National ‘Safe Boat’ Award
Bhubaneswar: Chief Minister Shri Mohan Charan Majhi extended warm congratulations and best wishes to Kumari Lalita Khil, a Class 9 student from Govt. UGHS RSC-06, Chitrakonda Block, Malkangiri District, for her groundbreaking 'Safe Boat' project. The innovative project was distinguished with the prestigious 'Best Life-Saving Project of the Year' award at the National Children's Science Exhibition. Lalita's project, ingeniously designed...
Sarangi Reviews NGHM Progress
New Delhi: Shri Santosh Sarangi, Secretary, Ministry of New and Renewable Energy (MNRE), today chaired the monthly Stakeholder Meeting for the National Green Hydrogen Mission (NGHM) at the Atal Akshay Urja Bhawan in New Delhi. The meeting served as a crucial platform for reviewing the progress of the mission and conducting detailed discussions on several pivotal issues essential for...
Tech Query By Kalikesh
Bhubaneswar: Shri Kalikesh Narayan Singh Deo, MLA Balangir asked in Odisha Legislative Assembly as to how many IT training centres or coding institutes have been established in the State under theres scheme like Odisha Skill Development Authority (OSDA). Shri Singh Deo asked in details District wise and what partnerships have been formed with private tech companies to provide job-oriented and...
୧୯୯୭ରେ ହୋଇଥିଲା ଶିଶୁ ଶ୍ରମିକ ସର୍ଭେ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା ୧୯୯୭ ମସିହାରେ ଶିଶୁ ଶ୍ରମିକ ଚିହ୍ନଟ ପାଇଁ ସର୍ବେଶେଷ ସର୍ବେକ୍ଷଣ କରାଯାଇଥିଲା । ସେହି ସର୍ଭେ ସମୟରେ ରାଜ୍ୟରେ ୨ଲକ୍ଷ ୧୫ ହଜାର ଶିଶୁ ଶ୍ରମିକ ଚିହ୍ନଟ ହୋଇଥିଲେ ।ବିଧାନସଭାରେ ବିଜପି ବିଧାୟକ ଟଙ୍କଥର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଜରେ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ରାଜ୍ୟ ସରକାରଙ୍କ...
ଚିଲିକା ପୋତି ହେବା ସରକାର ଜାଣିଛନ୍ତି
ଭୁବନେଶ୍ୱର : ଏସିଆର ବୃହତ୍ତମ ଲବଣାକ୍ତ ହ୍ରଦ ଚିଲିକା ପୋତିହୋଇ ପଡୁଥିବା ସଂକ୍ରାନ୍ତରେ ରାଜ୍ୟ ସରକାର ଅବଗତ ଅଛନ୍ତି । ବିଧାନସଭାରେ ଏହା କହିଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସଂଖୁଣ୍ଟିଆ । ଚିଲିକା ହ୍ରଦ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଚିଲିକା ଏକ ଅଗଭୀର ହ୍ରଦ । ଏହାର ଗଭୀରତା ସର୍ବନିମ୍ନ ୦.୩୮ ମିଟରରୁ ସର୍ବାଧିକ ୬.୨୦ ମିଟର । ପ୍ରତିବର୍ଷ ହ୍ରଦ ଗର୍ଭକୁ ଏହାର...
ବିପଦଜନକ ସ୍ତରରେ ବାୟୁ ଗୁଣମାନ
ଭୁବନେଶ୍ୱର : ଓଡିଶାର ପ୍ରମୁଖ ସହରଗୁଡିକରେ ବାୟୁର ଗୁଣବତ୍ତା ବିପଦଜନକ ସ୍ତରରେ ରହୁଥିବାବେଳେ ଫୁସ୍ଫୁସ୍ ଜନିତ ସମସ୍ୟା ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କ ଠାରେ ପରିଲକ୍ଷିତ ହେଉଛି । ଚିକିତ୍ସା ବିଜ୍ଞାନୀମାନେ ଏହା ସ୍ୱୀକାର କରୁଛନ୍ତି । ଦେଶର ରାଜଧାନୀ ନୂଆଦିଲ୍ଲୀରୁ ବାୟୁର ଗୁଣବତ୍ତା ବା ଏୟାରୁ କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁୱାଇ) ଢେର ଅଧିକ ରହୁଥିବାରୁ ସୁପ୍ରିମ୍କୋର୍ଟ ଉଦବେଗପ୍ରକାଶ କରିଛନ୍ତି । ଦିଲ୍ଲୀରେ ଏହା ପ୍ରାୟ ୪୦୦ ରହୁଥିବାବେଳେ ତାହାର ଆଖପାଖ ସହରରେ ବି ଏକ୍ୟୁୱାଇ ପରିମାଣ ୩୦୦ ରୁ ୪୦୦ ପର୍ଯ୍ୟନ୍ତ ରହୁଛି...
ଦୃଷ୍ଟିବାଧିତ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ସଭାପତି
ଭୁବନେଶ୍ୱର : ବିଶ୍ୱକପ୍ରେ ଚାମ୍ପିଅନ୍ ଦୃଷ୍ଟିବାଧିତ ଭାରତୀୟ ମହିଳା ଟି- ୨୦ କ୍ରିକେଟ୍ ଟିମ୍ର ୪ ଓଡିଆ ଖେଳାଳିଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ମଙ୍ଗଳବାର ସମ୍ବର୍ଦ୍ଧିତ କରିଛନ୍ତି । ଦୃଷ୍ଟିବାଧିତ ମହିଳା କ୍ରିକେଟ ଟିମ୍ ଚାମ୍ପିଅନ୍ ଟାଇଟଲ୍ ହାସଲ କରିବା ପରେ ଏହି ଟିମର୍ ଫେରି ଆସିଥିବା ୪ ଓଡିଆ ଖେଳାଳିଙ୍କୁ ସୋଆ ପ୍ରତିଷ୍ଠାତା ସଭାପତି ସମ୍ବର୍ଦ୍ଧିିତ କରିବା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି । ଦୃଷ୍ଟିବାଧିତ...
ବେଦାନ୍ତ ବଦଳାଇ ଦେଲା ରଚନାଙ୍କ ଭାଗ୍ୟ
ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ଚାନାଲିମା ଗାଁର ଶାନ୍ତ ପରିବେଶର ଆଦିବାସୀ ଝିଅ ରଚନା ଆଜି ଜାତୀୟ ସ୍ତରର କ୍ରୀଡାବିତ୍ । ଏକଦା ବିଦ୍ୟାଳୟ, ଘର କାମ ଏବଂ ତାଙ୍କ ମାଆଙ୍କୁ ସେମାନଙ୍କର ଛୋଟ ଚାଷଜମିରେ ସାହାଯ୍ୟ କରିବା ଚାରିପଟେ ଘୂରି ବୁଲୁଥିବା ଏହି ୧୭ ବର୍ଷୀୟା ରଚନା ରାଜ୍ୟର ସବୁଠାରୁ ପ୍ରତିଭାବାନ ଯୁବ ତୀରନ୍ଦାଜଙ୍କ ମଧ୍ୟରେ ଛିଡ଼ା ହୋଇଛନ୍ତି । ପିତା ସ୍ୱର୍ଗତ ନବୀନ ମାଝୀଙ୍କ ଦେହାନ୍ତ ପରେ ରଚନା ଏବଂ ତାଙ୍କ ବଡ଼ ଭଉଣୀଙ୍କୁ ସେମାନଙ୍କ ମା ଚମ୍ପା ମାଝୀ ଏକାକୀ...
Odisha Misses PM MITRA Park
Bhubaneswar: The State of Odisha has been left out of the list of seven states selected for the establishment of PM Mega Integrated Textile Region and Apparel (PM MITRA) Parks, a flagship scheme of the central government aimed at boosting the textile sector. The exclusion comes despite the state having reportedly expressed interest and submitted a proposal for a...
NHAI On Safety Mode
New Delhi: To enhance safety and offer seamless travel experience on National Highways, NHAI has signed a Memorandum of Understanding (MoU) with Reliance Jio to introduce a telecom-based safety alert system across National Highway network. Using Jio’s existing 4G and 5G network, travellers will receive advance warnings on their mobile phones as they approach identified risk locations such as...










