ଶକ୍ତି ପ୍ରଦର୍ଶନ କଲା ବିଜେଡି

0

ଭୁବନେଶ୍ୱର : ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ।  ତାଙ୍କ ସମର୍ଥନରେ ନୂଆପଡ଼ାର ଶିବମନ୍ଦିର ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଜେଡି ଦ୍ୱାରା ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏହି ଶୋଭାଯାତ୍ରାରେ ୧୫ ହଜାରରୁ ଅଧିକ ସମର୍ଥକ, ଦଳୀୟ କାର୍ଯ୍ୟକର୍ତ୍ତା ଓ ବିଜେଡିର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିଥିଲେ । ଏହି ଜନସମାବେଶ ମାଧ୍ୟମରେ ଲୋକେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଅତୁଟ ବିଶ୍ୱାସ ପ୍ରଦର୍ଶନ...

ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲା ଟ୍ୟାକ୍ସ ଫୋର୍ସ କମିଟି

0

ଭୁବନେଶ୍ୱର : ରାଜ୍ୟରେ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉଚ୍ଚସ୍ତରୀୟ ୩ୟ  ଟ୍ୟାକ୍ସ ଫୋର୍ସ କମିଟି ସମୀକ୍ଷା କରିଛି । ବୈଠକରେ  ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ ବିଭାଗ  ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ, ସୂଚନା ଓ ଲୋକସଂପର୍କ ବିଭାଗ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ଟ୍ୟାକ୍ସ ଫୋର୍ସ କମିଟିର ଅନ୍ୟାନ୍ୟ  ସଦସ୍ୟ...

Center Fast-Tracks Mineral Auction

0

New Delhi: The Ministry of Mines has introduced amendments to the Mineral (Auction) Rules, 2015, on October 17, 2025, to accelerate the operationalisation of auctioned mineral blocks by setting intermediary timelines for various activities following the issuance of a Letter of Intent (LoI) until the final execution of the mining lease. Previously, the rules allowed a broad period of three...

ASSOCHAM Odisha Chief Lauds GST Reforms

0

New Delhi: Shri Pankaj Lochan Mohanty, Chairman of the Odisha State Development Council, has expressed strong confidence that the new GST Reforms implemented by the Government of India will be instrumental in significantly scaling up the Manufacturing Sector and providing a substantial boost to the Startup Ecosystem. Shri Mohanty shared his optimistic outlook on the sidelines of the ASSOCHAM's...

Observers Monitor Free & Fair Poll

New Delhi: The Election Commission of India (ECI) has fully deployed its contingent of Central Observers for the upcoming General Election to the Legislative Assembly of Bihar, 2025, and concurrent bye-elections in eight Assembly Constituencies, with strict instructions to ensure a transparent, free, and fair electoral process. The Central Observers, appointed under the plenary powers of Article 324 of the...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

0

ବାରିପଦା: ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଆଜି ଆନୁଷ୍ଠାନିକ ଭାବରେ ପର୍ଯ୍ୟଟକଙ୍କ ପାଇଁ ତା’ର ଦ୍ୱାର ଖୋଲି ଦେଇଛି, ଯାହା ୨୦୨୫-୨୬ ପର୍ଯ୍ୟଟନ ଋତୁର ଆରମ୍ଭ। ମୌସୁମୀ ଋତୁ ପାଇଁ ଜୁନ୍ ୩୦ ତାରିଖରୁ ଏହି ସଂରକ୍ଷଣ ବନ୍ଦ ଥିଲା। ବନ୍ୟପ୍ରାଣୀ ପ୍ରତି ଆଗ୍ରହୀ ପର୍ଯ୍ୟଟକମାନେ ଏବେ ଏହି ଅନନ୍ୟ ବାସସ୍ଥାନ ପରିଦର୍ଶନ କରିପାରିବେ, ଯାହା ବିଶ୍ୱ ସ୍ତରରେ ଏହାର ବିରଳ ମେଲାନିଷ୍ଟିକ୍ (କଳା ଷ୍ଟ୍ରାଇପ୍) ବାଘ, ରୟାଲ୍ ବେଙ୍ଗଲ୍ ଟାଇଗର୍, ଏସୀୟ ହାତୀ ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀ ଏବଂ ଉଦ୍ଭିଦ...

ବିଇଓଙ୍କ ବିରୁଦ୍ଧରେ ଅଭିଭାବକ ମହାସଂଘ ଫେରାଦ

0

ଭୁବନେଶ୍ୱର : ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧିକାରୀ ବା ବିଇଓ ସଂଯୁକ୍ତା ମହାପାତ୍ରଙ୍କ ବିରୁଦ୍ଧରେ ଅଭିଭାବକ ମହାସଂଘ ଫେରାଦ ହୋଇଛି । ବିଇଓ ବ୍ୟାପକ ଭାବେ ଆର୍ଥିକ ଅନିୟମିତତା ଓ ପ୍ରିୟାପ୍ରୀତିରେ ଲିପ୍ତ ଅଭିଯୋଗ କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିଛି ମହାସଂଘ । ତୁରନ୍ତ ନିଲମ୍ବନ ସହ ନିରପେକ୍ଷ ତଦନ୍ତ ଦାବି ବି କରିଛି । ଅଭିଯୋଗ ପରେ ଶିକ୍ଷକ, ଅଭିଭାବକ ଓ ଶିକ୍ଷାବିତଙ୍କୁ ନାଲି ଆଖି ଦେଖେଇ ପାଟି ଚୁପ କରେଇଦଉଥିବା ବିଇଓ ମାଡମ ଏବେ...

ପଦବୀ ପୂରଣ ପାଇଁ ଅପେକ୍ଷା ଆରବର୍ଷକୁ

0

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ଶେଷ ସୁଦ୍ଧା ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡିଥିବା ସମସ୍ତ ଶିକ୍ଷକ, ଅଣଶିକ୍ଷକ ଓ ପ୍ରଶାସକ ପଦବୀ ପୂରଣ ହେବା ସମ୍ଭାବନା କ୍ଷୀଣ । ଏଥିପାଇଁ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଅତି କମ୍‍ରେ ଆଉ ଅନ୍ୟୁନ ୧୦ମାସ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ଶିକ୍ଷାବିତ୍‍ମାନେ ଆଶଙ୍କା କରୁଛନ୍ତି । ଏବେ ରାଜ୍ୟର ଅନ୍ୟୁନ ୧୬ଟି ସରକାରୀ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ଖାଲି ପଡିଛି । ଏଥିମଧ୍ୟରୁ ୧୪ଟି ଉଚ୍ଚଶିକ୍ଷା ବିଭାଗର ନିୟନ୍ତ୍ରଣରେ ରହୁଥିବାବେଳେ ଆଉ ଗୋଟିଏ ଲେଖାଏଁ ବିଶ୍ୱବିଦ୍ୟାଳୟ...

ନୂଆପଡାରେ ନେତାଙ୍କୁ ଘର ମିଳୁନି

0

ଭୁବନେଶ୍ୱର : ଉପନିର୍ବାଚନ ପାଇଁ ଉପାନ୍ତ ଅଞ୍ଚଳ ନୂଆପଡା ଦୁଲୁକୁଥିବାବେଳେ ସେଠି ଡେରା ପକାଇଛନ୍ତି ତିନି ପ୍ରମୁଖ ଛାମୁଆ ପ୍ରମୁଖ ରାଜନୈତିକ ଦଳର ନେତାମାନେ । ଶିଳ୍ପବିହୀନ ନୂଆପଡା ଜିଲ୍ଲାରେ ନେତାଙ୍କ ରହଣୀ ପାଇଁ ସେମିତି କିଛି ବଡ ଧରଣର ହୋଟେଲ ନାହିଁ । ଯେତିକି ବି ଡାକବଙ୍ଗଳା ରହିଛି ତାହା ଉପରେ ନିର୍ବାଚନ କମିଶନଙ୍କ କଡା କଟକଣା । ଏ ପରିପ୍ରେକ୍ଷୀରେ ନୂଆପଡାରେ ପ୍ରଚାର ମଇଦାନକୁ କୁଦା ମାରିଥିବା ନେତା ଓ ନେତ୍ରୀମାନଙ୍କ ପାଇଁ ରହିବା ସମସ୍ୟା ଉପୁଜିଛି । ନୂଆପଡା, କୋମନା,ଖରିଆରରୋଡ୍‍...

Similipal Opens For Tourists

0

Baripada: The Similipal Tiger Reserve (STR) in Odisha’s Mayurbhanj district officially reopened its gates to tourists today, marking the beginning of the 2025–26 tourist season. The reserve had been closed since June 30 for its annual monsoon break. Wildlife enthusiasts can now visit the unique habitat, renowned globally for its rare melanistic (black-striped) tigers, along with Royal Bengal Tigers, Asian...