Slugfest Ahead in 2021
The battle lines are being drawn and the stage is getting ready for the big fight to unfold in Odisha’s political landscape as the New Year 2021 is approaching fast. The three major political parties have already pulled up their socks and are ready to fight, particularly, the Odisha’s ruling Biju Janata Dal headed by Chief Minister Naveen Patnaik, and...
ଓଡ଼ିଶା ପାଇଁ ନିର୍ବାଚନର ବର୍ଷ
ଭୁବନେଶ୍ୱର : ଆଗାମୀ ନୂଆବର୍ଷର ପ୍ରଥମାର୍ଦ୍ଧରେ ପିପିଲି ବିଧନସଭା ଉପନିର୍ବାଚନ ସହିତ ପୌର ଓ ସମବାୟ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ବିଭିନ୍ନ ପ୍ରସଙ୍ଗ ଓ ଅପ୍ରସଙ୍ଗକୁ ଉଠାଇ ଶୀତଦିନେ ବି ବାତବରଣ ସରଗରମ୍ ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ଏହା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁପରେ ଖାଲିପଡ଼ିଥିବା ପିପିଲି ବିଧାନସଭା ଆସନରୁ ପ୍ରାର୍ଥୀ ହେବା ଲାଗି ବିଜେଡି, ବିଜେପି ଓ କଂଗ୍ରେସର...
୩୧ରେ ସିବିଏସ୍ଇ ପରୀକ୍ଷା ସୂଚୀ ଘୋଷଣା
ନୂଆଦିଲ୍ଲୀ : ଆସନ୍ତା ୩୧ ତାରିଖରେ କେନ୍ଦ୍ର ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରୀକ୍ଷାର ସମୟ ସାରଣୀ ଘୋଷଣା କରିବେ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଆଜି ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ନିଶାଙ୍କ ଦର୍ଶାଇଛନ୍ତି ଯେ, ଆସନ୍ତା ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୬ଟାରେ ସମୟରେ ସେ ସିବିଏସଇ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ୨୦୨୧ରେ କେଉସବୁ ପରୀକ୍ଷା କେବେ ହେବ ଏନେଇ ସମୟ ସୂଚୀ ପ୍ରକାଶ ପାଇବ । କରୋନା...
ଖାଲି ପଡିଛି ସଦସ୍ୟ ପଦବୀ
ଭୁବନେଶ୍ୱର : ଶିଶୁ ନିଖୋଜ ଘଟଣା ଏବେ ରାଜ୍ୟ ରାଜନୀତିର ପ୍ରସଙ୍ଗ ପାଲିଟିଥିବାବେଳେ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟରେ ଥିବା କମିଶନରେ ଏକାଧିକ ସଦସ୍ୟ ପଦବୀ ଖାଲି ପଡିଛି । କମିଶନଙ୍କୁ ବାଦ୍ ଦେଇ ଆୟୋଗରେ ୬ଟି ସଦସ୍ୟ ପଦବୀ ଥିବାବେଳେ ଅଛନ୍ତି ମାତ୍ର ଦୁଇ ଜଣ । ସାତ ମାସ ହେଲା ୪ଟି ସଦସ୍ୟ ପଦବୀ ଖାଲି ପଡିଛି । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଉପରେ ଏବେ କାମର ବୋଝ । ବିଶେଷକରି ହଜାର ହଜାର ଶିଶୁ ନିଖୋଜ ହେବା...
ମୋଦିଙ୍କ ଟଙ୍କାରୁ ଓଡିଶା ଚାଷୀ ବଞ୍ଚିତ
ଢ଼େଙ୍କାନାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ କୃଷି କ୍ଷେତ୍ରରେ ବିୁଳ ଆର୍ଥିକ ଅନୁଦାନ ଏବଂ ସହାୟତା ଦେଉଥିବା ବେଳେ ରାଜ୍ୟରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟଙ୍କାକୁ ଦେବାର ବଞ୍ଚିତ କରାଯାଉଛି ବୋଲି ଶନିବାର ଢ଼େଙ୍କାନାଳର ମିନି ଷ୍ଟାଡ଼ିୟମରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଚାଷୀ ମାନଙ୍କୁ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ କୃଷି ଆଇନ ଦ୍ୱାରା ଓଡ଼ିଶା ସମେତ ଭାରତବର୍ଷର ଚାଷୀମାନେ ଅଧିକ ଲାଭ ପାଇବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ । ବିଗତ ୬ ବର୍ଷରେ ଓଡ଼ିଶାର...
ଆନ୍ଦୋଳନକୁ ଓହ୍ଲାଇବେ ନର୍ସ
ଭୁବନେଶ୍ୱର: ଚାକିରୀ ସର୍ତ୍ତାବଳୀ ନେଇ ଆନ୍ଦୋଳନକୁ ଓହ୍ଲାଇବେ ନର୍ସ । ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଗୁହାରୀ କରି ନିରାଶ ହେବାପରେ ଏଭଳି ପଦକ୍ଷେପ ନେଇଥିବା ସୂଚନା ଦେଇଛି ଓଡିଶା ନର୍ସିଂ ଏମ୍ପ୍ଲଇଜ ଆସୋସିଏସନ । ତଦନୁଯାୟୀ ଚଳିତମାସ ୨୭ତାରିଖରୁ କଳାବ୍ୟାଚ୍ ପିନ୍ଧିବା ସହିତ ୨ ତାରିଖରୁ ସମସ୍ତ ଡାକ୍ତରଖାନାରେ ପ୍ରତିବାଦ କରିବେ । ତେବେ ରୋଗୀ ସେବାରେ କୌଣସି ଅବହେଳା ହେବନାହିଁ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି କହିଛନ୍ତି...
ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆର ୪ ଗବେଷକ
ଭୁବନେଶ୍ୱର : ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଉ ୪ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି । ୟୁଏସଏର ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି ରଳଙ୍କିଙ୍ଗରେ ଓଡ଼ିଶା ପାଇଁ ପୁଣି ଥରେ ଗୌରବ ଆଣିଛନ୍ତି ସୋଆର ଏହି ୪ ଗବେଷକ । ବିଷୟବସ୍ତୁ ଆଧାରିତ ବିଶ୍ଳେଷଣକୁ ନେଇ ସୋଆର ୪ ଗବେଷକ ପ୍ରଫେସର ଗୌତମ ରଥ, ଡଃ ମନୋଜ କୁମାର ନାୟକ, ଡଃ...
ଅନ୍ଲାଇନରେ ଶିଶୁଙ୍କୁ ସହାୟତା
ଭୁବନେଶ୍ୱର : ସହାୟତା ଚାହୁଁଥିବା ଶିଶୁ ଓ ସେମାନଙ୍କ ଅଭିଭାବକଙ୍କୁ ଅନ୍ଲାଇନ୍ ମାଧ୍ୟମରେ ସମସ୍ତ ପ୍ରକାର ପରାମର୍ଶ ଓ ସହଯୋଗ ଲାଗି ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲ୍ସ କଲଚରାଲ ସେଣ୍ଟର (ପିକକ) ଆରମ୍ଭ କରିଛି ଅନ୍ଲାଇନ୍ ସହାୟତା ବ୍ୟବସ୍ଥା । ଏଥିପାଇଁ ପିକକ୍ ପକ୍ଷରୁ ୱେବସାଇଟ୍ www.pecuchelpline.com ଓ pecuc.counselling2020@gmail.com ସହିତ ହ୍ୱାଟସ ଅପ୍ ନମ୍ବର ୭୮୪୯୦୧୦୦୨୧ ଏବଂ ଲ୍ୟାଣ୍ଡଲାଇନ୍ ନମ୍ବର ୦୬୭୪-୨୩୫୨୨୭୮ ଜାରି କରାଯାଇଛି । ଆୟୋଜିତ ଏକ ଭର୍ଚୁଆଲ କର୍ମଶାଳାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଏହି ୱେବସାଇଟ୍କୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ...
ପ୍ରତିଷ୍ଠା ଦିବସରେ ମହିଳା କାର୍ଡ
ଭୁବନେଶ୍ୱର: ପ୍ରତିଷ୍ଠା ଦିବସ ଅବସରରେ ମହିଳା କାର୍ଡ ଖେଳିଛି ବିଜେଡି । ମହିଳା ସଂରକ୍ଷଣ କଥା ଉଠେଇ ଜାତୀୟ ଦଳ ଗୁଡିକୁ ଟାର୍ଗେଟ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନାରୀ ଶକ୍ତିର ବିକାଶରେ ଦେଶର ବିକାଶ । ନାରୀର ସଶକ୍ତିକରଣ ନ କଲେ ଦେଶର ପ୍ରଗତି ଅସମ୍ଭବ । ବିକାଶଶୀଳ ଦେଶଙ୍କ ସହ ପ୍ରତିଯୋଗିତା କରିବାକୁ ହେଲେ ଆମ ଦେଶର ନାରୀ ଶକ୍ତିକୁ ଆଗେଇବାକୁ...
Mangroves Lure Tourists
Bhubaneswar: Odisha Tourism Virtual Road Show- 2020’ held for the tourism fraternity from Kolkata, West Bengal, organized by Odisha Tourism and FICCI. Minister Tourism Jyoti Prakash Panigrahi, said, “This opportune time to reach out to the tour operators from West Bengal. Odisha receives 14 per cent of its tourists from West Bengal. The relation between the two states is like...










