Theme Pavilions Catch Attention
Bhubaneswar: The Odisha State Book Festival-2025, organized by the Odia Language, Literature and Culture Department, has become a centre of attraction for visitors at the Unit-3 Exhibition Grounds. The festival is open from 10 am to 10 pm on Saturday and Sunday, and from 2 pm to 9 pm on other days. This year, the festival has prioritized the...
Walk Explores Hidden Treasures
Jagatsinghpur: The 11th edition of the Jagatsinghpur Heritage Walks (JHW) witnessed more than 30 heritage enthusiasts from all over Odisha exploring the history, architecture, and cultural significance of several lesser-known heritage sites located in Nugaon Block of Jagatsinghpur district. The walk not only highlighted Odisha’s rich temple building tradition but also brought attention to centuries-old shrines lying on the...
SOA Hosts Bioeconomy Conclave
Bhubaneswar, Dec. 8: India’s bioeconomy, which includes biotech, pharma and agriculture, officially valued at 165 billion dollars in 2024, was expected to reach 300 billion dollars by 2030, Prof. Sudhir Kumar Sopory, President of the Biotech Research Society, India (BRSI), said on Monday. The government had launched Biopharma Mission at the national level while other programs included Bio AI Hubs,...
ସୋଆରେ ତ୍ରିଦିବସୀୟ ଆନ୍ତର୍ଜାତିକ ସମ୍ମିଳନୀ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଅନ୍ତର୍ଗତ ପଦାର୍ଥ ବିଜ୍ଞାନ ବିଭାଗ ଓ ଇନ୍ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସର ମିଳିତ ଆନୁକୂଲ୍ୟରେ ଏକ ତ୍ରିଦିବସୀୟ ଆନ୍ତର୍ଜାତିକ ସମ୍ମିଳନୀ ନିକଟରେ ଆୟୋଜିତ ହୋଇଯାଇଛି । ଏହି ଆନ୍ତର୍ଜାତିକ ସମ୍ମିଳନୀର ଶୀର୍ଷକ ରହିଥିଲା ‘ସ୍ମାର୍ଟ ଆଣ୍ଡ ନୋବେଲ ମ୍ୟାଟେରିଆଲ୍ସ ଫର୍ ନେକ୍ସଟ ଜେନେରେସନ’ । ଏହି ଆନ୍ତର୍ଜାତିକ ସମ୍ମିଳନୀରେ ସମଗ୍ର ଭାରତ ବର୍ଷର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଆନ୍ତର୍ଜାତିକ ଗବେଷଣା ବିଭାଗର ଶତାଧିକ ଛାତ୍ରଛାତ୍ରୀ...
କୁକୁର ଗଣତି କରି ବିଏମସି ନିରବ
ଭୁବନେଶ୍ୱର : ରାଜଧାନୀରେ କୁକୁରମାନଙ୍କ ଗଣତି ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସେମାନଙ୍କର ସଂଖ୍ୟା ଜଣାଇ ତୁନି ହୋଇ ବସିଥିବାବେଳେ କୁକୁରମାନଙ୍କ ଉତ୍ପାତରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି । ଶୀତୁଆ ରାତିରେ ଦଳ ଦଳ କୁକୁର ଯାହାକୁ ଦେଖୁଛନ୍ତି ତାକୁ କାମୁଡିବାକୁ ଗୋଡାଇବାରେ ଲାଗିଛନ୍ତି । କୁକୁରମାନଙ୍କୁ ନିୟନ୍ତ୍ରଣ କରିବାପାଇଁ ସର୍ବୋଚ୍ଚ ନ୍ୟାୟାଳୟ କଡା ଆଭିମୁଖ୍ୟ ଗ୍ରହଣ କରିବାରେ ବିଏମ୍ସି ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଥିଲା । ସହରରେ କେତେ କୁକୁର ରହିଛନ୍ତି ତାହାର ଗଣତି ଆରମ୍ଭ ହୋଇଥିଲା...
EPM Empowers Export Eco-System
New Delhi: The government has introduced a comprehensive Export Promotion Mission (EPM) framework to strengthen the overall export ecosystem, particularly focusing on the Micro, Small, and Medium Enterprises (MSME) sector, according to a written reply by Minister of State for MSME, Sushri Shobha Karandlaje, in the Rajya Sabha today. The Minister's statement highlighted the growing contribution of MSMEs to the...
ବଙ୍କିମଚନ୍ଦ୍ରଙ୍କ ଓଡ଼ିଶା ସଂପର୍କ
ଭୁବନେଶ୍ୱର : ଆମ ଦେଶର ଜାତୀୟ ସଂଗୀତ ‘ଜନ-ଗଣ-ମନ’ ରଚନା କରିଥିବା କବିଗୁରୁ ରବୀନ୍ଦ୍ର ନାଥ ଠାକୁର ଓ ରାଷ୍ଟ୍ରଗାନ ‘ବନ୍ଦେ ମାତରମ୍’ର ସ୍ରଷ୍ଟା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କର ଓଡ଼ିଶା ସହ ନିବିଡ଼ ସଂପର୍କ ଥିଲା । ବନ୍ଦେ ମାତରମ୍ ରଚନାର ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯାଇଥିବାବେଳେ ଓଡ଼ିଶା ସହ ଏହି ଦୁଇ ମହାମନୀଷୀଙ୍କ ସଂପର୍କ ସଂକ୍ରାନ୍ତରେ ବ୍ୟାପକ ଗବେଷଣା ଏବଂ ସେମାନଙ୍କ ସ୍ମୃତି ବିଜଡ଼ିତ ସ୍ଥାନଗୁଡ଼ିକର ସଂରକ୍ଷଣ ପାଇଁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି । ବୟସରେ ବଙ୍କିମଚନ୍ଦ୍ର ଥିଲେ ରବୀନ୍ଦ୍ରନାଥଙ୍କଠାରୁ...
SNM Group Drives Sports Awards Conclave
Bhubaneswar: SNM Group, a leading Mining and Industry Conglomerate has solidified its position as an industry leader deeply committed to nurturing India’s sporting ecosystem. Reaffirming its commitment for nurturing India’s sporting ecosystem, SNM Group, in collaboration with SSI and the Department of Sports and Youth Services, Government of Odisha, successfully organised the two-day third edition of the SSI...
ଦିବ୍ୟାଙ୍ଗମାନେ ଈଶ୍ୱରଙ୍କ ପୁତ୍ର
ଭୁବନେଶ୍ୱର : ଦିବ୍ୟାଙ୍ଗମାନେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର । ସେମାନଙ୍କୁ ସମାଜରେ ଅନ୍ୟମାନଙ୍କ ଭଳି ସମାନ ସ୍ଥାନ ପ୍ରଦାନ କରିବା ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏଥିରେ କେହି ଅବହେଳା କରିବା ଉଚିତ୍ ନୁହେଁ ବୋଲି ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ -୨୦୨୫ ରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି । ଆଜି ରାଜଧାନୀରେ ବିପିନ ବିହାରି ଚୌଧୁରୀ ସ୍ରୁତିବ୍ରାଧିତ ବିଦ୍ୟାଳୟ ଖେଳ ପଡିଆ ଠାରେ ବ୍ରିଙ୍ଗ ସ୍ମାଇଲ୍, ଦୈନିକ ଖବରକାଗଜ ‘ନନ୍ଦିନୀ’ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି...
ବିକାଶକୁ ତ୍ୱରାନ୍ୱିତ କରିବ ଆର୍ଥିକ କରିଡର
ନୂଆଦିଲ୍ଲୀ : ନିର୍ମାଣାଧୀନ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର ଏହି ଦୁଇଟି ସହର ଉପରେ ନିର୍ଭର କରୁଥିବା କୋଟି କୋଟି ଲୋକଙ୍କୁ ବହୁପ୍ରତିକ୍ଷିତ ଜୀବିକା ସମାଧାନ ଯୋଗାଇ ଦେବ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହେଉଥିବା ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର, ଛତିଶଗଡ଼ର ବନାଞ୍ଚଳ, ଓଡ଼ିଶାର ଖଣିଜ ସମୃଦ୍ଧ କ୍ଷେତ୍ର ଏବଂ ଆନ୍ଧ୍ରପ୍ରଦେଶର ପାର୍ବତ୍ୟାଞ୍ଚଳକୁ ସଂଯୋଗ କରିବ। ମୋଟ୍ ୧୬,୪୮୨ କୋଟି ଟଙ୍କା ବ୍ୟୟବରାଦ ସହିତ ଏହି କରିଡର ନିର୍ମାଣ କରାଯାଉଛି ଏବଂ ଡିସେମ୍ବର ୨୦୨୬ ସୁଦ୍ଧା ଏହାର କାମ ଶେଷ ହେବ ବୋଲି...










