୧୮ ଜିଲ୍ଲାରେ ଚାଲିଛି ଧାନ କିଣା

0

ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ରାଜ୍ୟରେ ଯାରି ଧାନ କିଣା ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଦେବଗଡ଼, ଝାରସୁଗୁଡା, କେଉଁଝର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ରାୟଗଡ, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼  ସମେତ ୧୮ଟି ଜିଲ୍ଲା ଧାନ କିଣା ପ୍ରକ୍ରିୟା ଚାଲିଛି । ଖୁବଶୀଘ୍ର ଅନ୍ୟ ଜିଲ୍ଲାରେ ଏହି ଧାନ କିଣା ଆରମ୍ଭ କରାଯିବ । ଏଥିପାଇଁ ସମ୍ପୃକ୍ତ ଜିଲାରେ ବ୍ୟାପକ ପ୍ରସ୍ତୁତି ଯାରି ରହିଛି । ଏତଦବ୍ୟତୀତ ପଞ୍ଜିକୃତ...

New Guv Takes Divine Blessings

Bhubaneswar: Odisha's Governor-designate Haribabu Kambhampati arrived at the Bhubaneswar airport in a special plane on Thursday afternoon. Chief Minister Mohan Charan Majhi, Deputy CMs KV Singh Deo and Pravati Parida, Odisha Legislative Assembly Speaker Surama Padhy, Chief Secretary Manoj Ahuja, ACS Home Satyabrata Sahu and DGP Y B Khurania were among those present at the airport to welcome him.At the...

Adivasi Mela From 5 Jan

Bhubaneswar: The much awaited State-level Adivasi Mela 2025 is about to begin. Preparations is going on. Principal Secretary ST SC Development, Sanjeeb Kumar Mishra has reviewed the preparation process. This year Adivasi Mela will create the illusion of a tribal village in the city. Pravasi Bharatiya Divas being organized in Odisha first time, this year ST&SC Development, Minorities &...

ବଢିଲା ସଂଗ୍ରାମୀଙ୍କ ପେନ୍‌ସନ୍

0

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମୀ ମାନେ ଆମର ଅମୂଲ୍ୟ ରତ୍ନ । ସେମାନେ ଯେଉଁ ତ୍ୟାଗ କରିଛନ୍ତି ତା’ର ମୂଲ୍ୟ କେହି ଦେଇ ପାରିବେ ନାହିଁ । ଆମେ କେବଳ ତାଙ୍କୁ ସମ୍ମାନ ଦେଇ ପାରିବା ଏବଂ ସେମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ସଦନ ପଡିଆ ଠାରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ...

Krushi Odisha To Kick Start

0

Bhubaneswar: Krushi Odisha, a three-day seminar cum exhibition organized by Department of Agriculture & Farmers Empowerment is all set to start here at Biju Patanaik Play Ground said Dr.Arabinda Kumar Padhee, Principal Secretary Agriculture & Farmers' Empowerment. Dr.Padhee said that Chief Minister Mohan Charan Majhi is scheduled to inaugurate the event in presence of Deputy Chief Minister Kanak Vardhan Singh...

Patnaik Plea For Farmers

0

Bhubaneswar: Leader of the Opposition Naveen Patnaik today wrote to Chief Minister Mohan Charan Majhi seeking immediate steps to compensate farmers who have been hit hard by unseasonal rains and inquiry into alleged farmers’ suicide in the State. After making an extensive tour of rain-affected Ganjam, Puri, Cuttack, Jagatsinghpur and Kendrapara district on December 30 and 31, Patnaik has written...

More RBTs Soon

0

Bhubaneswar: With an aim to further enhance tiger population in the State, the Forest Department has decided to bring three more Royal Bengal Tigers, which will be released in Debrigarh wildlife sanctuary in Sambalpur district.   The State Government has already brought two tigress—named as Jamuna and Zeenat—from Maharashtra's Tadoba-Andhari Tiger Reserve (TATR) to Similipal to introduce a new gene pool...

ସମବାୟ ବ୍ୟାଙ୍କରେ ୩୮କୋଟିର ଅନିୟମିତତା

0

ଭୁବନେଶ୍ୱର : ବିଗତ ଦଶ ବର୍ଷ ମଧ୍ୟରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ ସମେତ ୧୭ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ସମିତିରେ ୩୮କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ହୋଇଥିବାବେଳେ ତିନିଟି ଅର୍ବାନ କୋଅପରେଟିଭ ବ୍ୟାଙ୍କ୍‍ରେ ୧୭କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ପରିଲକ୍ଷିତ ହୋଇଛି । ଜିଲ୍ଲା କେନ୍ଦ୍ରୀୟ ସମବ୍ୟାଙ୍କ୍‍ ମଧ୍ୟରେ ସବୁଠାରୁ ଅଧିକ ୧୦.୭୫ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି ସୁନ୍ଦରଗଡ ଜିଲ୍ଲାରେ । ଏହି ଘଟଣାରେ ଛଅ ଜଣ କର୍ମଚାରୀ ନିଲମ୍ବିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଦୁଇଜଣଙ୍କୁ ଚାକିରିରୁ...

ପାଳନ ହେଉନି ଅଦାଲତ ନିର୍ଦ୍ଦେଶ

0

ଭୁବନେଶ୍ୱର : ଆଇନ୍‍ ଅଦାଲତର ନିର୍ଦ୍ଦେଶ ବହୁ କ୍ଷେତ୍ରରେ ଠିକଣା ଭାବେ ନିର୍ଦ୍ଧାରିତ ସମୟରେ ପାଳନ କରାଯାଉନଥିବାରୁ ମୁଖ୍ୟ ଶାସନ ସଚିବଙ୍କ ସମେତ ପଦସ୍ଥ ଅଧିକାରୀମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ସଂଖ୍ୟା ବଢି ଚାଲିଛି । ଏହାର ସମାଧାନ ପାଇଁ ସାଧାରଣ ପ୍ରଶାସନ ବିଭାଗ କ୍ଷେତ୍ର ଦପ୍ତର ସମେତ ବିଭିନ୍ନ ବିଭାଗକୁ ଚିଠି ଲେଖୁଥିଲେ ବି ଅନେକ କ୍ଷେତ୍ରରେ ଏହାକୁ ଅଣଦେଖା କରାଯାଉଥିବାରୁ ସରକାର ଅଦାଲତର କାଠଗଡାରେ ଛିଡା ହେବାକୁ ବାଧ୍ୟ ହେଉଛନ୍ତି । ଏବେ ଓଡିଶା ହାଇକୋର୍ଟରେ ୧୧ହଜାରରୁ ଅଧିକ ଅଦାଲତ...

ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରାମର୍ଶ

ଭୁବନେଶ୍ୱର: ସରକାରଙ୍କ ଲୋକବଳ ବଢିଲେ, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେଇପାରିବା  ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷ ମାନଙ୍କ ସହିତ ଆଲୋଚନାରେ କହିଛନ୍ତି । ଆଜି  ବର୍ଷର ପ୍ରଥମ ଦିନରେ ରାଜ୍ୟରେ ସରକାରୀ ବିଭାଗ ଗୁଡିକରେ ଖାଲି ଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷ ମାନଙ୍କ ସହିତ ଏକ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ବୈଠକରେ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ,...