ନୂଆବର୍ଷ ପାଇଁ ବଢ଼ୁଛି ନିଶାଡ଼ିଙ୍କ ଉତ୍ପାତ
ଭୁବନେଶ୍ୱର : ନୂଆବର୍ଷ ପାଳନ ପାଇଁ ଯୁବପିଢ଼ିଙ୍କ ଆଗ୍ରହକୁ ଆଖି ଆଗରେ ରଖି ଚୋରା ନିଶା ବେପାରୀମାନେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଜାଗ ହୋଇ ଉଠିଛନ୍ତି । ସେମାନଙ୍କ ଦୌରାତ୍ମ୍ୟରୁ ସାଧାରଣ ଲୋକ ତ ଦୂରର କଥା, କେତେକ କ୍ଷେତ୍ରରେ ପୁଲିସମାନେ ମଧ୍ୟ ନିସ୍ତାର ପାଉନାହାନ୍ତି । ବଡ଼ଦିନ ଓ ନୂଆବର୍ଷ ପାଳନରେ ଯେଭଳି କିଛି ଅଘଟଣ ନଘଟେ ତାହାକୁ ଆଖି ଆଗରେ ରଖି କମିଶନରେଟ୍ ପୁଲିସ ସମେତ ଜିଲ୍ଲା ସ୍ତରରେ ମଧ୍ୟ ପୁଲିସ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ...
Ratna Bhandar Meet On 27Dec
Puri: In the sacred aura of the Neelachakra, where the divine breath of the Lord of the Universe flows through the air of Puri, a momentous step toward preserving the eternal legacy of the Srimandir has been initiated. Dr. Arabinda Kumar Padhee, the Chief Administrator of the Shree Jagannatha Temple Administration (SJTA), has reaffirmed his unwavering commitment to documenting...
ପଞ୍ଚାୟତସ୍ତରରେ ଦିଆଯାଉ ଭିନ୍ନକ୍ଷମ ସାର୍ଟିଫିକେଟ୍
ଭୁବନେଶ୍ୱର :ସକାରାତ୍ମକ ମନୋଭାବ ଅଭାବରୁ ସରକାରୀ ଚାକିରିରେ ନିଯୁକ୍ତି ଓ ଭିନ୍ନକ୍ଷମ ଭତ୍ତା ପାଇବା କ୍ଷେତ୍ରରେ ଶାରୀରିକ ଅସମର୍ଥ ବ୍ୟକ୍ତିମାନଙ୍କ ଭିତରୁ ଅନେକ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏଥିଲାଗି ଆଇନ୍ ଅଦାଲତରେ ମାମଲାର ଚାପ ବୃଦ୍ଧି ପାଉଥିବାବେଳେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଭତ୍ତାରୁ ବଞ୍ôଚତ ହୋଇ ଅନେକ ଭିନ୍ନକ୍ଷମ ପ୍ରତିକୂଳ ପରିସ୍ଥିତିରେ ଭାଗକୁ ଆଦରି ରହିବାକୁ ବାଧ୍ୟ ହେଉଛନ୍ତି । ପ୍ରଚଳିତ ଆଇନ୍ ବ୍ୟବସ୍ଥା ଅନୁଯାୟୀ ସରକାରୀ ଚାକିରି ଓ ଭତ୍ତା ଆଦି ପାଇଁ ଶାରୀରିକ ଭିନ୍ନକ୍ଷମ ପ୍ରମାଣପତ୍ର...
ଲୋକାର୍ପିତ ହେଲା ୧୫୦ ନୂଆ ଆମ୍ବୁଲାନ୍ସ
ଭୁବନେଶ୍ୱର : ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମ ଠାରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ସୂଚନାଯୋଗ୍ୟଯେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୪୨୮ଟି ନୂଆ ୧୦୮- ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଏଥିରେ ୪୧୯ ଟି ପୁରୁଣା ଆମ୍ବୁଲାନ୍ସ, ଦୁଇଟି ଦୁର୍ଘଟଣାରେ ନଷ୍ଟ ହୋଇଯାଇଥିବା ଆମ୍ବୁଲାନ୍ସକୁ ପରିବର୍ତ୍ତନ କରାଯାଇ ନୂଆ ଆମ୍ବୁଲାନ୍ସ ବ୍ୟବହାର କରାଯିବ। ଏହା ବ୍ୟତୀତ ବାଣିଜ୍ୟ ଏବଂ ପରିବହନ ବିଭାଗରେ ବିମାନବନ୍ଦର/ ଏୟାରସ୍ଟ୍ରିପ୍ରେ...
ବନ୍ୟପ୍ରାଣୀଙ୍କ ପାଇଁ ରେଳ ଟ୍ରାକରେ ଏଆଇ
ନୂଆଦିଲ୍ଲୀ : ରେଳ ଧାରଣା ଉପରକୁ ଚାଲି ଆସୁଥିବା ହାତୀଙ୍କ ଉପସ୍ଥିତି ବିଷୟରେ ଆଗୁଆ ଜାଣିବା ପାଇଁ ଡିଷ୍ଟ୍ରିବ୍ୟୁଟେଡ୍ ଆକୋଷ୍ଟିକ୍ ସିଷ୍ଟମ୍ (ଡିଏଏସ) ବ୍ୟବହାର କରି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସକ୍ଷମ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ (ଆଇଡିଏସ) ନିୟୋଜିତ କରିଛି ଭାରତୀୟ ରେଳବାଇ । ହାତୀଙ୍କ ସହ ଟ୍ରେନ୍ ଧକ୍କାକୁ ରୋକିବା ଲାଗି ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ୧୪୧ ଆରକେଏମ ସେକ୍ସନରେ ଏଆଇ ପରିଚାଳିତ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ କାର୍ଯ୍ୟକାରୀ କରାଯାଇଛି। ଏହି ପ୍ରଣାଳୀ ସଫଳତାର ସହ କାର୍ଯ୍ୟ କରୁଛି ଏବଂ ଏହାର କାର୍ଯ୍ୟଦକ୍ଷତାକୁ...
ସହରାଞ୍ଚଳରେ ଶସ୍ତା ଘର ଯୋଗାଣକୁ ଗୁରୁତ୍ୱ
ନୂଆଦିଲ୍ଲୀ: ଦ୍ରୁତ ସହରୀକରଣ ଭାରତର ସହରାଞ୍ଚଳ ବିକାଶ ପାଇଁ ଗୃହ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ଉଭା ହୋଇଛି। ସମସ୍ତଙ୍କ ପାଇଁ ଗୃହ ନିର୍ମାଣର ଜାତୀୟ ଲକ୍ଷ୍ୟ ସହିତ ସମନ୍ୱୟ ରଖି, ଓଡ଼ିଶା ସରକାର ଜମି ଉପଲବ୍ଧତା ଏବଂ ଆର୍ଥିକ ସହାୟତାର ବର୍ଦ୍ଧିତ ଜଟିଳତାକୁ ସମାଧାନ କରିବା ପାଇଁ ଏହାର ପ୍ରୟାସକୁ ତୀବ୍ର କରୁଛନ୍ତି । ଓଡ଼ିଶାର ସ୍ୱାର୍ଥର ପ୍ରତିନିଧିତ୍ୱ କରି, ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଏବଂ ଓଡ଼ିଶା ସହରାଞ୍ଚଳ ଗୃହ ନିର୍ମାଣ ମିଶନର...
ବାରିପଦାରେ ହେବ ଅଟଳ ବସ୍ ଷ୍ଟାଣ୍ଡ
ଭୁବନେଶ୍ୱର : ଯାତ୍ରୀ ସୁବିଧା ଓ ପର୍ଯ୍ୟଟନ ସମ୍ଭାବନାକୁ ଦୃଷ୍ଟିରେ ରଖି ବାରିପଦାରେ ବିମାନବନ୍ଦର ସୁବିଧା ସହିତ ଏକ ଆଧୁନିକ “ଅଟଳ ବସ୍ ଷ୍ଟାଣ୍ଡ” ନିର୍ମାଣ କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି। ପ୍ରକଳ୍ପ ସମ୍ପର୍କରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରି ମନ୍ତ୍ରୀ କହିଥିଲେ ଯେ, ଏହି ବସ୍ ଟର୍ମିନାଲ୍ ଉତ୍ତର ଓଡ଼ିଶାରେ ଏକ ସାର୍ବଜନୀନ ଢାଞ୍ଚା ପ୍ରକଳ୍ପ ଭାବେ ଉଭୟ ହେବ ଏବଂ ଆଧୁନିକ, ସମାବେଶୀ ପରିବହନ...
Pradhan Hails Sambalpuri heritage
Sambalpur: Union Minister Dharmendra Pradhan highlighted the global impact of Odisha’s cultural heritage while addressing the National Sambalpuri Conference. The Minister paid tribute to Padmashree Krutartha Acharya, noting that his contributions have significantly enriched the handloom industry and brought worldwide recognition to Sambalpuri textiles. He emphasized that the dedication of such individuals has made the region's art and culture...
JB Centenary Year Planned
Bhubaneswar: The Indian National Congress, along with a broad coalition of political and cultural leaders, has initiated a comprehensive year-long celebration to mark the 100th birth anniversary of former Odisha Chief Minister and veteran statesman Janaki Ballabh Patnaik. Popularly known as JB, the leader was born on January 3, 1927, and his centenary is being framed as a major...
ମହାନଦୀ ଜଳବିବାଦ ସମାଧାନ ପାଇଁ ବୈଠକ
ଭୁବନେଶ୍ୱର : ମହାନଦୀ ଆନ୍ତଃରାଜ୍ୟ ଜଳ ସମସ୍ୟା ଉପରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ; ବିଧାୟକ ଶ୍ରୀ ସରୋଜ କୁମାର ପ୍ରଧାନ, ଶ୍ରୀ ନିରଞ୍ଜନ ପୂଜାରୀ ଏବଂ ଶ୍ରୀମତୀ ସୋଫିଆ ଫିରଦୌସ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଆଭାଷୀ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ...










