ଲଗାମଛଡା ଭୂତଳ ଜଳ ଉତ୍ତୋଳନ
ଭୁବନେଶ୍ୱର : ଭୂତଳ ଜଳ ଶୋଷିବାପାଇଁ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଅନୁମତି ପ୍ରଦାନ କରୁଛନ୍ତି । ଅନୁମତିପତ୍ର ଦାଖଲ କରି ବିଲଡରମାନେ ରାଜଧାନୀରେ ବଡ ବଡ ଆପାର୍ଟମେଣ୍ଟ ଛିଡା କରିବା ସହିତ ମନଇଚ୍ଛା ଜଳ ଶୋଷଣ କରୁଛନ୍ତି । ଏମାନଙ୍କ ଦେଖିବାକୁ କେହି ନାହିଁ କିମ୍ବା ଅଭିଯୋଗ ବି ହେଉନାହିଁ । ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଥିବା ଦର୍ଶାଇ ସରକାରୀ କଳ ବି ଚୁପ୍ ହୋଇ ବସିଯାଉଛନ୍ତି । ରାଜଧାନୀରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ନକ୍ସା ଅନୁମୋଦନ ପାଇବାକୁ ହେଲେ ବିଲଡରମାନଙ୍କୁ...
ଶାସ୍ତ୍ରୀୟ ମାନ୍ୟତା କେେବ ?
ଭୁବନେଶ୍ୱର : ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଲାଗି ଦୀର୍ଘ ବର୍ଷ ଧରି ରାଜ୍ୟର ସଂଗୀତଜ୍ଞ ଓ ସଂଗୀତ ପ୍ରେମୀମାନେ ଦାବି କରି ଆସୁଥିବା ବେଳେ ଏ ପ୍ରସଂଗରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ କିମ୍ବା ସଂସ୍କୃତି ମନ୍ତ୍ରାଳୟ କୌଣସି ଘୋଷଣା ଏ ଯାବତ କରିନାହାନ୍ତି । ୨୦୧୪ ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆ ଭାଷାକୁ କେନ୍ଦ୍ର ସରକାର ଦେଶର ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ପ୍ରଦାନ କରିଥିଲେ । ଓଡ଼ିଆ ପୂର୍ବରୁ ତାମିଲ, ସଂସ୍କୃତ, କନ୍ନଡ, ତେଲଗୁ ଓ ମାଲାୟାଲମ୍...
ମାନବିକ ମୂଲ୍ୟବୋଧ ସୃଷ୍ଟିରେ ସହାୟକ ହୋଇଛି ଜାଗୋ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସବୁ ସମୟରେ ସମାଜର ହିତ କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ଏହି ପରିପ୍ରେକ୍ଷୀରେ ‘ଜାଗୋ’ ବହୁବର୍ଷର ଏକ ପଦକ୍ଷେପ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୈତିକ ଏବଂ ମାନବିକ ମୂଲ୍ୟବୋଧ ସୃଷ୍ଟି କରିବାରେ ଜାଗୋ ସହାୟକ ହୋଇଛି ବୋଲି କହିଛନ୍ତି ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ। ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସ୍ର ନିକଟବର୍ତୀ ବସ୍ତି ଅଂଚଳରେ ରହୁଥିବା ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କୁ ସ୍କୁଲ ବ୍ୟାଗ ଓ ୟୁନିଫର୍ମ ଦେବା ଭଳି କାର୍ଯ୍ୟ କରିଥାନ୍ତି...
ନେତାଙ୍କୁ ନଡ୍ଡାଙ୍କ ଗୁରୁମନ୍ତ୍ର
ପୁରୀ : ସଂଗଠନକୁ ଆହୁରି ମଜବୁତ କରିବା ସହ ଦଳ ମଧ୍ୟରେ ରହିଥିବା ଅସନ୍ତୋଷକୁ ପ୍ରସମିତ କରିବା ଏବଂ ସରକାର ଓ ଦଳ ସମାନ୍ତରାଳ ଭାବେ ଚାଲିବା ନେଇ ବିଧାୟକ, ସାଂସଦ, ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ବ୍ୟକ୍ତିତ୍ୱରେ ସୁଧାରି ଆଣି ତୃଣମୂଳ ସ୍ତରରେ ଲୋକଙ୍କ ସହ ରହିବାକୁ ପରାମର୍ଶ ଦେଇଛନ୍ତି ନଡ୍ଡା। ଏଥିପାଇଁ ସେ ଦଳର ନେତା, ବିଧାୟକ ଓ ସାଂସଦଙ୍କୁ ୧୪ସୂତ୍ରୀ ମନ୍ତ୍ର ଦେଇଛନ୍ତି। ଗ୍ରୁପଜିମ୍ କି ଚାପୁଲିସି ନକରି...
ଯାତ୍ରୀଙ୍କ ସହ ଆଲୋଚା କଲେ କ୍ରୁଟ୍ ଏମ୍ଡି
ଭୁବନେଶ୍ୱର : ସାର୍ବଜନୀନ ପରିବହନ ସେବାକୁ ଉନ୍ନତ କରିବା ପାଇଁ ନିରନ୍ତର ପ୍ରୟାସର ଅଂଶ ସ୍ୱରୂପ, ରାଜଧାନୀ କ୍ଷେତ୍ର ସହରାଞ୍ଚଳ ପରିବହନ (କ୍ରୁଟ୍) ର ପଦାଧିକାରୀ ମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ସକାଳେ ସହରର ବସ୍ ସେବାର ଦକ୍ଷତା ଏବଂ ପ୍ରଭାବ ମୂଲ୍ୟାଙ୍କନ କରିବା ପାଇଁ ଆମ ବସ୍ରେ ଯାତ୍ରା କରି ବସ୍ ଯାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ. ଥିରୁମାଲା ନାଏକ, ମହାପ୍ରବନ୍ଧକ ସଞ୍ଜୟ କୁମାର ବିଶ୍ୱାଳଙ୍କ ସହିତ...
CEA Clears Upper Indravati PSP
Bhubaneswar: Vishal Kumar Dev, Principal Secretary Energy and CMD Odisha Hydro Power Corporation (OHPC) is happy with the Central Electricity Authority (CEA), a key body under the Ministry of Power, Government of India, has granted its concurrence to the Detailed Project Report (DPR) for the Upper Indravati Pumped Storage Project (PSP) in Odisha. This approval marks a significant step...
Nadda Mantra For Lawmakers
Puri: BJP National President and Union Health Minister J P Nadda today gave Mantras to BJP MPs and MLAs to became success leader. Shri Nadda addressed the BJP MPs and MLAs from Odisha here today during a three day training programme organised for them. Chief Minister Mohan Charan Majhi, Union Ministers Jual Oram, Dharmendra Pradhan and Ashwini Vaishnaw, State BJP President...
Home Dept Creates 16K Posts In 6 Months
In a significant move to enhance the capabilities of the State's Law Enforcement, the Odisha Government has announced the creation of 16,059 new posts in Odisha Police over the past six months. Chief Minister Mohan Charan Majhi directed Additional Chief Secretary Home, Satyabrata Sahu, in this regard. Thanks to the overdrive of ACS Home Shri Sahu a new record...
ଜଳଯୋଗାଣ ବ୍ୟତିକ୍ରମ ଧରିଲେ ସିଏଜି
ଭୁବନେଶ୍ୱର : ଗାଁ ଗହଳର ଲୋକଙ୍କୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସମନ୍ୱୟର ଅଭାବ ଯୋଗୁଁ ଲୋକେ ପାଣି ପାଇପାରୁ ନାହାନ୍ତି । କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ଏଭଳି ବ୍ୟତିକ୍ରମକୁ ନମୂନା ଭାବେ ଧରିଛନ୍ତି ଓଡିଶାର ମହା ଲେଖାକାର । ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଓମ୍ବାଡିସ୍ ପାଣ୍ଠିରେ ଆନନ୍ଦପୁର ଠାରେ ନିର୍ମାଣ ହେଉଥିବା ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଲୋକେ ପାଣି ପାଇପାରୁ ନଥିଲେ ।...
ବିଶ୍ୱବିଦ୍ୟାଳୟ ପଦବୀ ପୂରଣରେ ଅନିଶ୍ଚିତତା
ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ବିଶ୍ୱବିଦ୍ୟାଳୟ ଆଇନ୍ ସଂକ୍ରାନ୍ତୀୟ ବିଲ୍ ଗୃହୀତ ହୋଇଥିଲେ ମଧ୍ୟ ବିଧିବ୍ୟବସ୍ଥା ଅନୁପାଳନରେ ବିଳମ୍ବ ହେଉଥିବାରୁ ସଂଶୋଧିତ ଆଇନ୍ ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗର ଅଧୀନରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡିଥିବା ବିଭିନ୍ନ ପଦପଦବୀ ପୂରଣ ହେବାରେ ବିଳମ୍ବ ହେଉଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୨୦ ମସିହାରେ ଏ ସଂକ୍ରାନ୍ତୀୟ ଯେଉଁ ସଂଶୋଧିତ ଆଇନ୍ ପ୍ରଣୀତ ହୋଇଥିଲା ତାହାର ବୈଧତା ଉପରେ ପ୍ରଶ୍ନବାଚୀ ଉଠାଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଚାଲିଛି । ସୁପ୍ରିମକୋର୍ଟରୁ ଆୟୋଗ ମାମଲା...









