ବାଲ୍ୟ ଶିକ୍ଷାକୁ ବୃଦ୍ଧି କରିଛି ବେଦାନ୍ତ

0

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଜାମଖଣି, ଘୋଘରପଲ୍ଲୀ ଏବଂ କୁରାଲୋଇ (ଏ) ଉତ୍ତର କୋଇଲା ଖଣି କାର୍ଯ୍ୟକ୍ଷମ ଅଞ୍ଚଳରେ ୪୦ଟି ଅଙ୍ଗନୱାଡି କେନ୍ଦ୍ରରେ ୪୫୦ରୁ ଅଧିକ ପିଲାଙ୍କୁ ଶିକ୍ଷଣ ସହାୟତା କିଟ୍ ପ୍ରଦାନ କରି ପ୍ରାରମ୍ଭିକ ବାଲ୍ୟ ଶିକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି। ପ୍ରତ୍ୟେକ କିଟ୍ ଦୁଇଟି ଭାଷାରେ ରହିଛି, ଆକୃତି ପଜଲ୍, ନମ୍ବର କ୍ୟୁବ୍, ଏବଂ ଖେଳ ଉପକରଣଗୁଡିକ ଅନ୍ତର୍ଭୁକ୍ତ ଯାହା କୌତୁହଳ ସୃଷ୍ଟି କରିବା, ଜ୍ଞାନାତ୍ମକ ଦକ୍ଷତା ନିର୍ମାଣ, ଏବଂ ମୌଳିକ ଶିକ୍ଷାକୁ...

State To Overhaul Land Acquisition

0

Bhubaneswar: Revenue and Disaster Management Minister Shri Suresh Pujari has announced the state government's plan to introduce comprehensive amendments to the law to resolve long-standing land acquisition issues, tackle encroachment on government land, and streamline revenue administration. The Minister made this announcement during the inaugural session of a two-day joint conference of District Magistrates and Superintendents of Police held...

ରାଉରକେଲା ସହରାଞ୍ଚଳ ବିକାଶକୁ ଫୋକସ୍‍

0

ଭୁବନେଶ୍ୱର : ରାଉଲକେଲା ସ୍ମାର୍ଟ ସିଟି ଲିମିଟେଡର ୩୧ ତମ ବୋର୍ଡ ବୈଠକ ଗତକାଲି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ସୁନ୍ଦରଗଡ ଜିଲାପାଳ ଡା ଶୁଭଙ୍କର ମହାପାତ୍ର , ରାଉଲକେଲା ସ୍ମାର୍ଟ ସିଟି ଲିମିଟେଡର ସିଇଓ  ଧୀନା ଦସ୍ତାଗୀର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତିର ସମୀକ୍ଷା କରାଯାଇଛି I ପ୍ରକଳ୍ପ ଗୁଡିକର...

Odisha Achieves 100% EoDB Target

0

Bhubaneswar: In a major boost to its image as a business-friendly destination, the state of Odisha has successfully implemented all 23 stipulated Ease of Doing Business (EoDB) reforms, achieving a perfect 100% compliance rate. This achievement comes as Prime Minister Narendra Modi delivers a fresh call to all state governments to intensify competitive and cooperative federalism in attracting investment...

IBCS Hosts Women EDP

0

Bhubaneswar: Institute of Business and Computer Studies (IBCS), faculty of management sciences of Siksha ‘O’ Anusandhan Deemed to be University, recently organised an Entrepreneurship Development Program exclusively for women. The event, designed as ‘Finance Fusion 2.0 – Empowering Women Through Finance’, was conducted in collaboration with the Weneurs Forum. The inaugural meeting of the programme was presided over by Prof. Pradipta...

Vedanta Boosts Kid Learning

0

Bhubaneswar: : Vedanta Aluminium, India's largest producer of aluminium, has reinforced its commitment to early childhood education by providing learning aid kits to more than 450 children across 40 Anganwadi Centres (AWCs) in the villages of Jamkhani, Ghogharpalli, and Kuraloi (A) North Coal Mines operational areas. Each kit includes bilingual charts, shape puzzles, number cubes, and interactive play tools designed to...

ଏନଏସଏସ୍‍ କାର୍ଯ୍ୟ ଆଶାନୁରୂପ ଆଗଉନି

0

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର ଏବେ ୧ଲକ୍ଷ ୨୫ ହଜାରରୁ ଉର୍ଦ୍ଧ୍ୱ ଜାତୀୟ ସେବା ଯୋଜନା (ଏନଏସଏସ) ସ୍ୱେଚ୍ଛାସେବୀ ରହିଛନ୍ତି । ଯୁକ୍ତ ଦୁଇ, ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଏନଏସଏସ ୟୁନିଟ୍‍ମାନ ରହିଛି । ଏନଏସଏସ ସ୍ୱେଚ୍ଛାସେବୀମାନଙ୍କ ପାଇଁ କେନ୍ଦ୍ର ସରକାର ବାର୍ଷିକ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ଏ ବାବଦରେ ଅର୍ଥ ବ୍ୟବସ୍ଥା କରୁଛନ୍ତି । ଏମିତିକି ସମସ୍ତ ଛାତ୍ରଛାତ୍ରୀଙ୍କ ଠାରୁ ଏନଏସଏସ ପାଣ୍ଠି...

ଡ୍ରାଇଭିଂ ଲାଇସେନ୍ସ ଦଲାଲ ମୁକ୍ତ କେବେ ?

0

ଭୁବନେଶ୍ୱର : ସଡକ ଦୁର୍ଘଟଣା ରୋକିବା ପାଇଁ ସରକାର ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରୁଥିବାବେଳେ ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା କିନ୍ତୁ ଦଲାଲମୁକ୍ତ ହୋଇପାରୁ ନାହିଁ । ପ୍ରତ୍ୟେକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଦପ୍ତରର ଅଧିକାଂଶ କାର୍ଯ୍ୟ ଦଲାଲଙ୍କ ସହାୟତାରେ ହେଉଥିବାରୁ ରାଜ୍ୟରେ ଦକ୍ଷ ଗାଡିଚାଳକ ବାହାରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସଡକରେ ଯେକୌଣସି ଯାନବାହାନ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ଜରୁରୀ । ଏଥିପାଇଁ ଚାଳକଙ୍କୁ ପ୍ରଥମେ ଲର୍ଣ୍ଣି ଲାଇସେନ୍ସ ଓ ପରେ ସ୍ଥାୟୀ ଲାଇସେନ୍ସ ନେବାକୁ...

Co-op For Big Cat Alliance

0

New Delhi: Union Minister for Environment, Forest and Climate Change, Shri Bhupender Yadav, addressed the High-Level Ministerial Segment on the International Big Cat Alliance (IBCA) at UNFCCC CoP30 in Belém, Brazil, on 17.11.2025. He called for renewed global cooperation to protect big cat species and their habitats as part of integrated climate and biodiversity action. The event was graced...

ପିଲାଙ୍କ କଣ୍ଠରେ ଅକ୍ଷୟ ସଙ୍ଗୀତ

0

ଭୁବନେଶ୍ଵର : ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟାକୁ ଉତ୍ସର୍ଗ କରଯାଇଥିଲା ବିଶିଷ୍ଟ ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ । ପିଲାମାନଙ୍କ କଣ୍ଠରେ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତଗୁଡିକର ପରିବେଷଣ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଦୀର୍ଘ ସମୟ ଧରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲା । ଏହି ଗୀତଗୁଡିକ ମଧ୍ୟରେ ଥିଲା ଝୁମି ଝୁମି ଆସେ ଆଖି...., ନଦୀର ନାମ ଅଳସ କନ୍ୟା...., ଦରିଆ କୂଳେ ବସି....., ଜୋଛନା ଲୁଚନା..., ରୂପା ଶଗଡିରେ ସୁନା କନିଆ...., ହେ...