Ratna Bhandar Treasures Returned
Puri: All the valuable ornaments and materials of the Sri Jagannath Temple have been permanently returned to the temple's original Ratna Bhandar (treasure house) following its conservation and renovation. The operation, conducted in a news form, began at 10:55 am and was completed at 2:55 pm. This work was carried out in accordance with the Sri Jagannath Temple Rules-1960...
Vedanta Boosts Women Health
Bhubaneswar: Vedanta Aluminium, India’s largest aluminium producer, is extending healthcare support to women and families in remote regions through the Government of India’s Swasth Nari Sashakt Parivar Abhiyaan. Launched by Hon’ble Prime Minister Narendra Modi, this initiative is the nation’s largest health outreach for women and children, jointly led by the Ministry of Health & Family Welfare and the...
ବେଦାନ୍ତର ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଭାରତ ସରକାରଙ୍କ "ସୁସ୍ଥ ନାରୀ ସଶକ୍ତ ପରିବାର" ଅଭିଯାନ ମାଧ୍ୟମରେ ଦୁର୍ଗମ ଅଞ୍ଚଳର ମହିଳା ଏବଂ ପରିବାରକୁ ସ୍ୱାସ୍ଥ୍ୟସେବା ସହାୟତା ପ୍ରଦାନ କରୁଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପଦକ୍ଷେପ ହେଉଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ମିଳିତ ନେତୃତ୍ୱରେ ମହିଳା ଏବଂ ଶିଶୁମାନଙ୍କ ପାଇଁ ଦେଶର ସର୍ବବୃହତ ସ୍ୱାସ୍ଥ୍ୟସେବା। ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର...
No New Proposal Sent Under JJM
Bhubaneswar: Odisha Government has sent no new proposals have been submitted to the Government of India for inclusion in the extended Jal Jeevan Mission (JJM) phase. Minister for Panchayati Raj and Drinking Water, Sri Rabi Narayan Naik, addressed a question from Shri Kalikesh Narayan Singh Deo, BJD MLA, Balangir in Odisha Legislative Assembly today. However, Minister has said funding to continue...
Kansha Faces Near Extinction
Dhenkanal: The 29th edition of Dhenkanal Heritage Walk (DHW) in Indipur village last Sunday to gather information about the glory of Dhenkanal’s unique heritage of bronze-brass utensils (kansha pitala) making, got a shocking revelation that the craft is heading towards near extinction, if there would be no patronage from the heritage connoisseurs.Once upon a time, bronze-brass utensils (kansha pitala) were...
ରାଇରଙ୍ଗପୁରରେ ହେବ ନୂଆ ଆୟୁର୍ବେଦିକ କଲେଜ
ଭୁବନେଶ୍ୱର : ଜାତୀୟ ଆୟୁର୍ବେଦ ଦିବସ ୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆୟୁର୍ବେଦ ହେଉଛି, ସାରା ବିଶ୍ବକୁ ଭାରତର ଏକ ଅମୂଲ୍ୟ ଅବଦାନ। ଆମ ଉଦ୍ଦେଶ୍ୟ ହେଉଛି ଆୟୁର୍ବେଦକୁ କେବଳ ଏକ ଚିକିତ୍ସା ପ୍ରଣାଳୀ ନୁହେଁ ବରଂ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଆମର ଜ୍ଞାନ ଓ ଦାର୍ଶନିକ ଦୃଷ୍ଟିକୋଣକୁ ଉପସ୍ଥାପିତ କରିବା । ରାଜ୍ୟରେ ଆୟୁର୍ବେଦ ଚିକିତ୍ସା ଓ ସରକାରଙ୍କ ଆଭିମୁଖ୍ୟ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ୩ ଟି ସରକାରୀ...
୫ମାସରେ ୧୦ହଜାର କୋଟି ଋଣ
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୪୬,୪୦୦ କୋଟି ଟଙ୍କାର ଋଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ଅଗଷ୍ଟ ଶେଷ ସୁଦ୍ଧା ୧୦ହଜାର କୋଟି ଟଙ୍କାର ଋଣ କରିସାରିଲେଣି । ଏହି ସମୟ ମଧ୍ୟରେ ୩୧୫୮ କୋଟି ଟଙ୍କାର ଋଣ ବି ପରିଶୋଧ କରିଛନ୍ତି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ବିଜେଡି ବିଧାୟକ ପ୍ରତାପ କେଶରୀ ଦେବଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର କରିଥିବା ଋଣ ଓ...
୧୭ଲକ୍ଷ ଅପରାଧିକ ମାମଲା ସରିବ କେବେ ?
ଭୁବନେଶ୍ୱର : ଓଡିଶାରେ ବର୍ଷକୁ ବର୍ଷ ଅପରାଧିକ ମାମଲାସଂଖ୍ୟା ବଢି ବଢି ଚାଲିଛି । ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଇନ୍ ଅଦାଲତଗୁଡିକରେ ପ୍ରାୟ ୧୭ଲକ୍ଷ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏହି ମାମଲାଗୁଡିକ ଭିତରୁ କେତେକ ୨୦/୩୦ ବର୍ଷର ପୁରୁଣା । ଗତ ଅଗଷ୍ଟ ଶେଷସୁଦ୍ଧା ୩୦ଟି ଯାକ ଜିଲ୍ଲାରେ ଥିବା ଅଦାଲତଗୁଡିକରେ ୧୬,୮୪,୪୩୨ ଅପରାଧିକ ମାମଲା ବିଚାରାଧିନ ଥିଲା । ଏଥି ମଧ୍ୟରୁ ସର୍ବାଧିକ ଅପରାଧିକ ମାମଲା ରହିଛି କଟକ ଜିଲ୍ଲାରେ । କଟକ ଜଜ୍ସିପ୍ରେ ୧,୬୮,୪୮୩...
ଛାତ୍ର ସଂସଦ ନିର୍ବାଚନକୁ ଡରୁଛନ୍ତି ସରକାର
ଭୁବନେଶ୍ୱର : ବିଜେପି ସରକାରକୁ ଆସିବାର ୧୫ ମାସ ବିତିଯାଇଥିଲେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ନ କରିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ଥିବା ଅନ୍ତଃକନ୍ଦଳ ଲାଗି କଲେଜ କ୍ୟାମ୍ପସ ଅଶାନ୍ତ ହୋଇଛି ବୋଲି ଅଭିଯୋଗ କରିଛି ବିଜୁ ଛାତ୍ର ଜନତା ଦଳ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସୀତା ସାହୁ କହିଥିଲେ ଯେ, ଚଳିତ ବିଧାନସଭାରେ ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର...
Debt Up, Grants Down
Bhubaneswar: As of March 31, 2025, the total outstanding debt of the Odisha government stands at Rs. 1,20,710.18 crore. The state has also provided a breakdown of the loans it has taken from different financial institutions over the past three years. This indicates a significant increase in net borrowings in the last two fiscal years. The net loan amount...









