କରୋନା ଉଜାଡିଲା ଏସ୍‍ଏଚ୍‍ଜି ବେପାର

0

ଭୁବନେଶ୍ୱର : ମିଶନ୍‍ ଶକ୍ତି ଅଧିନରେ ଥିବା ରାଜ୍ୟର ଲକ୍ଷାଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବେ କରୋନା ମାଡ଼ରେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ବିକ୍ରିବଟା ହୋଇପାରୁନଥିବା ବେଳେ ଋଣ କିଭଳି ସୁଝିବେ ସେହି ଚିନ୍ତାରେ ଅଛନ୍ତି । ରାଜ୍ୟରେ ଏବେ ୬ଲକ୍ଷରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀରେ ୭୦ଲକ୍ଷ ମହିଳା ଯୋଡ଼ିହୋଇ ରହିଛନ୍ତି । ଏମାନଙ୍କ ମଧ୍ୟରୁ ସଂଖ୍ୟାଧିକ ବ୍ୟାଙ୍କରୁ ଋଣ ଆଣି ଛୋଟ ମୋଟ ବ୍ୟବସାୟ କରିଥାନ୍ତି । ବିଶେଷକରି ଗାଁ ଗହଳର ମହିଳାମାନେ ଏକତ୍ରିତ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶିବ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ଅଳ୍ପଦିନ ତଳେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିବା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଆସନ୍ତା ଅକ୍ଟୋବର ପହିଲାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହିତ ମିଶିଯିବ । ସେପ୍ଟେମ୍ବର ୩୦ ତାରିଖ ପରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଆସନ୍ତା ସେପ୍ଟେମ୍ବର ୩୦ରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ବିଲୀନ...

କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତ ସମ୍ପର୍କରେ ସମୀକ୍ଷା କରିଥିଲେ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ କୋଭିଡ ସ୍ଥିତି  ଏବେ ନିୟନ୍ତ୍ରଣାଧୀନ ଅଛି ।  ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା...

State Extends Lockdown

Bhubaneswar: While there is rising trend of continuing with around 10,000 new COVID-19 cases daily, the  Odisha Government on Tuesday extended the ongoing lockdown with stricter restrictions by two more weeks till on 1 June .  Chief Secretary Suresh Chandra  Mahapatra announced this a day before the completion of the tenure of the first phase of lockdown at 5 am...

ଗଡ଼ିଲା ସଞ୍ଜୀବନୀ ରଥ

0

ରାଉରକେଲା : ରାଉରକେଲାରେ କୋଭିଡ୍ ଟିକାଦାନ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି । ଯେଉଁ ବ୍ୟକ୍ତିମାନେ ଶଯ୍ୟାଶାୟୀ ଅଛନ୍ତି କିମ୍ବା ଭିନ୍ନକ୍ଷମ ତଥା ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରେ ଟିକା ଦିଆଯିବ । ଏଥିପାଇଁ ମଙ୍ଗଳବାର ଦିନ "ସଞ୍ଜୀବନୀ ରଥ'ର ଶୁଭାରମ୍ଭ କରାଯାଇଛି । ଆରଜିଏଚ୍ ପରିସରରେ ଏହି ରଥକୁ ସ୍ଥାନୀୟ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଶୁଭାରମ୍ଭ କରିଥିଲେ । ଏହି...

ଜୁନ୍‍ ୧ ଯାଏ ଲକ୍‍ଡାଉନ ବଢିଲା

ଭୁବନେଶ୍ୱର : ରାଜ୍ୟରେ ଜାରି ଲକଡାଉନ୍‍ ଅବଧିକୁ ସରକାର ଆଜି ବୃଦ୍ଧି କରିଛନ୍ତି । ତଦନୁଯାୟୀ ଜୁନ୍‍ ୧ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏଥି ସହିତ ପୂର୍ବରୁ ଜାରି ସପ୍ତାହନ୍ତ ସଟ୍‍ଡାଉନ୍‍ ଲାଗୁ ହେବବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ ଯଦିଓ ରାଜ୍ୟରେ କରୋନା ସଂକ୍ରମଣ ହାର ସ୍ଥିର ରହିଛି ଓ କେତେକ ଜିଲ୍ଲାରେ ଏହା ହ୍ରାସ ପାଉଛି, ତଥାପି ଏହା ଦୈନିକ ୧୦ହଜାର ଉପରେ...

ବିଳମ୍ବିତ ରିପୋର୍ଟ ଯୋଗୁଁ ସଂକ୍ରମଣ ବୃଦ୍ଧି

0

ଭୁବନେଶ୍ୱର : କରୋନା ଏବେ ଗାଁ ମୁହାଁ ହୋଇଥିବାବେଳେ ସଂକ୍ରମଣ ବୃଦ୍ଧିପାଇଁ ଟିକାଦାନ କେନ୍ଦ୍ର ଓ କରୋନା ନମୂନା ପରୀକ୍ଷା କେନ୍ଦ୍ରରେ ଅସମ୍ଭାଳ ଭିଡ ସହିତ ପରୀକ୍ଷା ରିପୋର୍ଟ ଆସିବାରେ ଅହେତୁକ ବିଳମ୍ବକୁ ବିଶେଷଜ୍ଞମାନେ ଦାୟୀ କରୁଛନ୍ତି । ଗାଁ ଗହଳରେ ଅନେକଙ୍କ ପଜିଟିଭ ରିପୋର୍ଟ ଆସିବାକୁ ୩/୪ ଦିନ ଲାଗୁଥିବାରୁ ସେମାନେ ନିଜ ଅଜଣାତରେ ଲୋକେ ଅନ୍ୟକୁ ସଂକ୍ରମିତ କରିବାରେ ଲାଗିଛନ୍ତି । ଟିକା ପାଇଁ ଲୋକଙ୍କ ଆଗ୍ରହ ବୃଦ୍ଧି ପାଇବା ସହିତ ସେମାନେ ଏବେ ଟିକା ନେବାପାଇଁ ବିଭିନ୍ନ ଟିକାଦାନ କେନ୍ଦ୍ରକୁ...

କରୋନା ପାଇଁ ଚାଷୀ ମୁଣ୍ଡରେ ଚଡ଼କ

ଭୁବନେଶ୍ୱର : ଚାଷୀଙ୍କ ମୁଣ୍ଡରେ କରୋନା ଚଡ଼କ ଦୁର୍ବିସହ ହୋଇପଡ଼ୁଛି । ଗୋଟିଏ ପଟେ କରୋନାକୁ ଡରି ମରି ଚାଷୀ ଚାଷ କରୁଥିବା ବେଳେ ଅନ୍ୟପଟେ ଉତ୍ପାଦିତ ସାମଗ୍ରୀ ବଜାରରେ ଢେର୍‍ କମ୍‍ ଦାମରେ ବିକ୍ରି ହେଉଥିବାରୁ ଉତ୍ପାଦନ ଖର୍ଚ୍ଚ ଉଠିବା କାଠିକର ପାଠ ହେଉଛି । ସ୍ଥଳ ବିଶେଷରେ ଯାଚିଗୁଞ୍ଜି ପନିପରିବା, ଛତୁ, କୁକୁଡ଼ା, କ୍ଷୀର ଆଦି ଦେଉଥିବାରୁ ବେପାରୀଙ୍କ ଦୟା ଅନୁଗ୍ରହରେ ଯେତିକି ପଇସା ମିଳୁଛି ସେତିକିରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି । ଏବେ ଚାଷୀ ବେପାରୀଙ୍କୁ ଛତୁ ଦେଢ଼ଶହରୁ...

MYGOV Launches Innovation Challenge

New Delhi : MyGov, the citizen engagement platform of the Government of India, in partnership with Department of Higher Education has launched an Innovation Challenge for creating an Indian Language Learning App. This Innovation Challenge has been launched to take forward Prime Minister Narendra Modi’s vision of celebrating India’s cultural diversity through greater interaction among its constituent parts. MyGov has...

Patnaik Seeks Cooperation For COVID Fight

Bhubaneswar: Chief Minister Naveen Patnaik has made a number of important announcements at an all-party meeting chaired by Speaker OLA today to further strengthen our fight against COVID-19 with the cooperation of all. Chief Minister Mr. Patnaik said that infections have been on the rise in Odisha for more than a month. With the blessings of the Lord, we have...