ଗାଡି ଉଠାଇ ଘରୋଇ ସଂସ୍ଥା ଲାଭରେ
ଭୁବନେଶ୍ୱର : ବେଆଇନ୍ ଭାବେ ରାସ୍ତାକଡରେ ପାର୍କିଂ ହୋଇଥିବା ଯାନକୁ ଟ୍ରାଫିକ ପୁଲିସ୍ ଉଠାଇ ନେଉଥିବାବେଳେ ଏଥିରେ କିନ୍ତୁ ଘରୋଇ ସଂସ୍ଥା ମାଲେମାଲ ହେଉଛନ୍ତି । ଏଥିରୁ ରାଜକୋଷକୁ ଯେତିକି ପାଉଣା ଆସୁଛି ତାହାଠାରୁ ଅଧିକ ଘରୋଇ ସଂସ୍ଥା ନେଇଯାଉଛନ୍ତି । କମିଶନରେଟ ପୁଲିସ୍ ଅଞ୍ଚଳରେ ଯଦି କୌଣସି ଠାରେ ବେଆଇନ୍ ପାର୍କିଂ ହେଉଛି ତେବେ ଟ୍ରାଫିକ ପୁଲିସ୍ ତାହାକୁ ଉଠାଇ ନେଉଛି । ଏହିସବୁ ଗାଡି ଉଠାଇବାପାଇଁ କେତେକ ଘରୋଇ ସଂସ୍ଥା ନିଜ ନିଜର ଗାଡିଉଠା ଯନ୍ତ୍ର ମୁତୟନ କରିଛନ୍ତି । ଟ୍ରାଫିକ...
ଦୁର୍ଦ୍ଦିନରେ କାଳ କାଟୁଛି ରମାଦେବୀ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର : ବେସରକାରୀ ସ୍ତରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସମାଜସେବୀ ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀ ରାଜ୍ୟ ଭିତରେ ଓ ବାହାରେ ପାଳନ କରାଯାଉଥିବାବେଳେ ତାଙ୍କ ନାମରେ ଖୋଦ ରାଜଧାନୀରେ ପ୍ରତିଷ୍ଠା କରାଯାଇଥିବା ଓଡିଶାର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ଘୋର ଦୁର୍ଦ୍ଦିନ ଭିତରେ ଗତି କରୁଛି । ପ୍ରାୟ ବର୍ଷେ ହେବ ଏହି ବିଶ୍ୱବିଦ୍ୟାଳୟର ନିୟମିତ କୁଳପତି ନାହାନ୍ତି । ଏବେ ପିଜି କାଉନସିଲର ଅଧ୍ୟକ୍ଷ ଅସ୍ଥାୟୀଭାବେ ଏହି ଦାୟିତ୍ୱ ନିର୍ବାହ କରୁଛନ୍ତି । ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୨୦୨୪ ନଭେମ୍ବର ୨୬...
Kalikesh Leads Nuapada Campaign
Nuapada: Biju Janata Dal (BJD) senior lawmaker and Bolangir MLA, Shri Kalikesh Narayan Singh Deo, spearheaded a powerful grassroots campaign today for the party's candidate, Smt. Snehangini Chhuria, in the Khariar Road Notified Area Council (NAC) Ward-3 in Nuapada by-election. The high-profile campaign saw Shri Singh Deo, along with hundreds of BJD women and men workers, engaging in extensive door-to-door...
Art Connects Mythology
Bhubaneswar: Sanskar Bharati, Utkal Purv Prant, in collaboration with Shakuntala Art Gallery, Bhubaneswar, successfully organised a three-day painting camp and discussion programme at Raghurajpur Heritage Crafts Village, Puri district, from November 2 to 4, 2025. The event saw participation from five renowned artists from Odisha, who created stunning paintings based on traditional and mythological themes in traditional Odissi style. The...
Guru Bhagwat: Beacon Of Light
Bhubaneswar: Governor Dr. Hari Babu Kambhampati hailed the spiritual treatise Shri Guru Bhagwat as a "permanent beacon of light in the world of spiritual literature" while attending the Shri Guru Bhagwat Utsav as chief guest on 5 November. The event included a lecture by Dr. Chandra Bhanu Satpathy on Sri Guru Bhagavatam. Professor Hare Krishna Satpathy also delivered an address...
Bihar Election: Quiet Poll
PATNA: The electoral battlefield in Bihar, traditionally a spectacle of blaring loudspeakers, wall-to-wall posters, and massive street-corner meetings, appears remarkably subdued in the current Assembly elections. Voters and observers are noting a distinct lack of the usual high-decibel fanfare, with minimal poster clutter and a noticeable reduction in the ubiquitous microphone campaigns. This "quiet poll" is not a sign...
NDA’s Unifying Pradhan
Patna: Shri Dharmendra Pradhan's role as a unifying force within the National Democratic Alliance (NDA) in Bihar appears to be substantiated by his recent actions, particularly in the critical domain of seat-sharing and poll campaign. Shri Pradhan, a veteran BJP strategist, has reportedly acted as a professional and effective catalyst in mitigating the significant mistrust that had been escalating among...
MGM Ambulance Boosts Rourkela Police
Rourkela: In a significant display of its commitment to corporate social responsibility, MGM Minerals Limited, through its Patabeda Iron Mines in Koida Block of Sundargarh district, today handed over a new ambulance equipped with modern medical facilities to the Rourkela Police. The handover ceremony took place at the Rourkela Reserve Police Office premises, where Shri Satyajit Panda, AGM of MGM...
ସଡକ କଂଗ୍ରେସ ଦେଖିବ ଖାଲଖମା ରାସ୍ତା
ଭୁବନେଶ୍ୱର : ଆସନ୍ତା ୬ ତାରିଖରୁ ଏଠାରେ ଜାତୀୟ ସଡକ କଂଗ୍ରେସର ୮୪ତମ ସଂସ୍କରଣ ଅନୁଷ୍ଠିତ ହେଉଥିବାବେଳେ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଅତିଥିମାନେ ରାଜଧାନୀ ରାସ୍ତାର ବିକଳ ଚିତ୍ର ଦେଖିବେ । କେଉଁଠି ପିଚୁ ଉଠିଯାଇଥିବା ଖାଲଖମା ତ ଆଉ କେଉଁଠି ଅସମ୍ପୂର୍ଣ୍ଣ ସଡକ କାର୍ଯ୍ୟ । ସଡକ କଂଗ୍ରେସ ଅଧିବେଶନରେ କେନ୍ଦ୍ର ସଡକ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ଦେଶର କୋଣ ଅନୁକୋଣରୁ ଏକାଧିକ ବୈଜ୍ଞାନିକ, ଯୋଜନାବିତ୍ ଓ ବରିଷ୍ଠ ଅଧିକାରୀମାନେ ରାଜଧାନୀକୁ ଆସିବେ । ସେମାନେ ଅନୁଷ୍ଠିତ...
ଆଉଟସୋର୍ସିଂ ଉଚ୍ଛେଦ କର
ଭୁବନେଶ୍ୱର : ସରକାରୀ ଚାକିରି କ୍ଷେତ୍ରରେ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ କରି ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବାଲାଗି ଆଉଟସୋର୍ସିଂ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଚ୍ଛେଦ ସହିତ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ବେସରକାରୀ ସଂସ୍ଥାମାନଙ୍କୁ ଦୂରେଇ ରଖିବାପାଇଁ ବୁଦ୍ଧିଜୀବୀମାନେ ମତପ୍ରକାଶ କରୁଛନ୍ତି । ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ, ଥାନାରୁ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଦପ୍ତରଗୁଡିକରେ ଏକ ତୃତୀୟାଂଶରୁ ଅଧିକ ପଦ ପଦବୀ ବିଭିନ୍ନ ପାହ୍ୟାରେ ଖାଲ ପଡିଛି । ଗୋଟିଏ ପଟେ ବେକାରୀ ସମସ୍ୟା ଉତ୍କଟତର ହେଉଥିବାବେଳେ ଅନ୍ୟ ପଟରେ ଗତ ୨୫ବର୍ଷ ମଧ୍ୟରେ ପ୍ରାୟ...










