ମିଟର ଅନୁଯାୟୀ ଭଡା କେବେ ?

0

ଭୁବନେଶ୍ୱର : ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ସଜାଡିବାପାଇଁ ସରକାର ଏକାଧିକ ଇ-ବସ୍‍ କିଣୁଥିବାବେଳେ ସହରରେ ଚଳାଚଳ କରୁଥିବା ଅଟୋ, ଟ୍ୟାକ୍ସି ଆଦିରେ ମିଟର ସେବା ଉପରେ କିନ୍ତୁ ଗୁରୁତ୍ୱ ଦେଉନାହାନ୍ତି । ଫଳରେ ମିଟର ନଥିବା ଅଟୋ ଓ ଟ୍ୟାକ୍ସିଗୁଡିକ ଲୋକଙ୍କ ଠାରୁ ମନଇଚ୍ଛା ଦର କଷିବାରେ ଲାଗୁଛନ୍ତି । ଅଟୋ ପଞ୍ଜିକରଣ ପାଇଁ ମିଟର ବାଧ୍ୟତା ମୂଳକ । କମ୍ପାନୀମାନେ ଅଟୋ ବିକ୍ରି ସମୟରେ ଏହା ସହିତ ମିଟରଟିଏ ବିକ୍ରି କରୁଛନ୍ତି । ଏହି ମିଟର ଅନୁସାରେ ଯାତ୍ରୀମାନେ ଭଡା ଦେବାକଥା ।...

ଡାକଘର ଏଟିଏମ୍‍ ଚେନ୍ନାଇରେ ନବୀକରଣ

0

ଭୁବନେଶ୍ୱର : ଜାତୀୟକରଣ ଓ ଘରୋଇ ବ୍ୟାଙ୍କ୍‍ରେ ଜମାକାରୀମାନଙ୍କ ଏଟିଏମ୍‍ କାର୍ଡର ଅବଧି ସରିବା ପୂର୍ବରୁ ବିନା ଆବେଦନରେ ନୂଆ କାର୍ଡ ଡାକରେ ଆସି ଘରେ ପହଞ୍ଚି ଯାଉଥିବାବେଳେ ଯେଉଁମାନେ ଡାକଘରେ ଜମାଖାତା ଖୋଲି ଏଟିଏମ୍‍ କାର୍ଡ ନେଇଛନ୍ତି ସେମାନଙ୍କର କାର୍ଡର ଅବଧି ସରିବାପରେ ମାସ ମାସ ଧରି ନବୀକରଣ ହୋଇପାରୁ ନାହିଁ । ଗାଁ ଗହଳ ତ ଦୂରରକଥା, ଖୋଦ୍‍ ରାଜଧାନୀର ଡାକଘର ଜମାକାରୀମାନଙ୍କର ଏହା ସମସ୍ୟା । ପୂର୍ବରୁ ରାଜଧାନୀର ମୁଖ୍ୟ ଡାକଘର ସମେତ ଅନ୍ୟ କାଉଣ୍ଟରଗୁଡିକରୁ ଦିନକରେ ଏଟିଏମ୍‍ କାର୍ଡ...

PM Lauds Sand Art

0

Mumbai: Prime Minister Shri Narendra Modi Ji warmly greeted Padmashri Sudarsan Pattnaik with “Jai Jagannath” during the India Maritime Week 2025 in Mumbai. The renowned sand artist was present to showcase an impressive installation on behalf of the Commerce & Transport Department, Government of Odisha. Mr. Pattnaik had the proud opportunity to meet the Prime Minister and present his sand...

SOA Prez Opens SOAFAL MALA

0

Bhubaneswar: The fourth edition of ‘SOAFAL MALA’, the commemorative volume comprising lectures by eminent scientists delivered as part of the Siksha ‘O’ Anusandhan (SOA) Fortnightly Academic Lecture Series, was released by SOA Founder President Prof. (Dr.) Manojranjan Nayak on Wednesday. The fourth volume of the book comprises lectures by 25 distinguished Indian women scientists who are featured in the book...

ଜଳପଥ ବାଣିଜ୍ୟ ଅଭିବୃଦ୍ଧିର ଚାବିକାଠି  

0

ମୁମ୍ବାଇ : ଏଠାରେ ଆୟୋଜିତ ସାମୁଦ୍ରିକ ସପ୍ତାହ ୨୦୨୫ ରେ ଓଡ଼ିଶା ସରକାର ସ୍ଥାୟୀ ଏବଂ ସମନ୍ୱିତ ପରିବହନ ବିକାଶ ପାଇଁ ନିଜର ଦୂରଦୃଷ୍ଟିସମ୍ପନ୍ନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। "ନେଭିଗେଟିଙ୍ଗ ଗ୍ରୋଥ: ଇନଲାଣ୍ଡ ୱାଟରୱେଜ୍ ଇନ୍ ଦ ଫ୍ରଣ୍ଟ ଅଫ୍ ଫ୍ୟୁଚର ଟ୍ରାନ୍ସପୋର୍ଟ ଆଣ୍ଡ ଲଜିଷ୍ଟିକ୍ସ" ଉପରେ ଏକ ଉଚ୍ଚସ୍ତରୀୟ ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ଆଭ୍ୟନ୍ତରୀଣ ଏବଂ ଉପକୂଳ ଜଳପଥ...

Odisha Pushes Green Waterways

0

Mumbai: Odisha Government presented its forward-looking vision for sustainable and integrated transport development at Maritime Week 2025 held here. Participating in the high-level panel discussion on “Navigating Growth: Inland Waterways in the Forefront of Future Transport and Logistics,” Smt. Usha Padhee, Principal Secretary, Housing & Urban Development and Commerce & Transport Departments, highlighted Odisha’s proactive initiatives to strengthen inland and...

ବାତ୍ୟାରେ ୧୦୬୧ ଜଣ ମହିଳାଙ୍କ ମାତୃତ୍ଵ ଲାଭ

0

ଭୁବନେଶ୍ୱର : ବାତ୍ୟା  ସମୟରେ ଆସନ୍ନ ପ୍ରସବା ୮୮୦୪ ଜଣ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶ୍ରୟ ଦିଆଯିବା ସହ ପରୀକ୍ଷା କରାଯାଉଛି । ସେମାନଙ୍କ ମଧ୍ୟରେ  ୧୦୬୧ ଜଣ ମହିଳା ନିରାପଦ ମାତୃତ୍ଵ ଲାଭ କରିଛନ୍ତି । ଏଥିରେ ବାଲେଶ୍ଵର, ଗଜପତି, ଗଞ୍ଜାମ, ଜଗତସିଂପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲା ର ମହିଳା ଅଛନ୍ତି ।  ସେହିପରି କ୍ଷେତ୍ରସ୍ତରୀୟ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଆବଶ୍ୟକୀୟ ବଟିକା, ଓ.ଆର.ଏସ ଦ୍ରବଣ, ସାପକାମୁଡ଼ା ଇଞ୍ଜେକସନ, ବ୍ଳିଚିଂ ପାଉଡର ପ୍ୟାକେଟ ମହଜୁଦ ରଖାଯାଇଛି...

Dr.Kumar On AI Focus

0

New Delhi: The National Institute of Technology (NIT) Jalandhar hosted a successful workshop on AI, 5G & Emerging Technologies for Skill Development, with Dr. Chandra Shekhar Kumar, Secretary, Ministry of Minority Affairs, attending as the Chief Guest. Dr. Kumar strongly emphasized that education must keep pace with rapid technological change. He stressed the need for this alignment with major national...

President In Rafale Jet

0

New Delhi: President Smt. Droupadi Murmu today termed her flight in the potent Rafale fighter aircraft at Air Force Station, Ambala, as an "unforgettable experience," stating that it has instilled in her a renewed sense of pride in the nation's defence capabilities. The President, who is the Supreme Commander of the Indian Armed Forces, offered her congratulations to the forces...

DoT Eases M2M SIM Transfer

0

New Delhi: The Department of Telecommunications (DoT), Ministry of Communications, has issued an Office Memorandum (O.M.) notifying the Framework for Transfer of M2M SIM Ownership from one M2M Service Provider (M2M SP)/Licensee to another M2M Service Provider (M2M SP)/Licensee. Previously, M2M services for affected end consumers were at risk of disruption during necessary changes of M2MSP due to the absence...