ନିୟନ୍ତ୍ରଣ ବାହାରେ ମଶା କାମୁଡା

0

ଭୁବନେଶ୍ୱର : ରାଜଧାନୀରେ ମଶାଙ୍କ କାମୁଡା ଏବେ ନିୟନ୍ତ୍ରଣ ବାହାରେ । ସହର ସାରା ମଶା ଭଣ ଭଣ ହେଉଥିବାବେଳେ ଦିନ ରାତି ଲୋକଙ୍କୁ କାମୁଡି ଗୋଡାଉଛନ୍ତି । ମଶାଙ୍କ ପାଇଁ ସହରରେ ମଶା ଘଉଡାବା ମଶାଧୂପ ଓ ମଶା ମାରିବାପାଇଁ ଇଲେକ୍ଟ୍ରି ରାକେଟର ବିକ୍ରି ଆଶାତୀତ ଭାବେ ବୃଦ୍ଧି ପାଇଛି । ପ୍ରବାସୀ ଓଡିଶା ଦିବସ ଓ ଅଳ୍ପ କିଛିଦିନ ପରେ ଆୟୋଜିତ ହେବାକୁ ଯାଉଥିବା ଉତ୍କର୍ଷ ଓଡିଶା ପାଇଁ ରାଜଧାନୀ ସଜେଇ ହୋଇଥିବାବେଳେ ଏହା ସହିତ ତାଳ ଦେଇ ମଶାବଂଶ ବୃଦ୍ଧି...

ଓଡ଼ିଶା ହେବ ଯୌତୁକ ମୁକ୍ତ ରାଜ୍ୟ

0

ଭୁବନେଶ୍ୱର : ଯୌତୁକ ଏକ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ – ଏହା ଏକ ସାମାଜିକ ବ୍ୟାଧି । ଯୌତୁକ ନିଷେଧ ଆଇନ ୧୯୬୧ ପ୍ରଣୟନର ୬୦ ବର୍ଷ ପରେ ମଧ୍ୟ ସମାଜରେ ଏବେ ବି ଯୌତୁକ ଦିଆନିଆ ହଉଛି ବୋଲି ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପ ଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମରେ ଦୃଢ ମତ  ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନର...

SJTA Directive For Employees

0

Puri:  To maintain an office decorum, Shree Jagannath Temple Administration (SJTA) Chief Administrator Dr Arabinda Padhee has issued a five-point directive aimed at ensuring accountability and transparency among temple employees. Dr Padhee asked the employees not to consume betel, chew gutka, or drink alcohol while on duty. Senior officers will assess employees' work and file a report on the third...

Pacts Signed With Singapore

Bhubaneswar: Ahead of Utkarsh Odisha Conclave, the State Government today signed eight MoU with Singapore-based agencies for collaborations in different fields including industrial infrastructure, green hydrogen, petrochemicals, FinTech, and advanced skilling. The MoUs were signed in presence of Singaporen President Tharman Shanmugaratnam, Chief Minister Mohan Charan Majhi, Deputy Chief Ministers, Union Minister Dharmendra Pradhan along with several State ministers and...

Plan For Dowry Free Regime

0

Bhubaneswar: Dowry is not a tradition, not a culture or a personal affair – it is a social disorder, said Deputy Chief Minister, Prabhati Parida said addressing the Sub-Collector's Conference. She said that even after 60 years of the enactment of the Dowry Prohibition Act, 1961, dowry is still being given in the society. Day Long Sub Collectors' Meet on...

ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକ

0

ଭୁବନେଶ୍ୱର : ଆପଣମାନେ ଯେପରି ଖୁସି ମନରେ ତୀର୍ଥଯାତ୍ରା କରିବାକୁ ଯାଉଛନ୍ତି, ସେହିଭଳି ସୁସ୍ଥ ଓ ନିରାପଦ ଭାବେ ତୀର୍ଥଯାତ୍ରା ସମ୍ପନ୍ନ କରି ଅଶେଷ ପୁଣ୍ୟ ଅର୍ଜନ କରି ଘରକୁ ଫେରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ଅବସରରେ ବରିଷ୍ଠ ନାଗରିକମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲ୍ଲାର ୮୦୦ ଜଣ ବରିଷ୍ଠ ନାଗରିକ...

Senior Citizen Pilgrimage Launched

0

Bhubaneswar: Chief Minister Mohan Charan Majhi on 17 January launched Senior Citizens Pilgrimage Scheme here. CM said that just as you are going to do the pilgrimage with a happy mind, you should complete the pilgrimage in a healthy and safe manner and earn immense virtue and return home. As many as 800 senior citizens from Khurda, Puri, Cuttack, Jagatsinghpur,...

ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବଢିଲା

0

ଭୁବନେଶ୍ୱର : ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ୍  କନିଷ୍ଠ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ବର୍ଗର ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ଶିକ୍ଷକ ମାନଙ୍କ  ମାସିକ ପାରିଶ୍ରମିକ ୧୧,୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୬,୦୦୦ ଟଙ୍କା କରାଯାଇଛି। ଏହାସହିତ ଏହି ବର୍ଗର ଶିକ୍ଷକ...

ଯାନ ବାହନ ତୁଳନାରେ ବଢୁନି ରାସ୍ତା

0

ଭୁବନେଶ୍ୱର : ରାଜଧାନୀରେ ବର୍ଷକୁ ବର୍ଷ ବିଭିନ୍ନ କିସମର ଯାନ ପଞ୍ଜିକରଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସେହି ଅନୁପାତରେ ପ୍ରମୁଖ ସଡକଗୁଡିକ କିନ୍ତୁ ସମ୍ପ୍ରସାରିତ ହେଉନାହିଁ । ଅନେକ ସ୍ଥାନରେ ସଡକ ସମ୍ପ୍ରସାରଣ ପାଇଁ ସ୍ଥାନ ନଥିବାରୁ ସହରରେ ଏବେ ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି । ଭୁବନେଶ୍ୱରରେ ଥିବା ଦୁଇଟି ଆରଟିଓ ଦପ୍ତରରେ ଏବେ ବର୍ଷକୁ ହାରାହାରି ୭୫ହଜାରରୁ ଅଧିକ ଯାନ ପଞ୍ଜିକରଣ ହେଉଛି । ଏହାର ସିଂହଭାଗ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଗଡୁଛି । ସର୍ବାଧିକ...

ଦିଲ୍ଲୀରେ ପ୍ରଚାର କରିବେ ଓଡ଼ିଆ ନେତା

0

ଭୁବନେଶ୍ୱର : ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିଜ ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର ଅଭିଯାନ ଜୋରଦାର କରିବା ଲାଗି ବିଜେପି ଓ ଆପ୍‍ର ବହୁ ଓଡ଼ିଆ ନେତା ନିୟୋଜିତ ହେବେ । ତେବେ ରାଜ୍ୟ କଂଗ୍ରେସ ସଂଗଠନ ମୁରବୀ ଶୂନ୍ୟ ହୋଇ ରହିଥିବା ବେଳେ ଏହି ପ୍ରଚାର ଅଭିଯାନରେ ଦଳର ଓଡ଼ିଆ ନେତାମାନଙ୍କୁ ହାଇକମାଣ୍ଡଙ୍କ ଡାକରା ଆସିବ କି ନାହିଁ ତାହା ଏଯାବତ୍‍ ସ୍ପଷ୍ଟ ହୋଇନାହିଁ । ଆସନ୍ତା ମାସ ପ୍ରଥମ ସପ୍ତାହରେ ଦିଲ୍ଳୀ ବିଧାନସଭା ପାଇଁ ଭୋଟ ହେବ । ଇତିମଧ୍ୟରେ...