Quota For Govt High School Students
Bhubaneswar: State Cabinet has decided in favor of reservation for Students of Government High Schools for Admission into Engineering and Medical Studies. After introduction of centralized exams like NEET and JEE for medical and engineering courses, it is observed that the number of meritorious students from Government high schools and colleges in Odisha , eligible for admission in these institutions...
State To Protect Culture
Bhubaneswar: State Cabinet has taken decision to take steps for protection of the Culture, Heritage and Tradition of Odisha Chief Minister Naveen Patnaik chaired the Cabinet in which it was said that Odisha has many great personalities who have immensely contributed to our art, literature and culture and worked for the protection of our unique identity. The Odia people are greatly...
Odisha To Celebrate Gandhi Visit
Bhubaneswar: Odisha Cabinet decided to celebrate 100th Year of Mahatma Gandhi Visit to Odisha. Chief Minister Naveen Patnaik chaired the Meet in which he said Mahatma Gandhi is the eternal source of inspiration for all of us. He visited Odisha eight times during the period 1921-1946. On 23rd March 1921, Mahatma arrived in Odisha for the first time and had addressed a...
ଅନାବଣ୍ଟିତ କ୍ୱାଟର୍ସ ଏବେ ପଡିଶାଙ୍କ ଦୁର୍ଦ୍ଦଶା
ଭୁବନେଶ୍ୱର : ସରକାରୀ କ୍ୱାଟର୍ସ ଆବଣ୍ଟନରେ ବିଳମ୍ବ ଯୋଗୁଁ ରାଜଧାନୀର ବିଭିନ୍ନ ୟୁନିଟ୍ରେ ସରକାରୀ ଘରେ ଥିବା ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଖାଲି ପଡିଥିବା ସରକାରୀ କ୍ୱାଟର୍ସ ନିକଟରେ ରହୁଥିବା ଲୋକେ ନିଇତି ନିଶାଡିଙ୍କ ଠାରୁ ଆରମ୍ଭ କରି ଚୋର ଓ ଅପରାଧିଙ୍କର ସାମ୍ନା କରୁଛନ୍ତି ରାଜଧାନୀର ବିଭିନ୍ନ ୟୁନିଟ୍ରେ ଏବେ ଶତାଧିକ ସରକାରୀ କ୍ୱାଟର୍ସ ଖାଲି ପଡିଛି । ଅବସର ଗ୍ରହଣର ତିନିମାସ ପରେ ସରକାରୀ କ୍ୱାଟର୍ସ ରଖୁଥିବା ବ୍ୟକ୍ତିଙ୍କ ଘରଭଡାକୁ ସରକାର ବହୁଗୁଣିତ କରିବା...
ବରିଷ୍ଠତା ତାଲିକାରେ ବିଭ୍ରାଟ
ଭୁବନେଶ୍ୱର : ଜାତିଭିତ୍ତିକ ସଂରକ୍ଷଣ ଆଧାରରେ ଉଚ୍ଚ ପଦବୀରେ ରୋଷ୍ଟର ପଏଣ୍ଟରେ ଖାଲି ପଡ଼ୁଥିବା ଚାକିରିରେ ଆଗୁଆ ପଦୋନ୍ନତି ପାଉଥିବା କର୍ମଚାରୀମାନେ କିନ୍ତୁ ବରିଷ୍ଠତା ତାଲିକାରେ ଉଚ୍ଚରେ ରହିପାରିବେ ନାହିଁ ବୋଲି ସୁପ୍ରିମ୍କୋର୍ଟ ଓଡ଼ିଶାର ଅନ୍ୟ ଏକ ମାମଲାରେ ପୁଣି ସ୍ପଷ୍ଟ କରିଦେଇଛନ୍ତି । ଏହାଫଳରେ ବିଭିନ୍ନ ବିଭାଗର ବରିଷ୍ଠତା ତାଲିକା ଓ ପଦୋନ୍ନତି କ୍ଷେତ୍ରରେ ପୁଣି ବ୍ୟାପକ ଅଦଳବଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏଠାରେ ଉଲ୍ଲେଖନୀୟ ଯେ ସମ୍ବିଧାନର ୮୫ତମ ସଂଶୋଧନ ଅନୁଯାୟୀ ବରିଷ୍ଠତା ତାଲିକାରେ ତଳକୁ ଥିବା ଅନୁସୂଚିତ...
ଶିଶୁ ଶୋଷଣ ରୋକିବ ଭୟମୁକ୍ତ ପରିବେଶ
ଭୁବନେଶ୍ୱର : ଭୟମୁକ୍ତ ପରିବେଶରେ ଶୋଷଣର ଶିକାର ହେଉଥିବା ଶିଶୁମାନେ ନିଜର ମତ ରଖିଥାନ୍ତି । ଶିଶୁଙ୍କ ପାଇଁ ଏଭଳି ପରିବେଶ ସୃଷ୍ଟି କରାଗଲେ ଶୋଷଣରୁ ସେମାନରୁ ସେମାନଙ୍କୁ ଦୂରେଇ ରଖାଯାଇପାରିବ । ଏଥି ସହ ବିଦ୍ୟାଳୟରେ ଯୌନ ଶିକ୍ଷା ସହିତ ଉଭୟ ବିଦ୍ୟାଳୟ ଓ ପରିବାର ସ୍ତରରେ କାଉନେସେଲିଂ ଆବଶ୍ୟକ । ଶିଶୁଙ୍କ ଯୌନ ଶୋଷଣ ନେଇ ଖୋରଧା ଜିଲ୍ଲାରେ ହୋଇଥିବା ଏକ ସର୍ଭେ ରିପୋର୍ଟ ଉପସ୍ଥାପନ ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ବିଶିଷ୍ଟ ବକ୍ତାମାନେ ଏହି ମତ ଦେଇଛନ୍ତି...
ଧରାଛୁଆଁ ଦେଉନାହାନ୍ତି ଇଂଲଣ୍ଡ ଫେରନ୍ତା
ରାଜ୍ୟକୁ ଫେରିଥିବା ୬୨ ଜଣ ଇଂଲଣ୍ଡ ଫେରନ୍ତା ଧରାଛୁଆଁ ଦେଉନାହାନ୍ତି । କିଏ ଫୋନ୍ ଧରୁନି ତ ଆଉ କାହା ଫୋନ୍ ଲାଗୁନି । କେତେ ଜଣଙ୍କ ଠିକଣାରେ ବି ତାଳ ମେଳ ନାହିଁ । ବିଦେଶ ଫେରନ୍ତାଙ୍କ ଏଭଳି ଆଚରଣ ଏବେ ସ୍ୱାସ୍ଥ୍ୟ ପ୍ରଶାସନର ମୁଣ୍ଡବିନ୍ଧା ବଢାଇଛି । ଇଂଲଣ୍ଡରେ କରୋନାର ନୂଆ ଘାତକ ଷ୍ଟ୍ରେନ୍ ମିଳିବାପରେ ରାଜ୍ୟ ସରକାର ସେଠାରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କର କରୋନା ପରୀକ୍ଷା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ତଦନୁଯାୟୀ ନଭେମ୍ବର ୨୮ରୁ ଓଡିଶା...
ରକ୍ତଦାନରେ ବିରଳ ରେକର୍ଡ
ଭୁବନେଶ୍ୱର : ରକ୍ତଦାନ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଆର୍ନ୍ତଜାତୀୟ ହ୍ୱିଲ ଚେୟାର କ୍ରିକେଟ ଖେଳାଳୀ ବସନ୍ତ ନିମ୍ ଶ୍ରିଷ୍ଠ । ଚାଲିବାର ଶକ୍ତି ହରାଇଥିବା ରାଜଗାଙ୍ଗପୁରର ଏହି ଯୁବକ ହ୍ୱିଲଚେୟାରରେ ବସି ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ରାଜଗାଙ୍ଗପୁରରେ ଓଡିଶା ମୋ ପରିବାରର-ଜୀବନବିନ୍ଦୁ ପକ୍ଷରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ସାମାଜିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବସନ୍ତ । ଶିବିରକୁ ଉଦ୍ଘାଟନ କରି ନିଜେ ଆଗ ରକ୍ତଦାନ କରିବାକୁ ଆଗଭର ହୋଇଥିଲେ...
ପାଳନ ହେବ ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ
ଭୁବନେଶ୍ୱର : ଗାନ୍ଧୀଜୀଙ୍କ ଓଡିଶା ଆଗମନକୁ ବର୍ଷେ ପୂରିବାକୁ ଯାଉଥିବାରୁ ରାଜ୍ୟ ସରକାର ଏହାକୁ ସ୍ମରଣୀୟ କରିବାପାଇଁ ବର୍ଷେବ୍ୟାପି ଶତବାର୍ଷିକୀ ଉତ୍ସବ ପାଳନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଛି । ଏ ସଂକ୍ରାନ୍ତରେ ସୂଚନା ଦେଇ ରାଜ୍ୟ ସରକାର ଦର୍ଶାଇଛନ୍ତି ମହାତ୍ମା ଗାନ୍ଧୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଚିରନ୍ତନ ସ୍ରୋତ । ଗାନ୍ଧୀଜୀ ୧୯୨୧ ରୁ ୧୯୪୭ ମଧ୍ୟରେ ୮ଥର ଓଡିଶା ଗସ୍ତ କରିଛନ୍ତି । ୧୯୨୧ ମାର୍ଚ୍ଚ ମାର୍ଚ୍ଚ...
Blue Flag For 8 Beaches
Minister for Environment, Forest and Climate Change Prakash Javadekar today virtually hoisted the international blue flags in 8 beaches across the country including Golden Beach of Puri . India secured the International Blue Flag Certification for these beaches on 6 October 2020, when an International Jury comprising of member organizations UNEP, UNWTO, UNESCO, IUCN, ILS, FEE announced the award at...










