BPNSI Mantra For Orissa Metaliks
Bhubaneswar: The Biju Patnaik National Steel Institute (BPNSI), a body under the Ministry of Steel, Government of India, recently held a one-day Knowledge Sharing Workshop at the Orissa Metaliks Private Limited (OMPL) plant in Jharsuguda. The event was designed to enhance the skills and knowledge of OMPL's working professionals. The workshop was inaugurated by senior OMPL officials, including Shri Alok...
ବିନା ବହିରେ ସାକ୍ଷରତା ପରୀକ୍ଷା
ଭୁବନେଶ୍ୱର : ନିରକ୍ଷତା ଦୂର ପାଇଁ କାର୍ଯ୍ୟକାରୀ ହେଉଥିବା ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ରାଜ୍ୟରେ ବିଳମ୍ବରେ ଆରମ୍ଭ ହୋଇଛି । ୨୦୨୨ ରୁ ୨୦୨୭ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ବି ଏହା ସଠିକ ଭାବେ ଆରମ୍ଭ ହୋଇପାରି ନାହିଁ । ଚାରିବର୍ଷ ପରେ ଜିଲ୍ଲା ସ୍ତରୀୟ ବାବୁମାନେ ତାଲିମ ନେଉଥିବାବେଳେ ନିରକ୍ଷରମାନେ କିନ୍ତୁ ଆସନ୍ତା ମାସରେ ପରୀକ୍ଷାରେ ବସିବାକୁ ସ୍ଥିର ହୋଇଛି । ଆକଳନ ଅନୁଯାୟୀ ଓଡିଶାରେ ୯୨ଲକ୍ଷ ନିରକ୍ଷର ରହିଛନ୍ତି । ଏମାନଙ୍କୁ ଲେଖାପଢା...
ଓଡ଼ିଆ ଭାଷାରେ ହେଉନି ସରକାରୀ କାମ
ଭୁବନେଶ୍ୱର,୧୧ା୯-(ତଥ୍ୟ) ଓଡ଼ିଆରେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକ ନାମ ଫଳକମାନ ଲେଖିବା ସହିତ ସରକାରୀ ଦପ୍ତରରେ ନଥିପତ୍ରଠାରୁ ଚିଠିପତ୍ର ପର୍ଯ୍ୟନ୍ତ ସମସ୍ତ କାମ ଓଡ଼ିଆ ଭାଷାରେ କରିବା ପାଇଁ ବାରମ୍ବାର ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରୁଥିବା ବେଳେ ଏହାର ବିଶେଷ କିଛି ପ୍ରଭାବ ଅନୁଭୂତ ହେଉନାହିଁ । ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର କୁହାଯାଉଥିବା ଖୋଦ୍ ରାଜ୍ୟ ସଚିବାଳୟରେ ଜାରି ହେଉଥିବା ବିଜ୍ଞପ୍ତିଠାରୁ ଆରମ୍ଭ କରି ଚିଠିପତ୍ର ଆଦି ମଧ୍ୟ ପ୍ରାୟତଃ ଇଂରାଜୀ ଭାଷାରେ ହେଉଛି । ଓଡ଼ିଶାରେ ସରକାରୀ କାମ ଓଡ଼ିଆ ଭାଷାରେ...
Plan For World-Class Heritage City
Bhubaneswar: In a significant move to elevate Puri to the status of a world-class heritage city while safeguarding its rich cultural and historical identity, a high-level review meeting was held today under the joint chairmanship of Deputy Chief Minister Smt. Pravati Parida and Law, Works, and Excise Minister Shri Prithiviraj Harichandan. The meeting was attended by Shree Jagannath Temple...
ପଞ୍ଚାୟତ ସମିତିର କ୍ଷମତା ସଙ୍କୁଚିତ ଅଗଣତାନ୍ତ୍ରିକ
ଭୁବନେଶ୍ୱର : ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ କରିବା କ୍ଷେତ୍ରରେ, ବିଡିଓ ମାନଙ୍କ କ୍ଷମତା କୌଣସି ପ୍ରତି ସ୍ୱାକ୍ଷର ବିନା ପୂର୍ବରୁ ୨ ଲକ୍ଷ ଥିବାବେଳେ, ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଗତକାଲି କ୍ୟାବିନେଟ୍ରେ ମଞ୍ଜୁରୀ ଦେଇଥିବା ବେଳେ ଆଜି ବିଜୁ ଜନତା ଦଳ ଏହାକୁ ଦୃଢ଼ ସମାଲୋଚନା କରି ଜନଆନେ୍ଦାଳନର ଚେତାବନୀ ଦେଇଛି । ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଳର ଉପସଭାପତି ତଥା ରାଜ୍ୟ...
ହେଲମେଟ୍ ବଞ୍ଚାଇଛି ୫୫୨୭ ଜୀବନ
କଟକ : ସଡ଼କ ଦୁର୍ଘଟଣାରେ ପରିବାର ଉଜୁଡିଯାଇଥାନ୍ତା, ଜୀବନ ଚାଲିଯାଇଥାନ୍ତା। କିନ୍ତୁ ମଥାରେହେଲମେଟ୍ ଥିଲା ବୋଲି ଜୀବନ ରକ୍ଷା ପାଇଗଲା । ନୂଆ ଜୀବନ ମିଳିଲା । ହେଲମେଟ୍ ପିନ୍ଧିନଥିବାରୁ ରାଜ୍ୟରେ ଗତତିନି ବର୍ଷରେ୫୧୬୦ଜୀବନ ଯାଇଥିବାର ତଥ୍ୟ ସାମ୍ନାକୁ ଆସିଥିଲା। ଏବେ ଦୁର୍ଘଟଣା ସମୀକ୍ଷାରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ତାହା ହେଉଛି ହେଲମେଟ୍ ପିନ୍ଧିଥିବାରୁ ଦୁର୍ଘଟଣା ସତ୍ତ୍ୱେ ଗତ ତିନି ବର୍ଷରେ୫୫୨୭ ଜୀବନରକ୍ଷା ପାଇଯାଇଛି ।ସଡ଼କ ସୁରକ୍ଷା ନିୟମ ପାଳନ ଯୋଗୁଁ କିଭଳି ଜୀବନ ରକ୍ଷା ହୋଇପାରେ ଏହା...
Odisha Paribar Rescues Odia Tourists From Nepal
Bhubaneswar: In a rapid and highly coordinated effort, 23 tourists from Odisha who were stranded in Nepal due to the prevailing situation have been successfully rescued and brought back to India. The rescue operation was carried out in a remarkable five hours after the incident came to light, showcasing a seamless collaboration between multiple government agencies. The group of Odia...
ମହାନଦୀ ତଟ ବିକାଶ ଯୋଜନାକୁ ଅନୁମୋଦନ
ଭୁବନେଶ୍ୱର : ବହୁ ଆକାଂକ୍ଷିତ ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ କାର୍ଯ୍ୟକାରୀ ହେବ ଏବଂ ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା। ଜଳ ସମ୍ପଦ ବିକାଶ ବିଭାଗ ଦ୍ୱାରା ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ ହେବ। ଯୋଜନାକୁ ମଞ୍ଜୁରୀଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ମହାନଦୀ ହେଉଛି ଓଡିଶାର ଜୀବନରେଖା। ମହାନଦୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ପରିବେଶ,...
ସାର ଯୋଗାଣର ସଠିକ୍ ତଦାରଖ କର
ଭୁବନେଶ୍ୱର : ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରି ସମସ୍ତ ଜିଲ୍ଲାରେ ଥିବା ପାକସ୍ ଏବଂ ଲାମ୍ପସ୍ ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ (ମନିଟରିଂ) କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପ୍ରକାର କଳାବଜାରୀ କିମ୍ବା ଗଚ୍ଛିତ କିମ୍ବା ନକଲି ସାରର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।...
ବେଦାନ୍ତର ୨୧ ତୀରନ୍ଦାଜ ମନୋନୀତ
ଲାଞ୍ଜିଗଡ଼ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର ଯୁବ ତୀରନ୍ଦାଜମାନଙ୍କୁ ସମର୍ଥନ କରୁଛି। ସମ୍ପ୍ରତି, ଏହି କ୍ରୀଡାବିତମାନଙ୍କ ମଧ୍ୟରୁ ୨୧ ଜଣ ଯୁବ ତୀରନ୍ଦାଜ ଆଗାମୀ ୨୬ତମ ଓଡ଼ିଶା ରାଜ୍ୟ ମୁକ୍ତ ତୀରନ୍ଦାଜ ପ୍ରତିଯୋଗିତା ୨୦୨୫ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ବେଦାନ୍ତ ସହାୟତାରେ କଳାହାଣ୍ଡି ଆଥଲେଟିକ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ଲାଞ୍ଜିଗଡ଼ର SSD ସ୍କୁଲରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପରୀକ୍ଷଣରୁ ଏହି ଯୋଗ୍ୟତା ହାସଲ କରିଛନ୍ତି, ଯେଉଁଠାରେ ମୋଟ...










