ସୁଧ ମୁକ୍ତ ୠଣ ବ୍ୟବସ୍ଥା ଜାରି ରହିବ

0

ଭୁବନେଶ୍ୱର : ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ସୁଧ ମୁକ୍ତ ୠଣ ବ୍ୟବସ୍ଥାକୁ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଏହି ସୁଧ ମୁକ୍ତ ୠଣ ମୁକ୍ତ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ  ପୂର୍ବରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜାରି ରଖିଥିଲେ। ଆଜି ଏହାକୁ ୨୦୨୫-୨୬ ଆର୍ଥିକ ବର୍ଷ ଓ ପରବର୍ତ୍ତୀ ବର୍ଷ ଗୁଡିକ ପାଇଁ ଜାରିରଖିବା ପ୍ରସ୍ତାବକୁ...

ସୃଷ୍ଟି ହେଲା ୨୫୦୦ ଗୃହରକ୍ଷୀ ପଦବୀ

ଭୁବନେଶ୍ୱର : ରାଜ୍ୟରେ ସୃଷ୍ଟି ହୋଇଛି ୨୫୦୦ ଗୃହରକ୍ଷୀ ପଦବୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭,୬୭୫ ଅଛି। ୨୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା ୨୦,୧୭୫ ହେଲା । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ...

ବିଶ୍ୱବିଦ୍ୟାଳୟ ପାଇଁ ଜମି ଚିହ୍ନଟ ହୋଇପାରୁନି

0

ଭୁବନେଶ୍ୱର : ରାଜଧାନୀରେ ଥିବା ଓଡିଶାର ଏକମାତ୍ର ସରକାରୀ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ୧୦ବର୍ଷ ହେବ ଜମି ଚିହ୍ନଟ ହୋଇପାରୁନଥିବାରୁ ଏହାର ପୂର୍ଣ୍ଣାଙ୍ଗ କ୍ୟାମ୍ପସ ନିର୍ମାଣ କରାଯାଇ ପାରୁନାହିଁ । ଭିତ୍ତିଭୂମି ଅଭାବରୁ ତେଣୁ ନାକ୍‍ ମାନ୍ୟତାରେ ଖସି ଖସି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବେ ବି+ ରେ ସନ୍ତୁଷ୍ଟ ହେବାକୁ ପଡୁଛି । ୧୯୬୪ ମସିହାରେ ଭୁବନେଶ୍ୱରର ପ୍ରଥମ ମହିଳା ଉଚ୍ଚଶିକ୍ଷାନୁଷ୍ଠାନ ଭାବେ ସରକାରୀ ମହିଳା କଲେଜ ଆରମ୍ଭ ହୋଇଥିବା ତିନି ନମ୍ବର ୟୁନିଟ୍‍ରେ । ପରେ ତାହା କିଛି ବର୍ଷ ଏକ...

କୁଆଡେ ଯାଉଛି ଓଡିଶା ଡାଲି ?

ଭୁବନେଶ୍ୱର : ଓଡିଶାରେ ବର୍ଷକୁ ଯେତିକି ଡାଲିଜାତୀୟ ଶସ୍ୟ ଆବଶ୍ୟକ ତାହାଠାରୁ ୩/୪ ଗୁଣ ଅଧିକ ଉତ୍ପାଦନ ହେଉଛି । ହେଲେ ବର୍ଷସାରା ଡାଲି ପାଇଁ ଓଡିଶା କିନ୍ତୁ ଅନ୍ୟ ରାଜ୍ୟ ଉପରେନ ନିର୍ଭରଶୀଳ । ତେବେ ଓଡିଶାରୁ ଉତ୍ପାଦିତ ଡାଲି କୁଆଡେ ଯାଉଛି ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରୀ ହିସାବରେ ଓଡିଶା ପାଇଁ ବର୍ଷକୁ ୩.୧୨ ଲକ୍ଷ ମେଟ୍ରିକ ଟନ୍‍ ଡାଲି ଆବଶ୍ୟକ ଥିବାବେଳେ ୧୩ଲକ୍ଷ ମେଟ୍ରିକ ଟନ୍‍ ରୁ ଅଧିକ ଡାଲି ଫଳୁଛି । ତେବେ...

Hanuman Jayanti Celebrated

0

Sambalpur: Sambalpur City observed Shree Hanuman Jayanti with religious fervor, albeit under heightened security measures. This year's celebrations were particularly significant as they followed a period of restrictions due to past incidents of violence during the festival. Union Minister Dharmendra Pradhan presence in Sambalpur has alerted entire District Administration in Sambalpur for which there was peaceful organization of celebration of Hanuman...

Balasore Darshan on Sankranti

0

Balasore: On the auspicious occasion of Pana Sankranti and the Odia New Year, the heritage initiative ‘Balasore Darshan’ was formally inaugurated, marking a significant step in reconnecting the people of Balasore with their own rich and layered cultural heritage. Spearheaded by local citizens and cultural volunteers, ‘Balasore Darshan’ is envisioned as a weekend heritage trail that aims to bring into...

Swain Hurls ‘Hijack’ Slur

0

Bhubaneswar: Amidst internal discord within the Biju Janata Dal (BJD) over its shifting stance on the Waqf Bill, senior leader and eight-time MLA Ranendra Pratap Swain has issued a strong call to the party leadership to reaffirm its commitment to social justice and secularism. He has also warned against attempts by certain individuals to "hijack the party," potentially eroding...

Odia New Year Celebrated

0

Bhubaneswar: The State of Odisha on 14 April vibrantly celebrated the Odia New Year, also known as Pana Sankranti or Maha Bishuba Sankranti, marking the beginning of the traditional solar year in the Odia calendar. Across the State, people embraced the auspicious day with deep devotion, age-old rituals, and a palpable sense of community spirit.  The spirit of the festival was...

ସମ୍ ନର୍ସିଂ କଲେଜରେ ଏସ୍‌ପିଏନ୍‌କନ୍ -୨୦୨୫

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ ଓ ଭାରତର ସୋସାଇଟି ଅଫ୍ ପେରିଅପରେଟିଭ୍ ନର୍ସିଂ (ଏସ୍‌ପିଏନ୍‌)ର ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଶୁକ୍ରବାର ଦିନ ଏସ୍‌ପିଏନ୍‌ର ୫ମ ଜାତୀୟ ସମ୍ମିଳନୀ ‘ଏସ୍‌ପିଏନ୍‌କନ୍ -୨୦୨୫’ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଥର ପାଇଁ ଓଡିଶାରେ ଏସ୍‌ପିଏନ୍ ଓ ସମ୍ ନର୍ସିଂ କଲେଜର ମିଳିତ ଆନୁକୂଲ୍ୟରେ ଏହି ଜାତୀୟ ସମ୍ମିଳନୀ ଆୟୋଜିତ କରାଯାଇଛି । ଏହି ସମ୍ମିଳନୀର ଥିମ୍ ରହିଥିଲା – “ଏମ୍ପାୱାରିଂ ନର୍ସେସ ଫର୍ ଷ୍ଟ୍ରେନ୍‌ଙ୍ଗଥେନିଙ୍ଗ ପୋଷ୍ଟ୍ ଅପ୍‌ରେଟିଭ୍...

ଆଳୁ ଉତ୍ପାଦନରେ ବିଶେଷ ଉନ୍ନତି ହେଉନି

ଭୁବନେଶ୍ୱର : ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡିଶା ସ୍ୱାବଲମ୍ବୀ ହେବ ବୋଲି ବର୍ଷ ବର୍ଷ ଧରି ତୁହାକୁ ତୁହା ଘୋଷଣା କରାଯାଉଥିବାବେଳେ ଏ କ୍ଷେତ୍ରରେ କିନ୍ତୁ ବିଶେଷ ଉନ୍ନତି ପରିଲକ୍ଷିତ ହେଉନାହିଁ । ପଶ୍ଚିମବଙ୍ଗ ଠାରୁ ଉତ୍ତରପ୍ରଦେଶ ଏମିତିକି ପଞ୍ଜାବ, ହରିଆନା ଆଦି ରାଜ୍ୟ ଉପରେ ଓଡିଶାକୁ ନିର୍ଭର କରିବାକୁ ପଡୁଛି । ଓଡିଶାପାଇଁ ବର୍ଷକୁ ପ୍ରାୟ ୧୪ଲକ୍ଷ ମେଟ୍ରିକ ଟନ୍‍ ଆଳୁର ଆବଶ୍ୟକତା ଥିବାବେଳେ ବାହାର ରାଜ୍ୟମାନଙ୍କରୁ ପ୍ରାୟ ୧୨ଲକ୍ଷ ମେଟ୍ରିକ ଟନ୍‍ ଆଳୁ ଆମଦାନୀ କରିବାକୁ ପଡୁଛି । ରାଜ୍ୟରେ ୪ଲକ୍ଷ...