪୦% କପା ଓଡିଶାର
ଭୁବନେଶ୍ୱର: ଭାରତରେ ବ୍ୟବହୃତ କପାର ମୋଟ ୪୦ ପ୍ରତିଶତ କପା ଓଡ଼ିଶାରେ ଚାଷ ହେଉଛି ଏବଂ ଆଜି ଏହା ୧୧ ଟି ଜିଲ୍ଲାର ୨ ଲକ୍ଷ ୩୯ ହଜାର ହେକ୍ଟର ଜମିକୁ ସମ୍ପ୍ରସାରିତ ହୋଇପାରିଛି। କେବଳ ରାୟଗଡ଼ା, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରୁ ହିଁ ଓଡ଼ିଶାର ୮୫ ପ୍ରତିଶତ କପା ଉତ୍ପାଦନ ହେଉଛି। ଆଜି କୃଷିଭବନସ୍ଥିତ ଅଡିଟୋରିଅମ ହଲରେ କପା ଚାଷ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ...
Similipal Welcomes Maha Guest
Bhubaneswar: With Ace Wildlife Conservator, Susanta Nanda is at helm, Odisha has added another plume to its fledging cap of Wildlife Conservation. PCCF Wildlife, Shri Nanda has been actively trying hard for addition of a healthy tigress to the Similipal Tiger Reserve (STR) in Mayurbhanj district. Thanx to his sincere efforts, STR has welcomed a young tigress of age 2.5...
CM Slams BJD Over Corruption
Bhubaneswar: Chief Minister Mohan Charan Majhi today strongly criticized the previous BJD government accusing corruption was rampant during its last 24 years rule. While attending the state level observation of Vigilance Awareness Week, 2024 here, Shri Majhi said there was huge corruption in the 5T school transformation programme and construction of a world class hospital. The officers indulge in corrupt...
CRUT Tops Urban Mobility
Bhubaneswar: Technology-driven, citizen friendly Mo Bus and Mo-E Ride service of The Capital Region Urban Transport (CRUT), an Odisha government initiative has been adjudged as the ‘City with the Best Public Transport system’ in the country at 17thUrban Mobility India (UMI) Conference and Expo. The conference is organised by the Ministry of Housing and Urban Affairs, Government of India...
ଲୁଚାଛପାରେ ବାଣ ବିକ୍ରି
ଭୁବନେଶ୍ୱର : ଜୋରରେ ଶବ୍ଦ କରୁଥିବା ବାଣ ଫୁଟାଇବା ବାରଣ ହୋଇଥିବାବେଳେ ଆଉ କେତେକ ବାଣ ଉପରେ କଟକଣା ଲଗାଯାଇଛି । ତେବେ କଟକଣା ଲାଗିଥିବା ଏହି ବେଆଇନ୍ ବାଣ ଏବେ ରାଜଧାନୀରେ ଲୁଚାଛପାରେ ବିକ୍ରି ଚାଲିଛି । ମୁଣ୍ଡ ଉପରେ ଦୀପାବଳୀ ଥିବାବେଳେ ସହରରେ ଦୁଇ ଦିନ ପାଇଁ ବାଣଦୋକାନ ଖୋଲିବାକୁ ଅନୁମତି ମିଳିବ । କେଉଁଠି ବାଣ ଦୋକାନ ଖୋଲାହେବ ତାହା ପୁଲିସ୍ ସ୍ଥିର କରିବା ସହିତ ଅନୁମତିପତ୍ର ପ୍ରଦାନ କରିବ । ବାଣ ବିକ୍ରି ସ୍ଥାନରେ ସମସ୍ତ ପ୍ରକାର ସୁରକ୍ଷା...
ଦୀର୍ଘଦିନ ହେଲା ରାଜ୍ୟସଭା ଆସନ ଖାଲି
ଭୁବନେଶ୍ୱର : ରାଜ୍ୟସଭା ସଦସ୍ୟ ପଦରୁ ସୁଜିତ କୁମାର ଇସ୍ତଫା ଦେବାର ୫୦ ଦିନରୁ ଅଧିକ ସମୟ ବିତି ଯାଇଥିବାବେଳେ ଏଯାବତ୍ ଏହି ଆସନ ଲାଗି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଫଳରେ ଓଡିଶାର ୧୦ଟି ରାଜ୍ୟସଭା ଆସନରୁ ଗୋଟିଏ ଦୀର୍ଘଦିନ ଧରି ଖାଲି ପଡିଛି । ଏଠାରେ ଉଲ୍ଲେଖନୀୟ ଯେ ସୁଜିତ କୁମାର ବିଜେଡି ଟିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେ ଉଭୟ ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଧିବଦ୍ଧ ଭାବେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି...
ଭୁବନେଶ୍ୱରକୁ ଶ୍ରେଷ୍ଠ ସାର୍ବଜନୀନ ପରିବହନ ପୁରସ୍କାର
ନୂଆଦିଲ୍ଲୀ : ଗୁଜୁରାଟରେ ଅନୁଷ୍ଠିତ ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ରେ ଭୁବନେଶ୍ୱର ସହରକୁ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ଭାବେ ଜାତୀୟ ପୁରସ୍କାର ମିଳିଛି । କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ମନୋହର ଲାଲ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି । ସ୍ଥାୟୀ ସହରାଞ୍ଚଳ ଗତିଶୀଳତା ସମାଧାନର ଅଗ୍ରଗତି ପାଇଁ...