ବେପରୁଆ ଚାଳକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ବିପଦପୂର୍ଣ୍ଣ ଗାଡ଼ି ଚାଳନା ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ରିଲ୍ସ ବା ଭିଡିଓ କରିବା ନାଁରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଉପରେ ରଖାଯିବ ବିଶେଷ ନଜର । ରାସ୍ତାରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ...
ସମ୍ ଲାଇଫ୍ସାଇନ୍ସେସ୍ର ଶିଳାନ୍ୟାସ
ଭୁବନେଶ୍ୱର : ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରସ୍ତାବିତ ଔଷଧ ପ୍ରସ୍ତୁତକାରୀ ଏବଂ ଗବେଷଣା କେନ୍ଦ୍ର ସମ୍ ଲାଇଫ୍ସାଇନ୍ସେସ୍ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରିମୋଟ ମୋଡରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣା ଶିଳ୍ପାଂଚଳଠାରେ ସ୍ଥାପିତ ହେବାକୁ ଯାଉଥିବା ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସମ୍ ଲାଇଫ୍ସାଇନ୍ସେସ୍ ସମେତ ରାଜ୍ୟର ୧୨ଟି ଜିଲ୍ଲାରେ ୨୭ଟି ବିଭିନ୍ନ ଶିଳ୍ପାନୁଷ୍ଠାନର ମୁଖ୍ୟମନ୍ତ୍ରୀ ଭିତିପ୍ରସ୍ତର...
CM Laid Foundation For SUM Lifesciences
Bhubaneswar: Chief Minister, Mohan Charan Majhi, on Monday laid the foundation for 27 industrial projects, including the Rs. 200 crore SUM Lifesciences pharma manufacturing and research unit. The projects, valued at ₹25,380 crore, are set to be established across 12 districts and are projected to create over 52,000 jobs. The foundation-laying ceremony was held remotely from the Odisha University of...
UCCIL Chief Joins Industry Groundbreaking
Bhubaneswar: Chief Minister Mohan Charan Majhi presided over a groundbreaking ceremony at OUAT, where he engaged with business leaders to discuss investment opportunities and Odisha's goal of becoming a premier industrial hub. The event focused on sustainable growth and the 'Viksit Odisha' vision. During the event, the Chief Minister laid the foundation stone for 27 new industrial projects with a...
Amit Shah Lauds CoBRA
New Delhi: Union Home Minister Shri Amit Shah commended the security forces for their "major success." In a post on X, he stated that the operation has led to the complete eradication of Naxalism from the Bokaro region of northern Jharkhand. He added that the government is committed to making the entire country free from this menace in the...
Walk Trails Ayur Heritage
Puri: The 13th edition of the monthly Puri Heritage Walk (PHW) successfully delved into the city's rich Ayurvedic traditions, drawing over 40 heritage enthusiasts from across Odisha. The walk, held yesterday, focused on the profound role of ancient Ayurveda in healthcare and explored monasteries on the historic Clarke Road. The highlight of the walk was a visit to the historic...
Vedanta On Health Care
Bhubaneswar: Vedanta Aluminium, India's largest aluminium producer, in a significant effort to bolster rural healthcare, recently organized a free-of-cost, multispecialty mega health camp at Gunpur village in Odisha’s Kalahandi district. The initiative, a collaborative effort with the District Health Administration, Kalahandi, and Swaraj Hospital, Balangir, provided essential medical services to over 200 people from 26 villages across the Thuamul...
ଆଦିବାସୀ ଗାଁରେ ବେଦାନ୍ତର ସ୍ୱାସ୍ଥ୍ୟସେବା
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଏବଂ ବଲାଙ୍ଗୀର ସ୍ୱରାଜ ହସ୍ପିଟାଲର ସହଯୋଗରେ କଳାହାଣ୍ଡିର ଗୁଣପୁର ଗ୍ରାମରେ ଏକ ମାଗଣା ମଲ୍ଟିସ୍ପେଶାଲିଟି ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା। ଏହି ଶିବିରରେ ଥୁଆମୁଲ ରାମପୁର ଏବଂ କାଶୀପୁର ବ୍ଲକର ୨୬ ଟି ଗ୍ରାମର ୨୦୦ ରୁ ଅଧିକ ଲୋକ ଉପକୃତ ହୋଇଥିଲେ।ଦୁରାନ୍ତ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହିତ, ଏହି ଶିବିରରେ ଅସ୍ଥିଶଲ୍ୟ, ପ୍ରସୂତି ଏବଂ ସ୍ତ୍ରୀରୋଗ, ଶିଶୁରୋଗ, ଚର୍ମରୋଗ, ଇଏନଟି, ଛାତି...
DMF Builds Rehab Network
Bhubaneswar: With a significant investment from the District Mineral Foundation (DMF), Odisha has established a comprehensive rural rehabilitation network, providing advanced care to people in mining-affected areas. Ministry of Mines has posted in its' X Platform. This initiative, which began with two state-of-the-art rehabilitation centers in Bhubaneswar and Sundargarh, has been instrumental in improving the quality of life for...
ନୂଆ କୁକୁଡା ନୀତି ପାଇଁ ପ୍ରସ୍ତାବ ଦେଲା ସଂଘ
ଭୁବନେଶ୍ୱର : ରାଜ୍ୟ ସରକାର ଦଶ ବର୍ଷ ପରେ ନୂତନ କୁକୁଡା ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଏଥିରେ ଗାଁ ଗହଳରେ ଥିବା କୁକୁଡା ବ୍ୟବସାୟୀଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବାକୁ ପ୍ରସ୍ତାବ ଦିଆଯାଇଛି । ଓଡିଶା କୁକୁଡା ବ୍ୟବସାୟୀ ସଂଘ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିବାଛି । ରାଜ୍ୟ ପଶୁ ସମ୍ପଦ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆପିକଲ ଓ କୁକୁଡା ଚାଷ ଓ ବ୍ୟବସାୟ ସହିତ ଜଡିତ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଓଡିଶା କୁକୁଡା ବ୍ୟବସାୟ ସଂଘର...









