PM Honors Sardar Patel

0

Kevadia: Prime Minister Shri Narendra Modi today paid floral tributes to Sardar Vallabhbhai Patel at the 'Statue of Unity' in Kevadia. Prime Minister Shri Modi described the landmark as a monumental tribute to Sardar Patel and his vision of India’s unity and strength. He highlighted that the Statue of Unity, which holds the distinction of being the world’s tallest statue,...

CM Flags Off Ekta Dauda

0

Bhubaneswar: On the occasion of the 150th birth anniversary of Sardar Vallabhbhai Patel, which is also observed as National Unity Day, Chief Minister Shri Mohan Charan Majhi inaugurated the Ekta Dauda (Run for Unity) at Kalinga Stadium today. The event, organized by the Sports and Youth Affairs Department, saw participation from senior officers, students, sportspersons, and a large number...

DGP Mishra Leads Unity Parade

0

Cuttack: The State-level National Unity Day was celebrated on the occasion of the 150th birth anniversary of Sardar Vallabhbhai Patel at the 6th OSAP Battalion premises in Cuttack this morning. Director General of Police(Crime Branch) Shri Vinaytosh Mishra was the chief guest on the occasion. Shri Mishra paid tributes to the great Sardar Patel and received the salute at a...

୧୪୬୬ ଜଣଙ୍କୁ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ

0

ନୂଆଦିଲ୍ଲୀ : ୨୦୨୫ ବର୍ଷ ପାଇଁ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସି. ଏ. ପି. ଏଫ୍.)/କେନ୍ଦ୍ରୀୟ ପୋଲିସ ସଙ୍ଗଠନ (ସି. ପି. ଓ.) ର ୧୪୬୬ ଜଣ କର୍ମଚାରୀଙ୍କୁ 'କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ' ପ୍ରଦାନ କରାଯାଇଛି। ଉତ୍କୃଷ୍ଟ କାର୍ଯ୍ୟକୁ ସ୍ୱୀକୃତି ଦେବା, ଉଚ୍ଚ ବୃତ୍ତିଗତ ମାନକକୁ ପ୍ରୋତ୍ସାହିତ କରିବା ଚାରୋଟି କ୍ଷେତ୍ର ଯଥା ସ୍ୱତନ୍ତ୍ର ଅପରେସନ, ଅନୁସନ୍ଧାନ, ଗୁଇନ୍ଦା, ଫରେନସିକ ସାଇନ୍ସ ସମ୍ପୃକ୍ତ କର୍ମଚାରୀ/ଅଧିକାରୀଙ୍କ ମନୋବଳ ବୃଦ୍ଧି ପାଇଁ ଏହି ପଦକ ଦିଆଯାଏ । ପ୍ରଧାନମନ୍ତ୍ରୀ ଶ୍ରୀ...

ରାଷ୍ଟ୍ରୀୟ ଏକତାର ଶପଥପାଠ

0

କଟକ : ଆଜି ପୂର୍ବାହ୍ନରେ ଷଷ୍ଠ ଓଏସଏପି ବାଟାଲିୟନ ପରିସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ  ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପୁରୁଷ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ରାଷ୍ଟ୍ରର ଏକତା, ଅଖଣ୍ଡତା, ସୁରକ୍ଷା ତଥା ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ କରିବାପାଇଁ  ଉପସ୍ଥିତ ପୋଲିସ ଅଧିକାରୀ,...

ଘରୋଇ ସ୍କୁଲ ମୁହାଁ ଛାତ୍ରଛାତ୍ରୀ

0

ଭୁବନେଶ୍ୱର : ନିଜ ନିଜ ଘର ପାଖରେ ଥିବା ପ୍ରାଥମିକ ସରକାରୀ ବିଦ୍ୟାଳୟଗୁଡିକ ବନ୍ଦହୋଇଯିବା ଫଳରେ ଗାଁ ଗହଳର ଛାତ୍ରଛାତ୍ରୀମାନେ ଏବେ ଘରୋଇ ବିଦ୍ୟାଳୟ ମୁହାଁ ହୋଇଛନ୍ତି । ସରକାର ଯଦି ଛାତ୍ରଛାତ୍ରୀଙ୍କ ସଂଖ୍ୟାବୃଦ୍ଧିକୁ ଦେଖି ଏଗୁଡିକୁ ପୁନଃ କାର୍ଯ୍ୟକ୍ଷମ ନକରନ୍ତି ଘରୋଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆକଳନ କରାଯାଉଛି । ଯେଉଁସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ ତଳକୁ ଖସିଲା ସେହିସବୁ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶାଇ ଦିଆଗଲା । ଅର୍ଥାତ୍‍ କମ୍‍ ପିଲା ଥିବା ବିଦ୍ୟାଳୟରେ...

ହଜାରେ କୋଟିର ଖଣି, ପାଣି ରାଜସ୍ୱ ବାକି

0

ଭୁବନେଶ୍ୱର : ଖଣି ଓ ପାଣି ବାବଦ ଟିକସ ଏବଂ ଜରିମାନା ଅର୍ଥ ଠିକଣା ସମୟରେ ଆଦାୟ ହୋଇପାରୁନଥିବାରୁ ବିଭିନ୍ନ କଳକାରଖାନା ଓ ଖଣି ଲିଜ୍‍ଧାରୀମାନଙ୍କ ଉପରେ ରାଜ୍ୟ ସରକାରଙ୍କ ହଜାର ହଜାର କୋଟି ଟଙ୍କା ପଡ଼ିରହିଛି । ଜଷ୍ଟିସ ଏମ୍‍.ବି ଶାହା କମିଶନଙ୍କ ରିପୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏହି ଅର୍ଥ ଆଦାୟ ହୋଇପାରୁ ନାହିଁ । ଖିଲାପକାରୀଙ୍କ ଠାରୁ ଅର୍ଥ ଆଦାୟ ଲାଗି ସରକାରଙ୍କ ପକ୍ଷରୁ ସାର୍ଟିଫିକେଟ୍‍ କେଶ୍‍ କରି ଅପେକ୍ଷା କରାଯାଉଥିବାବେଳେ ଆଉ କେତେକ କ୍ଷେତ୍ରରେ କାରଖାନା...

ଓଡ଼ିଶା ଷ୍ଟଲକୁ ଶ୍ରେଷ୍ଠ ପୁରସ୍କାର

0

ମୁମ୍ବାଇ : ପୂର୍ବ ଭାରତର ସାମୁଦ୍ରିକ ପ୍ରବେଶ ଦ୍ୱାର, ଓଡ଼ିଶା ପୁଣି ଥରେ ଏକ ଜାତୀୟ ମଞ୍ଚରେ ଏହାର ସାମୁଦ୍ରିକ ଶକ୍ତି, ନବସୃଜନ ଏବଂ ସାଂସ୍କୃତିକ ଗଭୀରତା ପ୍ରଦର୍ଶନ କରିଛି। ଇଣ୍ଡିଆ ମେରିଟାଇମ୍ ସପ୍ତାହ ୨୦୨୫ରେ ଓଡ଼ିଶା ରାଜ୍ୟ ଷ୍ଟଲ୍ ଶ୍ରେଷ୍ଠ ବିବେଚିତ ହୋଇଛି। ଏହି ପୁରସ୍କାର  ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ପ୍ରଦାନ କରିଥିଲେ । ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ଶାସନ ସଚିବ ବିଧାନ ଚନ୍ଦ୍ର ରାୟ  ବନ୍ଦର ଓ ଆଇ ଡବ୍ଲ୍ୟୁ...

ତୃତୀୟ ଶ୍ରେଣୀରୁ ଏଆଇ ପାଠ

0

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ  କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏବଂ କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗକୁ ଭବିଷ୍ୟତ  ଶିକ୍ଷାର ଅତ୍ୟାବଶ୍ୟକ ଉପାଦାନ ଭାବରେ ଆଗକୁ ବଢାଇବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। ଏହି କ୍ରମରେ ଦେଶର ସବୁ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରୁ ଏଆଇ ଶିକ୍ଷା ପାଠ୍ୟକ୍ରମର ଶୁଭାରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବିଭାଗ, ପରାମର୍ଶ ପ୍ରକ୍ରିୟା ମାଧ୍ୟମରେ ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫଏସଇ) 2023ର ବ୍ୟାପକ...

ଯୁବପିଢ଼ିଙ୍କୁ ନିଯୁକ୍ତି ଯୋଗାଉଛି ବେଦାନ୍ତ

0

ଭୁବନେଶ୍ୱର : ସମୃଦ୍ଧ ପରମ୍ପରା ଏବଂ ଅବ୍ୟବହୃତ ସମ୍ଭାବନାର ଭୂମି କଳାହାଣ୍ଡି ଏବେ ଏକ ଉଲ୍ଲେଖନୀୟ ପରିବର୍ତ୍ତନର ସାକ୍ଷୀ ହେଉଛି। ଏହାର ଶାନ୍ତ ଭୂମିରେ, ମହତ୍ତ୍ୱାକାଂକ୍ଷା, ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳତାର ଏକ ନୂତନ କାହାଣୀ ରୂପ ନେଉଛି - ଯାହାର ନେତୃତ୍ୱ ନେଉଛି ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ, ଯାହା ବର୍ତ୍ତମାନ ସୁଦ୍ଧା ଭବାନୀପାଟଣା ଏବଂ ଲାଞ୍ଜିଗଡ଼ର ୮୦୦ରୁ ଅଧିକ ଯୁବକଙ୍କୁ ତାଲିମ ଦେଇସାରିଛି। ୫୫% ମହିଳା ଅଂଶଗ୍ରହଣ ସହିତ, କଳାହାଣ୍ଡିରେ ଏହି କାର୍ଯ୍ୟକ୍ରମ ଏହାର ଲୋକଙ୍କ ପାଇଁ ସୁଯୋଗର ଏକ...